କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ସଂକ୍ରମଣକୁ ରୋକିପାରିବନି କୌଣସି ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣ କେବେ ହେଲେ ସଂକ୍ରମଣକୁ ରୋକିପାରିବ ନାହିଁ। ବିଶ୍ୱର କୌଣସି କୋଭିଡ଼ ଟିକା ସଂକ୍ରମଣ ରୋକିବାରେ ସକ୍ଷମ ନୁହନ୍ତି ବୋଲି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ କହିଛି। ତେବେ କାହିଁକି ଦେଶରେ ବୁଷ୍ଟର ଡୋଜ୍‌ ବା ପ୍ରତିଷେଧାତ୍ମକ ଟିକାକରଣ ଆରମ୍ଭ ହେଉଛି, ତା’ର କାରଣ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। ମୁଖ୍ୟତଃ ୩ଟି କାରଣ ପାଇଁ ଜାନୁଆରୀ ୧୦ରୁ ଦେଶରେ ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି ଆଇସିଏମଆର ଡିଜି […]

Vaccine

Vaccine

Hemant Lenka
  • Published: Thursday, 30 December 2021
  • Updated: 30 December 2021, 06:39 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣ କେବେ ହେଲେ ସଂକ୍ରମଣକୁ ରୋକିପାରିବ ନାହିଁ। ବିଶ୍ୱର କୌଣସି କୋଭିଡ଼ ଟିକା ସଂକ୍ରମଣ ରୋକିବାରେ ସକ୍ଷମ ନୁହନ୍ତି ବୋଲି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ କହିଛି। ତେବେ କାହିଁକି ଦେଶରେ ବୁଷ୍ଟର ଡୋଜ୍‌ ବା ପ୍ରତିଷେଧାତ୍ମକ ଟିକାକରଣ ଆରମ୍ଭ ହେଉଛି, ତା’ର କାରଣ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। ମୁଖ୍ୟତଃ ୩ଟି କାରଣ ପାଇଁ ଜାନୁଆରୀ ୧୦ରୁ ଦେଶରେ ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି।

ସେ କହିଛନ୍ତି, “ପ୍ରତିଷେଧାତ୍ମକ ଟିକା ଡୋଜ୍‌ କୋଭିଡର ୩ଟି ଅଘଟଣକୁ ରୋକିପାରିବ। ଟିକା ନେଇଥିବା ଲୋକମାନଙ୍କର ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା କମିବ। ସେହିପରି ଏହା ଜଣେ ଲୋକଙ୍କୁ ଆକ୍ରାନ୍ତ କଲେ ମଧ୍ୟ ଅଧିକ ଗୁରୁତର କରିପାରିବ ନାହିଁ। ସେହିପରି ମୃତ୍ୟୁ ଆଶଙ୍କାକୁ ମଧ୍ୟ ପ୍ରତିଷେଧାତ୍ମକ ଟିକା ଡୋଜ୍‌ ଅନେକାଂଶରେ କମ କରିପାରିବ।”

ଟିକା ନେବାର ୯ ମାସ ପରେ ଏହାର ପ୍ରଭାବ ହ୍ରାସ ପାଉଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ତେଣୁ କେହି ବି ଭୟଭୀତ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ସରକାର ଦେଶବାସୀଙ୍କୁ ଅଭୟବାଣୀ ଶୁଣାଇଛନ୍ତି।

କ’ଣ ଟିକା କରୋନା ସଂକ୍ରମଣକୁ ରୋକି ପାରିବ ବୋଲି ପ୍ରଶ୍ନର ଉତ୍ତରେ ଶ୍ରୀ ଭାର୍ଗବ କହିଛନ୍ତି, “ଭାରତ ହେଉ ବା ଇସ୍ରାଏଲ, ଆମେରିକା, ୟୁରୋପ କିମ୍ବା ଚାଇନାରେ ପ୍ରସ୍ତୁତ ହେଉଥିବା କୌଣସି ଟିକା କେବେ ହେଲେ ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ରୋକିପାରିବ ନାହିଁ। ଏହା କେବଳ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରାଏ। ସଂକ୍ରମଣକୁ ରୋକେନାହିଁ। ସଂକ୍ରମଣ ରୋକିବାକୁ ଟିକା ଅସମର୍ଥ ହୋଇଥିଲେ ମଧ୍ୟ ଜୀବନ ରକ୍ଷା କରିବାରେ ସକ୍ଷମ।

ଟିକା ନେଇଥିବା ଲୋକଙ୍କ ମୃତ୍ୟୁହାର ଯଥେଷ୍ଟ କମ। ଟିକା ନେବା ପୂର୍ବରୁ ଓ ପରେ ସମସ୍ତେ ମାସ୍କ ପିନ୍ଧିବା ଦରକାର। ଏଥିସହ ଯଥା ସମ୍ଭବ ଭିଡ଼ରୁ ନିଜକୁ ଦୂରେଇ ରଖନ୍ତୁ। ପୂର୍ବରୁ କରୋନା ପାଇଁ ଯେଉଁଭଳି ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଥିଲା, ଏବେ ବି ମଧ୍ୟ ସମାନ ନିୟମ ଲାଗୁ ହେବ। ହୋମ ଆଇସୋଲେସନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖୁଣ୍ଟ। ସଂକ୍ରମଣକୁ ରୋକିବା ପାଇଁ ସତର୍କ ଓ ସଚେତନା ହିଁ ଏକମାତ୍ର ଅସ୍ତ୍ର। ସମାଜିକ ଦୂରତା ଓ ମାସ୍କ ଦ୍ୱାରା ଆମେ ଭାଇରସର ସଂକ୍ରମଣକୁ ରୋକିପାରିବା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story