ଯନ୍ତରମନ୍ତରରେ ସାଂପ୍ରଦାୟିକ ନାରା, ଭାଇରାଲ ଭିଡିଓ ପାଇଁ ଏଫଆଇଆର

ନୂଆଦିଲ୍ଲୀ: ପୁଲିସର ବିନା ଅନୁମତିରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଗୋଟିଏ ସଭା କରାଯାଇ ସାଂପ୍ରଦାୟିକ ନାରା ଦିଆଯାଇଛି। ଉକ୍ତ ଶୋଭାଯାତ୍ରାରେ ସାଂପ୍ରଦାୟିକ ନାରା ଦିଆଯାଉଥିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁସଲିମ ସଂପ୍ରଦାୟ ବିରୋଧରେ ଦିଆଯାଇଥିବା ନାରା ଘଟଣାରେ ଦିଲ୍ଲୀ ପୁଲିସ୍ ଏଫଆଇଆର ମଧ୍ୟ କରିଛି। ସୂଚନା ଅନୁସାରେ, ଏହି ଶୋଭାଯାତ୍ରା ସୁପ୍ରିମକୋର୍ଟର ଆଇନଜୀବୀ ତଥା ବିଜେପିର ପୂର୍ବତନ ମୁଖପାତ୍ର ଅଶ୍ୱିନୀ ଉପାଧ୍ୟାୟଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ତେବେ ସେ ଭାଇରାଲ […]

Viral

Viral

Hemant Lenka
  • Published: Monday, 09 August 2021
  • Updated: 09 August 2021, 04:38 PM IST

Sports

Latest News

ନୂଆଦିଲ୍ଲୀ: ପୁଲିସର ବିନା ଅନୁମତିରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଗୋଟିଏ ସଭା କରାଯାଇ ସାଂପ୍ରଦାୟିକ ନାରା ଦିଆଯାଇଛି। ଉକ୍ତ ଶୋଭାଯାତ୍ରାରେ ସାଂପ୍ରଦାୟିକ ନାରା ଦିଆଯାଉଥିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁସଲିମ ସଂପ୍ରଦାୟ ବିରୋଧରେ ଦିଆଯାଇଥିବା ନାରା ଘଟଣାରେ ଦିଲ୍ଲୀ ପୁଲିସ୍ ଏଫଆଇଆର ମଧ୍ୟ କରିଛି।

ସୂଚନା ଅନୁସାରେ, ଏହି ଶୋଭାଯାତ୍ରା ସୁପ୍ରିମକୋର୍ଟର ଆଇନଜୀବୀ ତଥା ବିଜେପିର ପୂର୍ବତନ ମୁଖପାତ୍ର ଅଶ୍ୱିନୀ ଉପାଧ୍ୟାୟଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ତେବେ ସେ ଭାଇରାଲ ଭିଡିଓ ସମ୍ପର୍କରେ କିଛି ଜାଣି ନାହାନ୍ତି ଓ କେବଳ ୫ରୁ ୬ ଜଣ ଏପରି ନାରା ଦେଇଥିବା କହିଛନ୍ତି। ଏଥିସହ ଶୋଭାଯାତ୍ରାରେ ଏପରି ନାରା ଦେବା ଠିକ୍ ନୁହେଁ ବୋଲି ଶ୍ରୀ ଉପାଧ୍ୟାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଭାଇରାଲ ଭିଡିଓରେ ମୁସଲିମମାନଙ୍କୁ ଧମକ ଦିଆଯାଉଥିବା ଦେଖିବାକୁ ମିଳିଛି। ଶୋଭାଯାତ୍ରାରେ ସାମିଲ ଥିବା ଲୋକମାନେ ପ୍ରଥମେ ରାମ ରାମ ନାରା ଦେଇଥିଲେ। ଏହାପରେ ହିନ୍ଦୁସ୍ତାନରେ ରହିବାକୁ ହେଲେ, ଜୟ ଶ୍ରୀରାମ ନାରା ଦେବାକୁ ପଡ଼ିବ ବୋଲି କହିବାରେ ଲାଗିଥିଲେ।

ଘଟଣାର ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ୍ ଏଫଆଇଆର କରି ସ୍ଲୋଗାନ ଦେଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ କରିଛି। ପୁଲିସ୍‌ କହିଛି ଯେ କରୋନା ପାଇଁ ଏପରି ଶୋଭାଯାତ୍ରାକୁ ଅନୁମତି ମିଳି ନଥିଲା। ତଥାପି ଶୋଭାଯାତ୍ରା କରାଯାଇଛି। ସେମାନେ ଆପତ୍ତି ଜନକ ସ୍ତବ୍ଧ ପ୍ରୟୋଗ କରିଥିବା ଭିଡିଓ ଭାଇରାଲ ହେଉଛି। ଆମେ ମଧ୍ୟ ଭିଡିଓ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ଦୀପକ ଯାଦବ କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ଆଜି ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓୱେସୀ ସଂସଦରେ ମଧ୍ୟ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story