ବିଜେପି ବାଟରେ କଂଗ୍ରେସ: ତିଆରି କରିବ ୫ ଲକ୍ଷ ୱେବ ଯୋଦ୍ଧା

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆରେ ବିଜେପି ଭଳି କଂଗ୍ରେସ ମଧ୍ୟ ଡିଜିଟାଲ ଉପାୟରେ ନିଜର ବିରୋଧକୁ ଜବାବ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିପାଇଁ ଦଳ ୫ ଲକ୍ଷ ୱେବ ଯୋଦ୍ଧାର ସେନା ପ୍ରସ୍ତୁତ କରିବ। ଖୁବଶୀଘ୍ର କଂଗ୍ରେସର ୱେବ ଯୋଦ୍ଧାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ନିଜ ଦଳର ଆଭିମୁଖ୍ୟ ଓ ଦଳ ବିଷୟରେ ଲୋକଙ୍କୁ ସୋଶାଲ ମିଡିଆରେ ଜଣାଇବାକୁ ଏଭଳି ନୂଆ ରଣନୀତି କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ […]

g

g

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 06:22 PM IST

Sports

Latest News

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆରେ ବିଜେପି ଭଳି କଂଗ୍ରେସ ମଧ୍ୟ ଡିଜିଟାଲ ଉପାୟରେ ନିଜର ବିରୋଧକୁ ଜବାବ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିପାଇଁ ଦଳ ୫ ଲକ୍ଷ ୱେବ ଯୋଦ୍ଧାର ସେନା ପ୍ରସ୍ତୁତ କରିବ। ଖୁବଶୀଘ୍ର କଂଗ୍ରେସର ୱେବ ଯୋଦ୍ଧାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ନିଜ ଦଳର ଆଭିମୁଖ୍ୟ ଓ ଦଳ ବିଷୟରେ ଲୋକଙ୍କୁ ସୋଶାଲ ମିଡିଆରେ ଜଣାଇବାକୁ ଏଭଳି ନୂଆ ରଣନୀତି କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ ଖୁବଶୀଘ୍ର “ଜଏନ କଂଗ୍ରେସ ସୋଶାଲ ମିଡିଆ” ନାଁରେ ସମଗ୍ର ଦେଶରେ ପ୍ରଚାର ଅଭିଯାନ ଆରମ୍ଭ ହେବ। କଂଗ୍ରେସର ୱେବ ଯୋଦ୍ଧା ହେବାକୁ ହେଲେ ଆଶାୟୀଙ୍କୁ ପ୍ରଥମେ ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ। ଇଣ୍ଟରଭ୍ୟୁରେ ପାସ୍‌ କରୁଥିବା ଲୋକଙ୍କୁ ଏହି ଡିଜିଟାଲ ଯୁଦ୍ଧରେ ସାମିଲ କରାଯିବ।

୫ ଲକ୍ଷ ୱେବ ଯୋଦ୍ଧାଙ୍କ ମଧ୍ୟରୁ ୫୦ ହଜାର ଲୋକଙ୍କୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ କାର୍ଯ୍ୟ କରିବାକୁ ନିଯୁକ୍ତି ମିଳିବ। ଅନ୍ୟ ୪.୫ ଲକ୍ଷ ୱେବ ଯୋଦ୍ଧା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ନେଟୱର୍କକୁ ସୁଦୃଢ଼ କରିବା କାମରେ ଲାଗିବେ। ସୋଶାଲ ମିଡିଆରେ ଲୋକଙ୍କୁ ଦଳ ପ୍ରତି ଆକୃଷ୍ଠ କରିବା ହିଁ ଏହି ୱେବ ଯୋଦ୍ଧାଙ୍କ ପ୍ରମୁଖ କାମ ହେବ। ଏମାନଙ୍କୁ ବୁଥ ଟ୍ରେନିଂ ଓ ତୃଣମୂଳସ୍ତରରେ କେମିତି ମ୍ୟାନେଜମେଣ୍ଟ କରାଯିବ, ତା’ର ତାଲିମ ମଧ୍ୟ ଦିଆଯିବ।

କରୋନା ଯୋଗୁ ଲୋକଙ୍କ କାମ କରିବା ଶୈଳୀ ବଦଳି ଯାଇଛି। ଅଧିକାଂଶ ଲୋକ ଘରେ ରହି ଇଣ୍ଟରନେଟ୍ ଯୋଗେ କାମ କରିବାକୁ ବାଧ୍ୟ ହୋଇଥିଲେ। କଂଗ୍ରେସ ମଧ୍ୟ କରୋନା ଯୋଗୁ ନିଜର ଅଧିକାଂଶ କାର୍ଯ୍ୟକ୍ରମ ଫେସବୁକ, ଟ୍ୱିଟର, ହ୍ୱାସଟଆପ୍‌ ଓ ୟୁଟ୍ୟୁବରେ କରିଛି। ଏହି ସୋଶାଲ ମିଡିଆ ପ୍ଲାଟଫର୍ମରେ ଦଳ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲା।

୧୦ ମାସ ଧରି ଏଭଳି ସୋଶାଲ ମିଡିଆରେ କାମ କରିବା ପରେ କଂଗ୍ରେସର ନିଦ ଭାଙ୍ଗିଛି। ବିଜେପି ଭଳି କଂଗ୍ରେସ ସୋଶାଲ ମିଡିଆରେ ଆଦୌ ସକ୍ରିୟ ନୁହେଁ ବୋଲି ଦଳର ବରିଷ୍ଠ ନେତାମାନେ ହୃଦୟଙ୍ଗମ କରିଛନ୍ତି। ଏହି କାରଣରୁ ଭବିଷ୍ୟତକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ୱେବ ଯୋଦ୍ଧାର ସେନା ତିଆରି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story