କଂଗ୍ରେସ ସହ ୫୨ ବର୍ଷର ସମ୍ପର୍କ ତୁଟାଇଲେ ବାଲଚନ୍ଦ୍ରନ

କାଲପେଟ୍ଟା: କେରଳର ୱାୟନାଡରେ କଂଗ୍ରେସକୁ ପୁଣି ଝଟକା ଲାଗିଛି। ଏହି ଆସନରୁ ରାହୁଲ ଗାନ୍ଧି ଲୋକସଭାକୁ ଯାଇଥିବା ବେଳେ ଏଠାକାର ଜଣଙ୍କ ପରେ ଜଣେ ଇସ୍ତଫା ଦେବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ଦଳର ଆଉ ଜଣେ ବରିଷ୍ଠ ନେତା କଂଗ୍ରେସକୁ ଅଲବିଦା କହିଛନ୍ତି। ପୂର୍ବତନ ଡିସିସି ସଭାପତି ପିଭି ବାଲଚନ୍ଦ୍ରନ ଆଜି କଂଗ୍ରେସ ସହ ୫୨ ବର୍ଷର ସର୍ମ୍ପକ ତୁଟାଇ ଦେଇଛନ୍ତି। ଦେଶରେ ବିଜେପିର ଲୋକପ୍ରିୟତାକୁ ରୋକିବାରେ କଂଗ୍ରେସ ବିଫଳ ହୋଇଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। […]

balachandran

balachandran

Hemant Lenka
  • Published: Tuesday, 05 October 2021
  • Updated: 05 October 2021, 02:55 PM IST

Sports

Latest News

କାଲପେଟ୍ଟା: କେରଳର ୱାୟନାଡରେ କଂଗ୍ରେସକୁ ପୁଣି ଝଟକା ଲାଗିଛି। ଏହି ଆସନରୁ ରାହୁଲ ଗାନ୍ଧି ଲୋକସଭାକୁ ଯାଇଥିବା ବେଳେ ଏଠାକାର ଜଣଙ୍କ ପରେ ଜଣେ ଇସ୍ତଫା ଦେବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ଦଳର ଆଉ ଜଣେ ବରିଷ୍ଠ ନେତା କଂଗ୍ରେସକୁ ଅଲବିଦା କହିଛନ୍ତି।

ପୂର୍ବତନ ଡିସିସି ସଭାପତି ପିଭି ବାଲଚନ୍ଦ୍ରନ ଆଜି କଂଗ୍ରେସ ସହ ୫୨ ବର୍ଷର ସର୍ମ୍ପକ ତୁଟାଇ ଦେଇଛନ୍ତି। ଦେଶରେ ବିଜେପିର ଲୋକପ୍ରିୟତାକୁ ରୋକିବାରେ କଂଗ୍ରେସ ବିଫଳ ହୋଇଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। କେରଳ ପିସିସି କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ବାଲାଚନ୍ଦ୍ରନ କହିଛନ୍ତି, ଉଭୟ ସଂଖ୍ୟାଲଘୁ ଓ ସଂଖ୍ୟା ଗରିଷ୍ଠ ଗୋଷ୍ଠୀ କଂଗ୍ରେସ ଠାରୁ ଦୂରେଇବାରେ ଲାଗିଛନ୍ତି। ନିଜର ଦିଗ ହରାଇ ବସିଥିବା ଗୋଟିଏ ଦଳ ସହ ଲୋକମାନେ କେବେ ହେଲେ ଛିଡ଼ା ହେବେନି ବୋଲି ସେ କହିଛନ୍ତି।

ରାଜ୍ୟ କଂଗ୍ରେସର କାର୍ଯ୍ୟଶୈଳୀକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି। ରାଜ୍ୟ କଂଗ୍ରେସର ନେତାମାନେ ଲୋକଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ନିଜର ସ୍ପଷ୍ଟ ମତ ରଖିବାରେ ବିଫଳ ହେଉଛନ୍ତି। କଂଗ୍ରେସ କର୍ମୀଙ୍କ କାମକୁ ଦେଖି ସେ ଦଳକୁ ଅଲବିଦା କହୁଥିବା ବାଲଚନ୍ଦ୍ରନ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପୂର୍ବରୁ ପୂର୍ବତନ ବିଧାୟକ କେସି ରୋସାକୁଟ୍ଟୀ, କେରଳ ପିସିସି ସମ୍ପାଦକ ଏମଏସ୍‌ ବିଶ୍ୱନାଥନ ଓ ଡିସିସି ସାଧାରଣ ସମ୍ପାଦକ ଅନୀଲ କୁମାର କଂଗ୍ରେସରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story