କରୋନାର ତୃତୀୟ ୱେଭକୁ ନେଇ ଆସିଲା ଭଲ ଖବର

ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ ପ୍ରଥମଥର ପାଇଁ ଭଲ ଖବର ଦେଇଛି ଆଇସିଏମଆର। କରୋନାର ତୃତୀୟ ୱେଭ ଅଗଷ୍ଟ ଶେଷ ବେଳକୁ ଦେଶରେ ତା’ର ପ୍ରଭାବ ଦେଖାଇବ। କିନ୍ତୁ ଦ୍ୱିତୀୟ ୱେଭ ଭଳି ଅଧିକ ମାରାତ୍ମକ କିମ୍ବା ସାଂଘାତିକ ସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ଆଇସିଏମଆରର Epidemiology and Infectious Diseasesର ମୁଖ୍ୟ ଡା ସମିରନ ପଣ୍ଡା ଆଜି କହିଛନ୍ତି। ସେ କହିଛନ୍ତି, ଏହା ନିଶ୍ଚିତ ଯେ ସମଗ୍ର ଦେଶରେ କରୋନାର […]

Corona1

Corona1

Hemant Lenka
  • Published: Thursday, 15 July 2021
  • Updated: 15 July 2021, 08:22 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ ପ୍ରଥମଥର ପାଇଁ ଭଲ ଖବର ଦେଇଛି ଆଇସିଏମଆର। କରୋନାର ତୃତୀୟ ୱେଭ ଅଗଷ୍ଟ ଶେଷ ବେଳକୁ ଦେଶରେ ତା’ର ପ୍ରଭାବ ଦେଖାଇବ। କିନ୍ତୁ ଦ୍ୱିତୀୟ ୱେଭ ଭଳି ଅଧିକ ମାରାତ୍ମକ କିମ୍ବା ସାଂଘାତିକ ସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ଆଇସିଏମଆରର Epidemiology and Infectious Diseasesର ମୁଖ୍ୟ ଡା ସମିରନ ପଣ୍ଡା ଆଜି କହିଛନ୍ତି।

ସେ କହିଛନ୍ତି, ଏହା ନିଶ୍ଚିତ ଯେ ସମଗ୍ର ଦେଶରେ କରୋନାର ତୃତୀୟ ୱେଭ ପ୍ରଭାବ ଦେଖାଯିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦ୍ୱିତୀୟ ୱେଭଠାରୁ ଅଧିକ କିମ୍ବା ସେଭଳି ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିବ। ଏହା ମଧ୍ୟମ ଧରଣର ରହିବ। ୪ଟି କାରଣ ପାଇଁ ଦେଶରେ ତୃତୀୟ ୱେଭ ଆସିବ।

ଯଦି ପ୍ରଥମ ଓ ଦ୍ୱିତୀୟ ୱେଭ ବେଳେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବ, ତା’ହେଲେ ତୃତୀୟ ୱେଭର ଏହା ଗୋଟିଏ କାରଣ ହେବ। ଦ୍ୱିତୀୟରେ ଯଦି କରୋନାର କୌଣସି ଭାରିଏଣ୍ଟ ରୋଗ ପ୍ରତିରୋଧ ଶକ୍ତିକୁ ମାତ୍‌ ଦେବାର କ୍ଷମତା ରଖିବ, ତୃତୀୟରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ଦ୍ରୁତ ସଂକ୍ରମିତ କରିପାରୁଥିବା କୌଣସି ଭାରିଏଣ୍ଟ ଆସିବ ଓ ୪ର୍ଥରେ ରାଜ୍ୟ ସରକାରମାନେ ଯଦି ବେପରୁଆ ଭାବେ ଜାରି କଟକଣାକୁ ହଟାଇ ଦେବେ, ତା’ହେଲେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବ ବୋଲି ସେ କହିଛନ୍ତି।

କ’ଣ ଡେଲ୍ଟା ପ୍ଲସ ଭାରିଏଣ୍ଟ ତୃତୀୟ ୱେଭର କାରଣ ବନିବ କି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଉଭୟ ଡେଲ୍ଟା ଓ ଡେଲ୍ଟା ପ୍ଲସ ଭାରିଏଣ୍ଟ ପୂରା ଦେଶରେ ଚିହ୍ନଟ ହୋଇ ସାରିଛି। ତେଣୁ ଆଗକୁ ଡେଲ୍ଟା ଭାରିଏଣ୍ଟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ ବୋଲି ଆଶା କରାଯାଇ ନ ପାରେ।

ଏହାପୂର୍ବରୁ ଆଇଏମଏ କରୋନାର ତୃତୀୟ ୱେଭ ଦେଶକୁ ଆସିବା ନିଶ୍ଚିତ ବୋଲି କହିଥିଲା। ଲୋକମାନେ କଟକଣା କୋହଳ ପରେ ଭିଡ଼ କରୁଥିବାରୁ ଆଇଏମଏ ଏପରି କଥା କହିଥିଲା।

ଆଜି ସକାଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଥିଲେ ଯେ ତୃତୀୟ ୱେଭ ବିଶ୍ୱବାସୀଙ୍କ ପାଖରେ ପହଞ୍ଚି ଗଲାଣି। ଭାଇରସର ଡେଲ୍ଟା ଭାରିଏଣ୍ଟ ପାଇଁ ତୃତୀୟ ୱେଭର ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story