୧୬ରେ ନୂଆ ମୁଖିଆ ବାଛିବାକୁ କଂଗ୍ରେସ କରିବ ବୈଠକ

ନୂଆଦିଲ୍ଲୀ: ମୁଖିଆ ବିହୀନ କଂଗ୍ରେସରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅନେକ ବରିଷ୍ଠ ନେତା ସ୍ଥାୟୀ ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ମଧ୍ୟ ଦାବି କରୁଛନ୍ତି। ଦଳୀୟ କନ୍ଦଳ ଯୋଗୁ ଦେଶର ସର୍ବପୁରାତନ ରାଜନୀତିକ ଦଳ ଏବେ ଅଡ଼ୁଆ ପରିସ୍ଥିତିରେ ରହିଛି। ଏସବୁ ଭିତରେ ଆସନ୍ତା ୧୬ ତାରିଖରେ ମୁଖିଆ ଚୟନ ବିଷୟରେ ଆଲୋଚନା କରିବାକୁ କଂଗ୍ରେସ ବୈଠକ ଡାକିଛି। ନୂଆ ମୁଖିଆଙ୍କ ବ୍ୟତୀତ ଏହି ବୈଠକରେ ବର୍ତ୍ତମାନର ରାଜନୀତିକ ସ୍ଥିତି ଓ ଆସନ୍ତାବର୍ଷ ହେବାକୁ ଥିବା […]

sonia

sonia

Hemant Lenka
  • Published: Saturday, 09 October 2021
  • Updated: 09 October 2021, 03:18 PM IST

ନୂଆଦିଲ୍ଲୀ: ମୁଖିଆ ବିହୀନ କଂଗ୍ରେସରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅନେକ ବରିଷ୍ଠ ନେତା ସ୍ଥାୟୀ ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ମଧ୍ୟ ଦାବି କରୁଛନ୍ତି। ଦଳୀୟ କନ୍ଦଳ ଯୋଗୁ ଦେଶର ସର୍ବପୁରାତନ ରାଜନୀତିକ ଦଳ ଏବେ ଅଡ଼ୁଆ ପରିସ୍ଥିତିରେ ରହିଛି। ଏସବୁ ଭିତରେ ଆସନ୍ତା ୧୬ ତାରିଖରେ ମୁଖିଆ ଚୟନ ବିଷୟରେ ଆଲୋଚନା କରିବାକୁ କଂଗ୍ରେସ ବୈଠକ ଡାକିଛି।

ନୂଆ ମୁଖିଆଙ୍କ ବ୍ୟତୀତ ଏହି ବୈଠକରେ ବର୍ତ୍ତମାନର ରାଜନୀତିକ ସ୍ଥିତି ଓ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମାନସମନ୍ଥନ ହେବ। ଏ ସମ୍ପର୍କରେ ବରିଷ୍ଠ ନେତା କେସି ଭେନୁଗୋପାଲ ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “କଂଗ୍ରେସର ୱାର୍କିଂ କମିଟିର ବୈଠକ ଆସନ୍ତା ୧୬ ତାରିଖ ଦିନ ୧୦ଟା ବେଳେ ଦିଲ୍ଲୀ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏହି ବୈଠକରେ ବର୍ତ୍ତମାନର ରାଜନୀତିକ ସ୍ଥିତି, ଆସନ୍ତାବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ସାଂଗଠନିକ ନିର୍ବାଚନ ବିଷୟରେ ଆଲୋଚନା ହେବ।”

ଗତ ମାସରେ ପଞ୍ଜାବ କଂଗ୍ରେସରେ କନ୍ଦଳ ଯୋଗୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ହଟାଇ ଦଳ ଚରଣଜିତ ସିଂହ ଚନ୍ନିଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି। ଏହି ଘଟଣା ପରେ ଖୁବଶୀଘ୍ର କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିବ ବୋଲି ମୁଖ୍ୟପାତ୍ର ରଣଦୀପ ସୂର୍ଯ୍ୟେୱାଲା ସୂଚନା ଦେଇଥିଲେ।

ଏବେ ବିଧିବଦ୍ଧ ଭାବେ ୧୬ ତାରିଖରେ ବୈଠକ ହେବ ବୋଲି ଘୋଷଣା କରାଯାଇଛି। ତେବେ ପଞ୍ଜାବ କଂଗ୍ରେସରେ ହଟଚମଟ ପରେ ବରିଷ୍ଠ ନେତା କପିଲ ଶିବଲ ଦଳରେ କେହି ମୁଖିଆ ନଥିବାରୁ ଏପରି ବିଦ୍ରୋହ ଦେଖାଯାଉଛି ବୋଲି କହିଥିଲେ। ଏଥିସହ ଗୁଲାମ ନବି ଆଜାଦ ମଧ୍ୟ ସିଡବ୍ଲ୍ୟୁସି ବୈଠକ ଡାକିବାକୁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ।

ଆସନ୍ତାବର୍ଷ ପଞ୍ଜାବ ଓ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ହିଁ କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା କଳିରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story