ବିବାଦୀୟ ବୟାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାପା ଗିରଫ

ରାୟପୁର: ବ୍ରାହ୍ମଣଙ୍କ ଉପରେ ବିବାଦୀୟ ବୟାନ ଦେବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ବୟାନ ପାଇଁ ଆଜି ତାଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି। ଯେଉଁ ଛତିଶଗଡ଼ରେ ନନ୍ଦ କୁମାରଙ୍କ ପୁଅ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଛନ୍ତି, ସେହି ରାଜ୍ୟର ପୁଲିସ୍‌ ହିଁ ତାଙ୍କୁ ଗିରଫ କରିବା ଚର୍ଚ୍ଚାର ବିଷୟ ହୋଇଛି। ରାୟପୁର ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ସିଧା କୋର୍ଟରେ ହାଜର କରାଇଛି। ଏଠାରେ […]

CM

CM

Hemant Lenka
  • Published: Tuesday, 07 September 2021
  • Updated: 07 September 2021, 04:54 PM IST

Sports

Latest News

ରାୟପୁର: ବ୍ରାହ୍ମଣଙ୍କ ଉପରେ ବିବାଦୀୟ ବୟାନ ଦେବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ବୟାନ ପାଇଁ ଆଜି ତାଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି। ଯେଉଁ ଛତିଶଗଡ଼ରେ ନନ୍ଦ କୁମାରଙ୍କ ପୁଅ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଛନ୍ତି, ସେହି ରାଜ୍ୟର ପୁଲିସ୍‌ ହିଁ ତାଙ୍କୁ ଗିରଫ କରିବା ଚର୍ଚ୍ଚାର ବିଷୟ ହୋଇଛି।

ରାୟପୁର ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ସିଧା କୋର୍ଟରେ ହାଜର କରାଇଛି। ଏଠାରେ ସେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଏହାପୂର୍ବରୁ ବ୍ରାହ୍ମଣଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବାରୁ ୮୬ ବର୍ଷୀୟ ନନ୍ଦ କୁମାରଙ୍କ ନାଁରେ ପୁଲିସ୍ ଏଫଆଇଆର ରୁଜୁ କରିଥିଲା। ସେ ବିବାଦୀୟ ବୟାନ ଦେଇଥିବାରୁ ରାୟପୁରର ଡିଡି ନଗର ପୁଲିସ୍‌ ଷ୍ଟେସନରେ ବ୍ରାହ୍ମଣ ସଂପ୍ରଦାୟରର ଲୋକମାନେ ବିଧିବଦ୍ଧ ଅଭିଯୋଗ କରିଥିଲେ। ନନ୍ଦ କୁମାର ବ୍ରାହ୍ମଣମାନଙ୍କୁ ବିଦେଶୀ ବୋଲି କହିଥିବା ସେମାନେ ଅଭିଯୋଗ କରିଥିଲେ।

ଏଫଆଇଆର ପରେ ନନ୍ଦ କୁମାରଙ୍କ ଗିରଫଦାରୀର ଭୟ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଥିଲେ ଯେ “ମୁଁ ପୁଅ ହିସାବରେ ବାପାଙ୍କୁ ସମ୍ମାନ କରେ। କିନ୍ତୁ ଆଇନର ଉପରେ କେହି ନୁହନ୍ତି। ମୁଖ୍ୟମନ୍ତ୍ରୀ ହସିବାରେ ତାଙ୍କ ଭୁଲକୁ ମୁଁ ସମ୍ମାନ କରେନାହିଁ। ଆମ ସରକାରରେ ଆଇନ ସମସ୍ତଙ୍କ ପାଇଁ ସମାନ। ଭୁଲ କରିଥିବା ଲୋକ ମୁଖ୍ୟମନ୍ତ୍ରୀଙ୍କ ବାପା ହେଲେ ମଧ୍ୟ କିଛି ଫରକ ପଡ଼ିବନି।”

ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ପରେ ପୁଲିସ୍ ନନ୍ଦ କୁମାରଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଶେଷରେ ତାଙ୍କୁ ରାୟପୁର ପୁଲିସ୍ ଆଜି ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story