ଜୁଲାଇ ୨୪-୨୫ ସଂପୂର୍ଣ୍ଣ ଲକଡାଉନ ହେବ ରାଜ୍ୟ, ଅଧିକ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ

ଥିରୁବନନ୍ତପୁରମ: ମହାମାରୀ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରୁ ବଡ଼ ପଦକ୍ଷେପ ନେଇଛନ୍ତି କେରଳ ସରକାର। ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ଆସନ୍ତା ୨୪ ଓ ୨୫ ତାରିଖ ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଲାଗୁ ହେବ। ଆଜି ଏ ସମ୍ପର୍କରେ ସରକାର ଘୋଷଣା କରିଛନ୍ତି। ଏଥିସହ ସରକାର ସ୍ୱାସ୍ଥ୍ୟ ବିଭାଗକୁ ଅଧିକରୁ ଅଧିକ ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୈନିକ ଟେଷ୍ଟ ସଂଖ୍ୟା ୩ ଲକ୍ଷରେ ପହଞ୍ଚାଇବାକୁ ଯୋଜନା କରାଯାଇଛି। ସାପ୍ତାହିକ ପଜିଟିଭିଟି ରେଟ୍‌ ୧୦% ଉପରେ ରହୁଥିବା […]

Corona

Corona

Hemant Lenka
  • Published: Wednesday, 21 July 2021
  • Updated: 21 July 2021, 06:42 PM IST

Sports

Latest News

ଥିରୁବନନ୍ତପୁରମ: ମହାମାରୀ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରୁ ବଡ଼ ପଦକ୍ଷେପ ନେଇଛନ୍ତି କେରଳ ସରକାର। ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ଆସନ୍ତା ୨୪ ଓ ୨୫ ତାରିଖ ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଲାଗୁ ହେବ। ଆଜି ଏ ସମ୍ପର୍କରେ ସରକାର ଘୋଷଣା କରିଛନ୍ତି।

ଏଥିସହ ସରକାର ସ୍ୱାସ୍ଥ୍ୟ ବିଭାଗକୁ ଅଧିକରୁ ଅଧିକ ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୈନିକ ଟେଷ୍ଟ ସଂଖ୍ୟା ୩ ଲକ୍ଷରେ ପହଞ୍ଚାଇବାକୁ ଯୋଜନା କରାଯାଇଛି। ସାପ୍ତାହିକ ପଜିଟିଭିଟି ରେଟ୍‌ ୧୦% ଉପରେ ରହୁଥିବା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ଫୋକସ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସଂକ୍ରମଣ ଅଧିକ ରହୁଥିବା ଅଞ୍ଚଳକୁ ଚିହ୍ନଟ କରି ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ କରିବାକୁ କହିଛନ୍ତି। ଏଠାରେ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ହ୍ରାସ କରିବାକୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଜରୁରୀ କାଳୀନ ଭିତ୍ତିରେ କଣ୍ଟେନମେଣ୍ଟ ଜୋନରେ ବ୍ୟାପକ ଟେଷ୍ଟିଂ କରାଯିବ।

କେରଳ ସରକାର ଅଧିକରୁ ଅଧିକ ଟେଷ୍ଟିଂ କରି ସଂକ୍ରମଣ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, କେରଳ ସରକାର ବକ୍ରି ଇଦ୍‌ ପାଇଁ ରାଜ୍ୟରେ ୩ ଦିନ କଟକଣା କୋହଳ କରିଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। କୋର୍ଟ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଜବାବ ଦାଖଲ କରିବାକୁ କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖି କଟକଣା କୋହଳ ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବା ସହ ଶୁକ୍ରବାର ଦୈନିକ ୩ ଲକ୍ଷ ଟେଷ୍ଟ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ରୁ ୧୫ ହଜାର ସଂକ୍ରମିତ ଚିହ୍ନଟ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story