ଦିଲ୍ଲୀ ଓ ମୁମ୍ବାଇରେ ହଠାତ୍‌ ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣ ପୁଣିଥରେ ଉପର ମୁହାଁ ହୋଇଛି। ଓମିକ୍ରନ ଭାରିଏଣ୍ଟ ଦିଲ୍ଲୀ ଓ ମୁମ୍ବାଇରୁ ଚିହ୍ନଟ ହେବା ପରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ମାସର ରେକର୍ଡ ଭାଙ୍ଗିଛି। ସେହିପରି ମୁମ୍ବାଇରେ ଦୈନିକ ସଂକ୍ରମଣ ୧୦% ବୃଦ୍ଧି ପାଇଛି। ସଂକ୍ରମଣ ବଢ଼ୁଥିବାରୁ ଉଭୟ ସ୍ଥାନରେ କରୋନା କଟକଣା ଲାଗିଛି। […]

covid

covid

Hemant Lenka
  • Published: Saturday, 25 December 2021
  • Updated: 25 December 2021, 09:25 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣ ପୁଣିଥରେ ଉପର ମୁହାଁ ହୋଇଛି। ଓମିକ୍ରନ ଭାରିଏଣ୍ଟ ଦିଲ୍ଲୀ ଓ ମୁମ୍ବାଇରୁ ଚିହ୍ନଟ ହେବା ପରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ମାସର ରେକର୍ଡ ଭାଙ୍ଗିଛି।

ସେହିପରି ମୁମ୍ବାଇରେ ଦୈନିକ ସଂକ୍ରମଣ ୧୦% ବୃଦ୍ଧି ପାଇଛି। ସଂକ୍ରମଣ ବଢ଼ୁଥିବାରୁ ଉଭୟ ସ୍ଥାନରେ କରୋନା କଟକଣା ଲାଗିଛି। ହେଲେ ସଂକ୍ରମଣ ଧୀରେଧୀରେ ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏଠାରେ ୧୮୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ଅର୍ଥ ଶୁକ୍ରବାର ତୁଳନାରେ ଆଜି ଦୈନିକ ସଂକ୍ରମଣ ୩୮% ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ୬ ମାସର ରେକର୍ଡ ବି ଭାଙ୍ଗିଛି।

ଏହାବାଦ ୨୪ ଘଣ୍ଟାରେ କରୋନା ଯୋଗୁ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫,୧୦୪କୁ ବଢ଼ିଛି। ଡିସେମ୍ବର ମାସରେ ୬ ଜଣ ମୁଣ୍ଡ କରୋନା ଯୋଗୁ ଯାଇଛି। ଜୁନ୍‌ ୧୩ରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ସର୍ବାଧିକ ୨୫୫ ରହିଥିଲା। ଏହାପରେ ଏହା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଥିଲେ। କିନ୍ତୁ ଏବେ ୬ ମାସର ରେକର୍ଡ ଭାଙ୍ଗି ଦୈନିକ ସଂକ୍ରମଣ ୨୪୯ ଛୁଇଁଛି। ଦିଲ୍ଲୀରେ ଏଯାଏ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ସମେତ ମୁମ୍ବାଇରେ ମଧ୍ୟ କରୋନା ସଂକ୍ରମଣ ବଢ଼ୁଛି। ପ୍ରାୟ ୬ର ବ୍ୟବଧାନ ପରେ ମୁମ୍ବାଇରେ ଦୈନିକ ସଂକ୍ରମଣ ୭୫୦ ପାର କରିଛି। ଆଜି ମୁମ୍ବାଇରୁ ୭୫୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଶୁକ୍ରବାର ମୁମ୍ବାଇରୁ ୬୮୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ଅର୍ଥ ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣ ୧୦% ବଢ଼ିଛି। ଜୁନ ୨୩ ପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ।

ଏଥିସହ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ମୁମ୍ବାଇରେ ବୃଦ୍ଧି ପାଉଛି। ସ୍ଥିତିକୁ ଦେଖି ମୁମ୍ବାଇ ପ୍ରଶାସନ ନୂଆବର୍ଷ ପାଳନ ଓ ଅଯଥା ଭିଡ଼ କରିବାକୁ ଲୋକଙ୍କ ଉପରେ କଟକଣା ଲାଗୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story