ଛୋଟ ପିଲାଙ୍କ ଉପରେ ଆରମ୍ଭ ହେଲା କୋଭାକ୍ସିନ ଟିକାର ପରୀକ୍ଷଣ

ନୂଆଦିଲ୍ଲୀ: ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଆରମ୍ଭ କରିବାକୁ ଆଉ ପାଦେ ଆଗେଇଛି କୋଭାକ୍ସିନ। ବିଧିବଦ୍ଧ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆଜିଠାରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି। ବିହାରର ପାଟନାରେ ଥିବା ଏମ୍ସରେ ଆଜିଠାରୁ ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ କରାଯାଇଥିବା ପ୍ରସାର ଭାରତୀୟ ପକ୍ଷରୁ ଖବର ପ୍ରକାଶ ପାଇଛି। ତେବେ ପ୍ରଥମ ଦିନରେ କେତେ ପିଲାଙ୍କ ଉପରେ […]

Covaxin

Covaxin

Hemant Lenka
  • Published: Wednesday, 02 June 2021
  • Updated: 02 June 2021, 09:38 PM IST

Sports

Latest News

ନୂଆଦିଲ୍ଲୀ: ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଆରମ୍ଭ କରିବାକୁ ଆଉ ପାଦେ ଆଗେଇଛି କୋଭାକ୍ସିନ। ବିଧିବଦ୍ଧ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆଜିଠାରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି। ବିହାରର ପାଟନାରେ ଥିବା ଏମ୍ସରେ ଆଜିଠାରୁ ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ କରାଯାଇଥିବା ପ୍ରସାର ଭାରତୀୟ ପକ୍ଷରୁ ଖବର ପ୍ରକାଶ ପାଇଛି। ତେବେ ପ୍ରଥମ ଦିନରେ କେତେ ପିଲାଙ୍କ ଉପରେ ଏହାର ପରୀକ୍ଷା କରାଯାଇଛି, ତା’ର ତଥ୍ୟ ମିଳିନାହିଁ।

ପାଟନା ଏମ୍ସ ପକ୍ଷରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗତ ସପ୍ତାହରୁ ଖୋଲା ଯାଇଥିଲା। କିଛି ଦିନ ତଳେ ଡିଜିସିଆଇ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବାକୁ ଅନୁମତି ଦେଇଥିଲା।

ପାଟନା ଏମ୍ସ ବ୍ୟତୀତ ଦିଲ୍ଲୀ ଏମ୍ସ ଓ ନାଗପୁରରେ ଥିବା ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ମଧ୍ୟ ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷା ପାଇଁ ଅନୁମତି ମିଳିଛି।

ପାଟନା ଏମ୍ସର ସୁପରିନଟେଣ୍ଡେଣ୍ଟ ଡା ସିଏମ ସିଂହ କହିଥିଲେ, ଟ୍ରାଏଲ ଫେଜରେ ୭୦ରୁ ୮୦ ପିଲାଙ୍କୁ ଟିକାକରଣର କରିବାର ଯୋଜନା ରହିଛି। ଶୁକ୍ରବାର ଜଣେ ୧୩ ବର୍ଷୀୟ ବାଳକ ଟ୍ରାଏଲ ପାଇଁ ପ୍ରଥମେ ପଞ୍ଜୀକରଣ କରିଥିଲେ ବୋଲି ସେ କହିଛନ୍ତି। ଟ୍ରାଏଲ ପୂର୍ବରୁ ପିଲାମାନଙ୍କ ଆରଟି-ପିସିଆର ଓ ଆଣ୍ଟିବଡି ଟେଷ୍ଟ ହେବ। ଏହାପରେ ଟ୍ରାଏଲରେ ପିଲାମାନଙ୍କୁ ସାମିଲ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story