ମୁଖ୍ୟମନ୍ତ୍ରୀ ଷ୍ଟାଲିନ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ପୁଣିଥରେ ଦେଶର ବିଭିନ୍ନ ରାଜ୍ୟରେ କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା। ଏହିକ୍ରମରେ ତାମିଲନାଡୁ ମଧ୍ୟ କରୋନା ପଞ୍ଝାରୁ ବାଦ ପଡ଼ିନି। ସ୍ଥିତି ଏପରି ହୋଇଛି ଯେ ଖୋଦ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୨ ଦିନ ତଳେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଚେନ୍ନାଇର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାବେରୀ ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ […]

stalin

stalin

Hemant Lenka
  • Published: Thursday, 14 July 2022
  • Updated: 14 July 2022, 05:19 PM IST

Sports

Latest News

ଚେନ୍ନାଇ: ପୁଣିଥରେ ଦେଶର ବିଭିନ୍ନ ରାଜ୍ୟରେ କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା। ଏହିକ୍ରମରେ ତାମିଲନାଡୁ ମଧ୍ୟ କରୋନା ପଞ୍ଝାରୁ ବାଦ ପଡ଼ିନି। ସ୍ଥିତି ଏପରି ହୋଇଛି ଯେ ଖୋଦ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୨ ଦିନ ତଳେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଚେନ୍ନାଇର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାବେରୀ ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ଓ କୋଭିଡ ଜନିତ ଲକ୍ଷଣର ନୀରିକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏଠାରେ ଆଡମିଟ ହୋଇଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସେହିପରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଗୋଟିଏ ଡାକ୍ତରୀ ଟିମ ନଜର ରଖିଛନ୍ତି।

ମଙ୍ଗଳବାର ଷ୍ଟାଲିନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ଟ୍ୱିଟ କରି କହିଥିଲେ ଯେ “ମୋ ଶରୀରରେ ବିନ୍ଧା ଛିଟିକା ହୋଇଥିଲା। ଏହାପରେ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ନିଜକୁ ଆଇସୋଲେସନରେ ରଖିଛି। ସମସ୍ତେ ସୁରକ୍ଷିତ ରୁହନ୍ତୁ। ମାସ୍କ ପିନ୍ଧନ୍ତୁ ଓ ଟିକା ନିଅନ୍ତୁ।”
ବିଗତ କିଛି ଦିନ ହେଲେ ଷ୍ଟାଲିନ ବିନା ମାସ୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଏହାର ଫଟୋକୁ ମଧ୍ୟ ସରକାରଙ୍କ ଅଫିସିଆଲ ସୋଶାଲ ମିଡିଆ ଆକାଉଣ୍ଟରୁ ଶେୟାର କରାଯାଇଛି। ୧୧ ଓ ୧୨ ତାରିଖରେ ଷ୍ଟାଲିନ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ କିଛି ନେତାଙ୍କୁ ମଧ୍ୟ ଭେଟିଥିଲେ।

୮ ଓ ୯ ତାରିଖରେ ସେ ତ୍ରିଭୁନ୍ନାମାଲାଇ ଜିଲ୍ଲାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ମଧ୍ୟ ଷ୍ଟାଲିନ ବିନା ମାସ୍କରେ ବସି ରହିଥିଲେ। ଏହି ସମୟରେ ହିଁ ସେ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଏବେ ତାମିଲନାଡୁରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ୨୦୦୦ ଉପରେ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୨୬୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହା ମଧ୍ୟରୁ କେବଳ ଚେନ୍ନାଇରୁ ୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮,୨୮୨ ରହିଛି। ସଂକ୍ରମଣ ବଢ଼ୁଥିବାରୁ ସରକାର ମାସ୍କ ପିନ୍ଧୁ ନଥିବା ଲୋକଙ୍କ ଉପରେ ୨୦୦ ଟଙ୍କା ଓ ସାମାଜିକ ଦୂରତା ରକ୍ଷା ନ କଲେ ୫୦୦ ଟଙ୍କାର ଫାଇନ ମଧ୍ୟ ଆଦାୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story