୨୪ ଘଣ୍ଟା ଦିଆଯିବ ଟିକା, ଲୋକେ ନିଜ ଇଚ୍ଛା ଅନୁଯାୟୀ ସମୟରେ ଆସି ଟିକା ନେବେ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା କରୋନା ବିରୋଧୀ ଟିକାକରଣକୁ ଅଧିକ ଜୋରଦାର କରିବାକୁ ଆଜି ଭାରତ ସରକାର ବଡ଼ ଘୋଷଣା କରିଛନ୍ତି। ଏଣିକି ଟିକାକରଣ କାର୍ଯ୍ୟକ୍ରମ ୨୪ ଘଣ୍ଟା ଧରି ଚାଲିବ। ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବାକୁ ଯୋଗ୍ୟ ସେମାନଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ଇଚ୍ଛା ଅନୁଯାୟୀ ସମୟରେ ଟିକା ଦେବେ। ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ହସ୍ପିଟାଲକୁ ଅନୁମତି ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଟ୍ୱିଟ କରି […]

Corona

Corona

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 05:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଚାଲିଥିବା କରୋନା ବିରୋଧୀ ଟିକାକରଣକୁ ଅଧିକ ଜୋରଦାର କରିବାକୁ ଆଜି ଭାରତ ସରକାର ବଡ଼ ଘୋଷଣା କରିଛନ୍ତି। ଏଣିକି ଟିକାକରଣ କାର୍ଯ୍ୟକ୍ରମ ୨୪ ଘଣ୍ଟା ଧରି ଚାଲିବ। ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବାକୁ ଯୋଗ୍ୟ ସେମାନଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ଇଚ୍ଛା ଅନୁଯାୟୀ ସମୟରେ ଟିକା ଦେବେ।

ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ହସ୍ପିଟାଲକୁ ଅନୁମତି ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଟ୍ୱିଟ କରି କହିଛନ୍ତି, ସରକାର କରୋନା ଟିକାକରଣ ପାଇଁ ଧାର୍ଯ୍ୟ କରିଥିବା ସମୟ ସୀମାକୁ ହଟାଇ ଦେଇଛନ୍ତି। ଏହାଦ୍ୱାରା ଟିକାକରଣ କାର୍ଯ୍ୟକ୍ରମ ଅଧିକ ବ୍ୟାପକ ହୋଇପାରିବ।

ଲୋକମାନେ ନିଜ ଇଚ୍ଛା ଅନୁଯାୟୀ ସମୟରେ ହସ୍ପିଟାଲ ଆସି ଟିକା ନେଇପାରିବେ। ଏହା ୨୪ ଘଣ୍ଟା ଓ ସପ୍ତାହକୁ ୭ଦିନ ଚାଲିବ ବୋଲି ସେ କହିଛନ୍ତି।

ସୋମବାର ଠାରୁ ଭାରତରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୨୭ କୋଟି ୬୦ ବର୍ଷ ବୟସରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

କେନ୍ଦ୍ର ସରକାର ପୂର୍ବରୁ ଆୟୁଷ୍ମାନ ଭାରତରେ ସାମିଲ ଥିବା ଘରୋଇ ହସ୍ପିଟାଗୁଡ଼ିକୁ ଟିକାକରଣ ପାଇଁ ଅନୁମତି ଦେଇଥିଲେ। ହେଲେ ଏବେ ସବୁ ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ମିଳିଛି। ଭାରତ ସରକାର ଦେଶରେ ୬୦ଟି ଟିକା ବିତରଣ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି।

ସେହିପରି ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ଟିକାର ଡୋଜ୍‌ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ୧,୫୬,୨୦,୭୪୯ ଜଣ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। ଏମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story