କୋଭିଡ୍‌କୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କଲବଲ କରିବାରେ ଲାଗିଛି। ଏହି ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ଠାରୁ ଆରମ୍ଭ କରି ଓଡ଼ିଶା ଯାଏ ସମସ୍ତେ ପ୍ରଭାବିତ ହେଉଛନ୍ତି। କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍‌କୁ ପ୍ରାକୃତିକ ବିପର୍ଯ୍ୟୟ ବା ବିପତ୍ତି ଘୋଷଣା କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୋଦି କୋଭିଡ୍‌କୁ ପ୍ରାକୃତିକ ବିପତ୍ତି ଘୋଷଣା କରିବା ସହ […]

Covid

Covid

Hemant Lenka
  • Published: Thursday, 15 April 2021
  • Updated: 15 April 2021, 06:48 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କଲବଲ କରିବାରେ ଲାଗିଛି। ଏହି ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ଠାରୁ ଆରମ୍ଭ କରି ଓଡ଼ିଶା ଯାଏ ସମସ୍ତେ ପ୍ରଭାବିତ ହେଉଛନ୍ତି। କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍‌କୁ ପ୍ରାକୃତିକ ବିପର୍ଯ୍ୟୟ ବା ବିପତ୍ତି ଘୋଷଣା କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ମୋଦି କୋଭିଡ୍‌କୁ ପ୍ରାକୃତିକ ବିପତ୍ତି ଘୋଷଣା କରିବା ସହ କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକୁ ଏହାର ମୁକାବିଲା କରିବା ପାଇଁ ଏସଡିଆରଏଫ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ଉଦ୍ଧବ ଠାକରେ ଚିଠିରେ ଉଲ୍ଲେଖ କରିଛନ୍ତି।

ମହାରାଷ୍ଟ୍ରରେ କରୋନା ସ୍ଥିତି ସମ୍ପର୍କରେ ସେ ମୋଦିଙ୍କୁ ଜଣାଇ କହିଛନ୍ତି ଯେ ରାଜ୍ୟରେ ୬ ଲକ୍ଷରୁ ଅଧିକ ଆକ୍ଟିଭ କେସ୍‌ ରହିଛି। କେବଳ ମହାରାଷ୍ଟ୍ର ନୁହେଁ, ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ମିନି ଲକଡାଉନ ଲାଗୁ କରିବାର ସମୟ ଆସିଛି।

ତେଣୁ ଏଭଳି ସ୍ଥିତିରେ ଲୋକଙ୍କୁ ଆର୍ଥିକ କିମ୍ବା ଅନ୍ୟ ଉପାୟରେ ସହଯୋଗ ଦରକାର। ଏସଡିଆରଏଫ୍‌ ଜରିଆରେ କୋଭିଡ ମହାମାରୀକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଉ। ମିନି ଲକଡାଉନର ସ୍ଥିତି ଉପୁଜିଥିବାରୁ ବୟସ୍କ ମାନଙ୍କୁ ଅନ୍ତଃଦୋୟ ଅନ୍ନ ଯୋଜନାରେ ଦିନକୁ ୧୦୦ ଟଙ୍କା ଓ ଛୋଟ ପିଲାଙ୍କୁ ୬୦ ଟଙ୍କା ଦିଆଯିବ। ସେହିପରି ରାସନ କାର୍ଡ ହିତାଧିକାରୀମାନଙ୍କୁ ଅର୍ଥ ଦେବାର ଆବଶ୍ୟକ ରହିଛି।

କାରଣ ଲକଡାଉନ ଯୋଗୁ ଏମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ କେନ୍ଦ୍ର ସରକାର ଏସଡିଆରଏଫ ପାଣ୍ଠିରୁ ରାଜ୍ୟଗୁଡ଼ିକୁ ପ୍ରଥମ ଦଫାରେ ଅର୍ଥ ପ୍ରଦାନ କରନ୍ତୁ ବୋଲି ସେ ଚିଠିରେ ଲେଖିଛନ୍ତି। ଛୋଟ ବ୍ୟବସାୟୀ ଓ ଲୋକମାନେ ଲକଡାଉନ ଦ୍ୱାରା ପ୍ରଭାବିତ ହେଉଥିବାରୁ ବ୍ୟାଙ୍କ ଗୁଡ଼ିକ ଇନଷ୍ଟଲମେଣ୍ଟ ନେବା ଉପରେ ରୋକ ଲଗାନ୍ତୁ। ପରବର୍ତ୍ତୀ ଅବସ୍ଥାରେ ଏହି ଇନଷ୍ଟଲମେଣ୍ଟ ଉପରେ ଯେମିତି ସୁଧ ନ ଲାଗିବ, ତା’ର ବ୍ୟବସ୍ଥା ମଧ୍ୟ ସରକାର କରନ୍ତୁ। ସେହିପରି ମାର୍ଚ୍ଚ-ଏପ୍ରିଲ ଜିଏସ୍‌ଟି ରିଟର୍ଣ୍ଣ ଅବଧି ବୃଦ୍ଧି କରିବାକୁ ମଧ୍ୟ ମଧ୍ୟ ଉଦ୍ଧବ ଚିଠିରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story