ହିଜାବ ଓ ଗେରୁଆ ଉତ୍ତରୀୟ ପିନ୍ଧିବାକୁ ନେଇ ସଂଘର୍ଷ, ପରୀକ୍ଷା ବାତିଲ

କୋଲକାତା: ପଶ୍ଚିମବଙ୍ଗର ହାୱାଡାରେ ଥିବା ଗୋଟିଏ ସ୍କୁଲର ପରୀକ୍ଷାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଆଜି ବାତିଲ କରିଛନ୍ତି। ହିଜାବ ଓ ଗେରୁଆ ଉତ୍ତରୀୟ ପରିଧାନକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। ହାୱାଡାର ଦୁଲାଗଡ଼ ଠାରେ ଥିବା ଗୋଟିଏ ସ୍କୁଲର କ୍ଲାସରୁମରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଇଥିବାରୁ ଏହାକୁ ବିରୋଧ କରି ଆଜି କିଛି ପିଲା ଗେରୁଆ ଉତ୍ତରୀୟ ପକାଇ ଆସିଥିଲେ। ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ […]

dulgargh

dulgargh

Hemant Lenka
  • Published: Wednesday, 23 November 2022
  • Updated: 23 November 2022, 09:22 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର ହାୱାଡାରେ ଥିବା ଗୋଟିଏ ସ୍କୁଲର ପରୀକ୍ଷାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଆଜି ବାତିଲ କରିଛନ୍ତି। ହିଜାବ ଓ ଗେରୁଆ ଉତ୍ତରୀୟ ପରିଧାନକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।

ହାୱାଡାର ଦୁଲାଗଡ଼ ଠାରେ ଥିବା ଗୋଟିଏ ସ୍କୁଲର କ୍ଲାସରୁମରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଇଥିବାରୁ ଏହାକୁ ବିରୋଧ କରି ଆଜି କିଛି ପିଲା ଗେରୁଆ ଉତ୍ତରୀୟ ପକାଇ ଆସିଥିଲେ। ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପାରପିଟ ହୋଇଥିଲା। ଶିକ୍ଷାର୍ଥୀମାନେ ସ୍କୁଲ ସମ୍ପତ୍ତିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ବିସ୍ଫୋରକ ରୂପ ନେବାରୁ ପୁଲିସ୍‌ ଓ ରାପିଡ ଆକ୍ସନ ଫୋର୍ସକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥିଲା। ଏହି କାରଣରୁ ସ୍କୁଲ କର୍ତ୍ତୃପକ୍ଷ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ କରିଛନ୍ତି।

ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ଜରୁରୀ ବୈଠକ କରିଥିଲେ। ବୈଠକ ପରେ ପିଲାମାନଙ୍କୁ କେବଳ ସ୍କୁଲ ୟୁନିଫର୍ମ ପିନ୍ଧି କ୍ଲାସକୁ ଆସିବାକୁ କୁହାଯାଇଛି। ସ୍କୁଲର ଜଣେ ଛାତ୍ରୀ କହିଛନ୍ତି, “ହିଜାବ ପିନ୍ଧି ଆସିଥିବା ଛାତ୍ରୀମାନେ ଗେରୁଆ ସ୍କାର୍ଫ ପିନ୍ଧି ସ୍କୁଲକୁ ଆସିଥିବା ପିଲାମାନଙ୍କୁ ବିରୋଧ କରିଥିଲେ।

ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ମାରପିଟ କରିଛନ୍ତି। ମୁଁ ଏକାଦଶ ଶ୍ରେଣୀ ଛାତ୍ରୀ। ହିନ୍ଦୁ ଶିକ୍ଷାର୍ଥୀମାନେ ଗେରୁଆ ସ୍କାର୍ଫ ପିନ୍ଧି ସ୍କୁଲକୁ ଆସିବାରୁ ମୁସଲିମ ଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ। ଛାତ୍ରୀମାନେ ଏହା ସ୍କୁଲର ୟୁନିଫର୍ମ ନୁହେଁ ବୋଲି କହିବାରୁ ଏହାକୁ ହିନ୍ଦୁ ଛାତ୍ରମାନେ ବିରୋଧ କରିଥିଲେ। ହିଜାବ କାହିଁକି ପିନ୍ଧି ଆସିଛ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀର ପିଲା ସ୍କୁଲ ସମ୍ପତ୍ତିକୁ ଭଙ୍ଗାରୁଜା କରିଥିଲେ। ଶିକ୍ଷକମାନେ ଏହାକୁ ବିରୋଧ କରୁବାରୁ ସେମାନଙ୍କୁ ମଧ୍ୟ ଠେଲାପେଲାର ଶିକାର ହେବାକୁ ପଡ଼ିଥିଲା। ଏହାପରେ ପରୀକ୍ଷାକୁ ବାତିଲ କରାଯାଇଛି।”

ଆଉ ଜଣେ ୮ମ ଶ୍ରେଣୀ ଛାତ୍ରୀ କହିଛନ୍ତି, ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଆସିଥିବାରୁ କିଛି ହିନ୍ଦୁ ଛାତ୍ର ଏହାକୁ ବିରୋଧ କରିଥିଲେ। ହିଜାବ ପିନ୍ଧି ନ ଆସିବାକୁ ସେମାନେ ଧମକ ଦେଇଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story