ବିବାଦରେ କଂଗ୍ରେସ ନେତାଙ୍କ “ମୁଁ ମୋଦିଙ୍କୁ ମାରି ପାରିବି” ବୟାନ

ମୁମ୍ବାଇ: ବିବାଦରେ ଫସିଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ସେ “ମୁଁ ମୋଦିଙ୍କୁ ମାରି ମାରିବି ଓ ଗାଳି କରିପାରିବି” ବୋଲି କହୁଥିବା ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହାକୁ ନେଇ ବିଜେପି ଆଟାକିଂ ମୋଡକୁ ଚାଲି ଆସିଛି। ଏଥିସହ କଂଗ୍ରେସକୁ ତୀବ୍ର  ସମାଲୋଚନା କରିଛି। ଏଥିସହ ନାନା ପାଟୋଲେଙ୍କ ଏହି ବୟାନକୁ ବିଜେପି ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ସହ ଯୋଡ଼ିଛି। ତେବେ ନାନା ପାଟୋଲେ କେବଳ ମୋଦି […]

congress

congress

Hemant Lenka
  • Published: Monday, 17 January 2022
  • Updated: 17 January 2022, 09:17 PM IST

ମୁମ୍ବାଇ: ବିବାଦରେ ଫସିଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ସେ “ମୁଁ ମୋଦିଙ୍କୁ ମାରି ମାରିବି ଓ ଗାଳି କରିପାରିବି” ବୋଲି କହୁଥିବା ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହାକୁ ନେଇ ବିଜେପି ଆଟାକିଂ ମୋଡକୁ ଚାଲି ଆସିଛି। ଏଥିସହ କଂଗ୍ରେସକୁ ତୀବ୍ର  ସମାଲୋଚନା କରିଛି।

ଏଥିସହ ନାନା ପାଟୋଲେଙ୍କ ଏହି ବୟାନକୁ ବିଜେପି ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ସହ ଯୋଡ଼ିଛି। ତେବେ ନାନା ପାଟୋଲେ କେବଳ ମୋଦି ସରନେମ ବ୍ୟବହାର କରିଛନ୍ତି। ସେ କୌଣସି ପ୍ରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଧରି ନାହାନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ଗୁଣ୍ଡାଙ୍କ ସରନେମ ମଧ୍ୟ ମୋଦି। ତାଙ୍କୁ କେନ୍ଦ୍ର କରି ନାନା ପାଟୋଲେ ଏପରି ବୟାନ ଦେଇଥିବା ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଉକ୍ତ ଭିଡିଓକୁ ଟ୍ୱିଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “କଂଗ୍ରେସ ମହାରାଷ୍ଟ୍ର ମୁଖ୍ୟ ନାନା ପାଟୋଲେ କହୁଛନ୍ତି ଯେ ମୁଁ ମୋଦିଙ୍କୁ ମାରିପାରିବି ଓ ଗାଳି ଗୁଲଜ କରିପାରିବି। ଆପଣମାନେ ଏହି ଭିଡିଓକୁ ଶୁଣିବା ପରେ ଜାଣିପାରୁ ଥିବେ ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ପଛରେ କାହିଁକି ଷଡ଼ଯନ୍ତ୍ର ହୋଇଥିଲା।”

ବିବାଦ ବଢ଼ୁଥିବାରୁ କଂଗ୍ରେସ ପକ୍ଷରୁ ପୂରା ଘଟଣାରେ ସ୍ପଷ୍ଟୀକରଣ ଦିଆଯାଇଛି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କୌଣସି ପ୍ରକାରର ଦେଶର ପ୍ରଧାନମନ୍ତ୍ରୀଙ୍କୁ ମାରିବା ପାଇଁ କହି ନାହାନ୍ତି। କିଛି ସ୍ଥାନୀୟ ଗୁଣ୍ଡାଙ୍କ ସରନେମ ମୋଦି। ପାଟୋଲେଙ୍କ ନିର୍ବାଚନ ମଣ୍ଡଳୀର ଲୋକମାନେ ସ୍ଥାନୀୟ ଗୁଣ୍ଡା ଯିଏ ମୋଦି ନାଁରେ ପରିଚିତ, ତାଙ୍କ ବିଷୟରେ ଅଭିଯୋଗ କରିଥିଲେ। ଏହାକୁ ଶୁଣି ପାଟୋଲେ ମୋଦିଙ୍କୁ ମାରିପାରିବେ ଓ ଗାଳି କରିପାରିବେ ବୋଲି କହିଥିଲେ।

ସେ କେବେ ହେଲେ ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କିଛି ବି ଟିପ୍ପଣୀ ଦେଇନାହାନ୍ତି। ସେ ସ୍ଥାନୀୟ ଗୁଣ୍ଡା ଗୋପନରଭ ମୋଦି ବିଷୟରେ କହିଛନ୍ତି ବୋଲି ମହାରାଷ୍ଟ୍ର କଂଗ୍ରେସର ସାଧାରଣ ସମ୍ପାଦକ ଅତୁଲ ଲୋନ୍ଧେ ପାଟିଲ କହିଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ପାଟିଲ କହିଥିଲେ ଯେ “ମୁଁ ୩୦ ବର୍ଷ ହେଲାଣି ରାଜନୀତିରେ ଅଛି। ୫ ବର୍ଷ ଭିତରେ ଜଣେ ରାଜନେତା ତା’ର ପୂରା ପିଢ଼ି ପାଇଁ ସବୁ କିଛି କରିଦେଉଛି। ସ୍କୁଲ ଓ କଲେଜ ତିଆରି କରି ରାଜନେତା ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଦେଇପାରିବ। ମୋ ନାଁରେ କୌଣସି ସ୍କୁଲ ନାହିଁ କିମ୍ବା ମୁଁ କେବେ କାହା ଠାରୁ କଣ୍ଟ୍ରାକ୍ଟ ନେଇନି। ମୋ ପାଖକୁ ଯିଏ ବି ଆସିଛନ୍ତି, ମୁଁ ସେମାନଙ୍କୁ ସହଯୋଗ କରିଛି। ଏଥିପାଇଁ ମୁଁ ମୋଦିଙ୍କୁ ମାରିପାରିବି ଓ ଗାଳି ମଧ୍ୟ କରିପାରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story