ଦମ୍ପତି ଓ ଘରୋଇ ସହାୟକଙ୍କୁ ହତ୍ୟା, ସୁରକ୍ଷିତ ଅଛନ୍ତି ୨ ବର୍ଷୀୟ ଝିଅ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା। ଗୋଟିଏ ଘର ମଧ୍ୟରୁ ଦମ୍ପତି ଓ ସେମାନଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ତେବେ ଘର ମଧ୍ୟରେ ଥିବା ଦମ୍ପତିଙ୍କ ଦୁଇ ବର୍ଷୀୟର ଶିଶୁକନ୍ୟା ଅକ୍ଷତ ଅବସ୍ଥାରେ ରହିଛନ୍ତି। ଦିଲ୍ଲୀର ଅଶୋକ ବିହାର ସ୍ଥିତ ଘରେ ସମୀର ଆହୁଜା, ତାଙ୍କ ପତ୍ନୀ ଶାଲୁ ଓ ସେମାନଙ୍କ ଦୁଇ ବର୍ଷୀୟ ଝିଅ ରହୁଥିଲେ। ଏମାନଙ୍କ ଘରେ ସପନା ନାମକ ଜଣେ ମହିଳା […]

delhi

delhi

Hemant Lenka
  • Published: Tuesday, 01 November 2022
  • Updated: 01 November 2022, 04:09 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା। ଗୋଟିଏ ଘର ମଧ୍ୟରୁ ଦମ୍ପତି ଓ ସେମାନଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ତେବେ ଘର ମଧ୍ୟରେ ଥିବା ଦମ୍ପତିଙ୍କ ଦୁଇ ବର୍ଷୀୟର ଶିଶୁକନ୍ୟା ଅକ୍ଷତ ଅବସ୍ଥାରେ ରହିଛନ୍ତି।

ଦିଲ୍ଲୀର ଅଶୋକ ବିହାର ସ୍ଥିତ ଘରେ ସମୀର ଆହୁଜା, ତାଙ୍କ ପତ୍ନୀ ଶାଲୁ ଓ ସେମାନଙ୍କ ଦୁଇ ବର୍ଷୀୟ ଝିଅ ରହୁଥିଲେ। ଏମାନଙ୍କ ଘରେ ସପନା ନାମକ ଜଣେ ମହିଳା କାମ କରିବାକୁ ଆସନ୍ତି। ଆଜି ସକାଳୁ ୨ ବର୍ଷର ଝିଅକୁ ଛାଡ଼ି ବାକି ୩ ଜଣଙ୍କ ମୃତଦେହ ପୁଲିସ୍‌ ଉଦ୍ଧାର କରିଛି।

ସବୁଦିନ ପରି ଆଜି ମଧ୍ୟ ସପନା ସକାଳ ୭.୩୦ ପରେ ଆହୁଜାଙ୍କ ଘରକୁ କାମ କରିବାକୁ ଆସିଥିଲେ। ତେଣୁ ହତ୍ୟାକାଣ୍ଡ ସକାଳ ୭.୩୦ ପରେ ଘଟିଥିବା ପୁଲିସ୍‌ ଅନୁମାନ କରୁଛନ୍ତି। ସିସଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଆଜି ସକାଳେ ୫ ଜଣ ଲୋକ ବାଇକରେ ଆହୁଜାଙ୍କ ଘରକୁ ଆସିଥିଲେ।

ତେଣୁ ହତ୍ୟା ପଛରେ ସେମାନଙ୍କ ହାତ ଥାଇପାରେ ବୋଲି ପୁଲିସ୍‌ ଆଶଙ୍କା କରୁଛି। ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ ହେଁ ଏହ ପଛର କାରଣ ଏଯାଏ ଜଣାପଡ଼ିନି। ସେହିପରି ୫ ଜଣ ଲୋକ କାହିଁକି ଆଜି ଆହୁଜାଙ୍କ ଘରକୁ ଆସିଥିଲେ, ତା’ର କାରଣ ମଧ୍ୟ ପୁଲିସ୍‌ ଖୋଜିବା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story