ଅରବାଜ ଓ ଆର୍ଯ୍ୟନଙ୍କୁ କୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି, ଏନସିବିର ଦାବି ଖାରଜ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟକୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ସ୍ୱତନ୍ତ୍ର ଏଡିପିଏସ୍‌ କୋର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନିସିବି) ଆର୍ଯ୍ୟନ ଓ ଅରବାଜଙ୍କ ଡ୍ରଗ୍ସ ଲିଙ୍କ ନେଇ କରିଥିବା ଗୋଟିଏ ଦାବିକୁ କୋର୍ଟ ଗ୍ରହଣ କରି ନାହାନ୍ତି। ଏନସିବି କହିଥିଲା ଯେ ଅଭିଯୁକ୍ତ ଶିବରାଜ ରାଜଦାସ ହରିଜନ ହିଁ ଆର୍ଯ୍ୟନ ଓ ଅରବାଜଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲେ। ହେଲେ ଏନେଇ ଏନସିବି କୌଣସି ପ୍ରକାରର […]

Drugs

Drugs

Hemant Lenka
  • Published: Saturday, 27 November 2021
  • Updated: 27 November 2021, 09:45 PM IST

Sports

Latest News

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟକୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ସ୍ୱତନ୍ତ୍ର ଏଡିପିଏସ୍‌ କୋର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନିସିବି) ଆର୍ଯ୍ୟନ ଓ ଅରବାଜଙ୍କ ଡ୍ରଗ୍ସ ଲିଙ୍କ ନେଇ କରିଥିବା ଗୋଟିଏ ଦାବିକୁ କୋର୍ଟ ଗ୍ରହଣ କରି ନାହାନ୍ତି। ଏନସିବି କହିଥିଲା ଯେ ଅଭିଯୁକ୍ତ ଶିବରାଜ ରାଜଦାସ ହରିଜନ ହିଁ ଆର୍ଯ୍ୟନ ଓ ଅରବାଜଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲେ। ହେଲେ ଏନେଇ ଏନସିବି କୌଣସି ପ୍ରକାରର ପ୍ରମାଣ ଉପସ୍ଥାପନ କରିପାରିନାହିଁ। ତେଣୁ କୋର୍ଟ ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି।

ସ୍ୱତନ୍ତ୍ର କୋର୍ଟ ବିଚାରପତି ଭିଭି ପାଟିଲ କହିଛନ୍ତି, ଏ ଦାବି ସମ୍ପର୍କରେ ଏନସିବି ପକ୍ଷରୁ କୌଣସି ପ୍ରକାରର ବଳିଷ୍ଠ ପ୍ରମାଣ ଉପସ୍ଥାପନ କରାଯାଇ ପାରିନି। ଏନଡିପିଏସ୍‌ ଆକ୍ଟ ସେକସନ ୬୭ରେ ଅଭିଯୁକ୍ତର ବୟାନ ଛଡ଼ା ଆଉ କୌଣସି ପ୍ରମାଣ ମିଳିନି। ଆବେଦନକାରୀ ଜଣେ ପେଡେଲର ବୋଲି ପ୍ରମାଣ ନାହିଁ। ତେଣୁ ହରିଜନଙ୍କୁ ପେଡେଲର ଭାବେ ଏନସିବି କରୁଥିବା ଦାବିକୁ ଗ୍ରହଣ କରାଯାଇ ପାରିବନାହିଁ।

ସେହିପରି ଆବେଦନକାରୀ ଅନ୍ୟତମ ଅଭିଯୁକ୍ତ ମର୍ଚ୍ଚାଣ୍ଟଙ୍କୁ ନିଶା ଦ୍ରବ୍ୟ ସପ୍ଲାଏ କରୁଥିଲେ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ। ଏନସିବି କହିଛି ଯେ ହରିଜନ ଯେତେବେଳେ ଗିରଫ ହୋଇଥିଲେ ତାଙ୍କ ଠାରୁ ୬୨ ଗ୍ରାମ ଚରସ ଜବତ ହୋଇଥିଲା। ଏହାକୁ ବ୍ୟବସାୟିକ ପରିମାଣ ଭାବେ ବିବେଚନା କରାଯାଇ ପାରିବନି ବୋଲି ବିଚାରପତି ଭିଭି ପାଟିଲ କହିଛନ୍ତି। ଏଥିସହ ହରିଜନଙ୍କୁ ଜାମିନ ମଧ୍ୟ ଦେଇଛନ୍ତି।

ଏନିସିବି ପ୍ରସ୍ତୁତ କରିଥିବା ପେପରେ କହିଥିଲା ଯେ ହରିଜନ ଜଣେ ଡ୍ରଗ୍ସ ପେଡେଲର। ସେ ଅରବାଜ ମର୍ଚ୍ଚାଣ୍ଟ ଓ ଆର୍ଯ୍ୟନଙ୍କୁ ଏହା ସପ୍ଲାଏ କରୁଥିଲେ। ଏପରି କି ମର୍ଚ୍ଚାଣ୍ଟଙ୍କ ବୟାନ ରେକର୍ଡ ବେଳେ ସେ ହରିଜନଙ୍କ ଠାରୁ ଡ୍ରଗ୍ସ ଆଣିଥିବା ସ୍ୱୀକାର କରିଥିବା ଏନସିବି କହିଥିଲା।

ତେବେ ଜଜ ପାଟିଲ କହିଛନ୍ତି, ହରିଜନ ହେଉଛନ୍ତି ମୁମ୍ବାଇର ଜଣେ ସ୍ଥାୟୀ ବାସିନ୍ଦା ଓ ତାଙ୍କର କୌଣସି ଅପରାଧିକ ରେକର୍ଡ ମଧ୍ୟ ନାହିଁ। ତାଙ୍କୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଜାମିନ ମିଳିବା ଦରକାର। ହରିଜନ ଏହି ମାମଲାରେ ୧୬ତମ ଅଭିଯୁକ୍ତ ଭାବେ ଜାମିନ ପାଇଛନ୍ତି।
ଏହାପୂର୍ବରୁ ବମ୍ବେ ହାଇକୋର୍ଟ ଅରବାଜ ଓ ଆର୍ଯ୍ୟନଙ୍କୁ ଜାମିନ ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ବିଭିନ୍ନ କୋର୍ଟରୁ ଖଲାସ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story