ସ୍କୁଲରେ ୫ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଭିଡିଓ ଭାଇରାଲ ପରେ ରୁଜୁ ହେଲା ମାମଲା

ଚଣ୍ଡିଗଡ଼: ପୁଣିଥରେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ହରିଆଣାରେ ଖାଲି ପଡ଼ିଥିବା ଗୋଟିଏ ସ୍କୁଲ ପରିସରରେ ଜଣେ ୧୦ ବର୍ଷୀୟ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଜଣେ ପ୍ରାପ୍ତ ବୟସ୍କ ଓ ୮ ଜଣ ନାବାଳକ ଛାତ୍ରୀଙ୍କ ସହ ଏଭଳି କାଣ୍ଡ ଘଟାଇବା ସହ ଏହାର ଭିଡିଓ ରେକର୍ଡିଂ କରିଛନ୍ତି। ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଦୁଇ ସପ୍ତାହ ତଳେ ଘଟିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଭିଡିଓକୁ ଆଧାର […]

Stop-Rape

Stop-Rape

Hemant Lenka
  • Published: Friday, 11 June 2021
  • Updated: 11 June 2021, 05:56 PM IST

Sports

Latest News

ଚଣ୍ଡିଗଡ଼: ପୁଣିଥରେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ହରିଆଣାରେ ଖାଲି ପଡ଼ିଥିବା ଗୋଟିଏ ସ୍କୁଲ ପରିସରରେ ଜଣେ ୧୦ ବର୍ଷୀୟ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଜଣେ ପ୍ରାପ୍ତ ବୟସ୍କ ଓ ୮ ଜଣ ନାବାଳକ ଛାତ୍ରୀଙ୍କ ସହ ଏଭଳି କାଣ୍ଡ ଘଟାଇବା ସହ ଏହାର ଭିଡିଓ ରେକର୍ଡିଂ କରିଛନ୍ତି।

ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଦୁଇ ସପ୍ତାହ ତଳେ ଘଟିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଭିଡିଓକୁ ଆଧାର କରି ପୀଡ଼ିତାଙ୍କ ପରିବାର ଲୋକ ପୁଲିସରେ ଅଭିଯୋଗ କରିଥିଲେ। ଏବେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

କୁହାଯାଉଛି ଯେ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ପୀଡ଼ିତାଙ୍କ ସମ୍ପର୍କୀୟ। ମିଳିଥିବା ସୂଚନା ଅନୁଯାୟୀ, ମେ’ ୨୪ ତାରିଖରେ ରେୱାରୀ ଜିଲ୍ଲାର ଗୋଟିଏ ଗାଁରେ ଏହି ଘଟଣା ଘଟିଥିଲା। ଛାତ୍ରୀ ଜଣଙ୍କ ତାଙ୍କ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ।

ସେଠାରୁ ସେମାନେ ଛାତ୍ରୀଙ୍କୁ ଖାଲି ପଡ଼ିଥିବା ଗାଁ ସ୍କୁଲକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଜଣେ ୧୮ ବର୍ଷୀୟ ଯୁବକ ପୂରା ଘଟଣାର ରେକର୍ଡିଂ କରିଥିଲେ ଓ ଦୁଇ ଜଣ ନାବାଳକ ଏହାକୁ ଅନଲାଇନରେ ଶେୟାର କରିବା ଆରମ୍ଭ କରିଥିଲେ।

୯ ଜଣଙ୍କ ମଧ୍ୟରୁ ୫ ଅଭିଯୁକ୍ତ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ। ଘଟଣା ପରେ ଏକଥା କେହି ଜାଣି ନଥିଲେ। ପରିବାର ଲୋକଙ୍କ ପାଖରେ ଦୁଷ୍କର୍ମ ବେଳର ଭାଇରାଲ ଭିଡିଓ ପହଞ୍ଚିବା ପରେ ସେମାନେ ଜୁନ୍‌ ୯ରେ ପୁଲିସ୍‌ରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story