ମାର୍ଚ୍ଚରୁ ଏହି ବୟସର ଲୋକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାର ରକ୍ଷା କବଚ କୁହାଯାଉଥିବା ଟିକାର ଦ୍ୱିତୀୟ ଡୋଜ୍‌ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଥିବା ବେଳେ ଆଜି ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ରହୁଥିବା ୫୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ଆଜି ଏ ସମ୍ପର୍କରେ ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ପ୍ରଥମ […]

Vaccine

Vaccine

Hemant Lenka
  • Published: Monday, 15 February 2021
  • Updated: 15 February 2021, 10:19 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ରକ୍ଷା କବଚ କୁହାଯାଉଥିବା ଟିକାର ଦ୍ୱିତୀୟ ଡୋଜ୍‌ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଥିବା ବେଳେ ଆଜି ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ରହୁଥିବା ୫୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ।

ଆଜି ଏ ସମ୍ପର୍କରେ ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ପ୍ରଥମ ଡୋଜ ଦିଆଯିବା ପ୍ରକ୍ରିୟା ଆରମ୍ଭ ହେବ। ତେବେ ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ କି ନାହିଁ, ସେ ପ୍ରଶ୍ନଟିକୁ ମନ୍ତ୍ରୀ ବେଶ ଚାଲିକାର ସହ ଏଡ଼ାଇ ଯାଇଛନ୍ତି।

ଏହାପୂର୍ବରୁ ଲୋକସଭାରେ ଡା ହର୍ଷବର୍ଦ୍ଧନ କହିଥିଲେ ଯେ ଏହି ବୟସ୍କ ବର୍ଗରେ ୨୭ କୋଟି ଲୋକଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ୫୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗୀଙ୍କୁ ଏହି ପର୍ଯ୍ୟାୟରେ କରୋନା ଟିକା ଦିଆଯିବ।

ଆଜି ସେ କହିଛନ୍ତି, ଭାରତରେ ବର୍ତ୍ତମାନ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ତେବେ ମାର୍କେଟକୁ ଆସିବା ପାଇଁ ଆହୁରି ୧୮ରୁ ୨୦ଟି କମ୍ପାନୀର ଟିକା ରହିଛି। କେବଳ ଭାରତ ପାଇଁ ନୁହେଁ, ୨୦ରୁ ୨୫ଟି ଦେଶକୁ ମଧ୍ୟ ଟିକା ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଟିକା ସମ୍ପର୍କରେ ସମସ୍ତ ତଥ୍ୟ ସର୍ବସମ୍ମୁଖରେ ରହିଛି। ଏହା ସଂପୂର୍ଣ୍ଣ ସୁରକ୍ଷିତ ଓ କରୋନା ବିରୋଧରେ ନିଜର ପ୍ରଭାବ ମଧ୍ୟ ଦେଖାଇ ପାରୁଛି ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୮୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା କରୋନା ଟିକା ନେଇ ସାରିଲେଣି। ଫେବୃଆରୀ ୧୩ରୁ ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କୁ ଏହାର ଦ୍ୱିତୀୟ ଡୋଜ୍‌ ଦିଆଯିବା କାମ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story