ଏପ୍ରିଲ ୯ରୁ ୧୯ ସଂପୂର୍ଣ୍ଣ ଲକଡାଉନ

ରାୟପୁର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଣିଥରେ ଫେରିଛି ଲକଡାଉନ। କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବାରୁ ଛତିଶଗଡ଼ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୯ ତାରିଖରୁ ରାଜ୍ୟର ରାଜଧାନୀ ରାୟପୁରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ ହେବ। ଏହା ଏପ୍ରିଲ ୧୯ ଯାଏ ବଳବତ୍ତର ରହିବ। ଗତ କିଛି ଦିନ ହେଲାଣି ରାୟପୁରରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ପୂରା ଛତିଶଗଡ଼ରୁ ୯୯୨୧ ଜଣଙ୍କ ଟେଷ୍ଟ […]

LockDown

LockDown

Hemant Lenka
  • Published: Wednesday, 07 April 2021
  • Updated: 07 April 2021, 05:48 PM IST

Sports

Latest News

ରାୟପୁର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଣିଥରେ ଫେରିଛି ଲକଡାଉନ। କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବାରୁ ଛତିଶଗଡ଼ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୯ ତାରିଖରୁ ରାଜ୍ୟର ରାଜଧାନୀ ରାୟପୁରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ ହେବ। ଏହା ଏପ୍ରିଲ ୧୯ ଯାଏ ବଳବତ୍ତର ରହିବ।

ଗତ କିଛି ଦିନ ହେଲାଣି ରାୟପୁରରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ପୂରା ଛତିଶଗଡ଼ରୁ ୯୯୨୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତବର୍ଷ କରୋନା ଭାରତକୁ ପ୍ରବେଶ କରିଥିଲେ ହେଁ ଛତିଶଗଡ଼ରେ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇ ନଥିଲେ।

ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ଜରୁରୀ ବୈଠକ ଡାକିଥିଲେ। ବୈଠକରେ ରାଜ୍ୟର କରୋନା ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଛତିଶଗଡ଼ରେ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ବାଘେଲ ଲୋକଙ୍କୁ ଅଯଥା ଘରୁ ନ ବାହାରିବାକୁ କହିଛନ୍ତି।

ସେହିପରି କରୋନା ପାଇଁ ଜାରି କଟକଣାକୁ ପାଳନ କରିବାକୁ ନିବେଦନ କରିଛନ୍ତି। ରାୟପୁର ସ୍ଥିତି ଅଧିକ ସଂଗୀନ ଥିବାରୁ ଏଠାରେ ୯ ତାରିଖରୁ ୧୯ ତାରିଖ ଯାଏ ସଂପୂର୍ଣ୍ଣ ଲକଡାଉନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ୯ ତାରିଖ ସନ୍ଧ୍ୟା ୬ଟାରୁ ୧୯ ତାରିଖ ସକାଳ ୬ଟା ଯାଏ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ଏହି ସମୟରେ ଜିଲ୍ଲାକୁ ଲାଗିଥିବା ସମସ୍ତ ସୀମାକୁ ସିଲ୍‌ କରାଯିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story