ଆଗକୁ ଆହୁରି ଜଟିଳ ହେବ ଭାରତ- ପାକିସ୍ତାନ ସମ୍ପର୍କ!

ୱାଶିଂଟନ: ଆଗକୁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ଉଗ୍ର ରୂପ ଧାରଣ କରିବ। ପାକିସ୍ତାନୀ ପ୍ରୋଭୋକେସନ୍‌ର ଜବାବ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅଧିକ ସାମାରିକ ପଦକ୍ଷେପ ନେବେ। ପୂର୍ବରୁ ଭାରତ ପଡ଼ୋଶୀ ପାକିସ୍ତାନ ବିରୋଧରେ ନେଇଥିବା ସାମରିକ ପଦକ୍ଷେପ ଠାରୁ ଏହା ବଡ଼ ହେବ ବୋଲି ଆମେରିକା ଗୁଇନ୍ଦା ବିଭାଗ ତା’ ରିପୋର୍ଟରେ ଉଲ୍ଲେଖ କରିଛି। ଓଡିଏନଆଇ ତା’ର ବାର୍ଷିକ ‘ବିପଦ ଆକଳନ’ ରିପୋର୍ଟକୁ ଆମେରିକା କଂଗ୍ରେସରେ ଉପସ୍ଥାପନ କରିଛି। […]

India

India

Hemant Lenka
  • Published: Wednesday, 14 April 2021
  • Updated: 14 April 2021, 06:28 PM IST

ୱାଶିଂଟନ: ଆଗକୁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ଉଗ୍ର ରୂପ ଧାରଣ କରିବ। ପାକିସ୍ତାନୀ ପ୍ରୋଭୋକେସନ୍‌ର ଜବାବ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅଧିକ ସାମାରିକ ପଦକ୍ଷେପ ନେବେ। ପୂର୍ବରୁ ଭାରତ ପଡ଼ୋଶୀ ପାକିସ୍ତାନ ବିରୋଧରେ ନେଇଥିବା ସାମରିକ ପଦକ୍ଷେପ ଠାରୁ ଏହା ବଡ଼ ହେବ ବୋଲି ଆମେରିକା ଗୁଇନ୍ଦା ବିଭାଗ ତା’ ରିପୋର୍ଟରେ ଉଲ୍ଲେଖ କରିଛି।

ଓଡିଏନଆଇ ତା’ର ବାର୍ଷିକ ‘ବିପଦ ଆକଳନ’ ରିପୋର୍ଟକୁ ଆମେରିକା କଂଗ୍ରେସରେ ଉପସ୍ଥାପନ କରିଛି। ଏଥିରେ କୁହାଯାଇଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ଯୁଦ୍ଧର ଆଶଙ୍କା ଯଥେଷ୍ଟ କମ। କିନ୍ତୁ ଦୁଇ ଆଣବିକ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଆଗକୁ ତିକ୍ତତା ଚରମ ସୀମାରେ ପହଞ୍ଚିବାର ଆଶଙ୍କା ରହିଛି।

ପାକିସ୍ତାନୀ ପ୍ରୋଭକେସ୍‌ର ଜବାବ ଦେବାକୁ ଭାରତ ପୂର୍ବଭଳି ସାମରିକ ପଦକ୍ଷେପ ନେବ। ହେଲେ ଏହି ସାମରିକ ପଦକ୍ଷେପ ପୂର୍ବାପେକ୍ଷା ଅଧିକ ବଡ଼ ଓ ଭୟଙ୍କର ରହିବ। କଶ୍ମୀରରେ ଅଶାନ୍ତି, ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହେଉଛି ବୋଲି ରିପୋର୍ଟରେ କୁହାଯାଇଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିଛି। ସେବେଠାରୁ ଉଭୟ ଦେଶ ନିଜ ନିଜର ହାଇକମିଶନରୁ ସେମାନଙ୍କ ପ୍ରତିପକ୍ଷଙ୍କ ରାଜଧାନୀରୁ ପ୍ରତ୍ୟାହାର କରିନେଇଛନ୍ତି। ଆତଙ୍କବାଦ ଓ ହିଂସାକୁ ଛାଡ଼ିଲେ ଭାରତ ପଡ଼ୋଶୀ ପାକିସ୍ତାନ ସହ ସୁ-ସମ୍ପର୍କ ସ୍ଥାପନ କରିବ ବୋଲି ମଧ୍ୟ ସର୍ତ୍ତ ରଖିଛି।

ଓଡିଏନ୍‌ଆଇ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ, ଇରାକ ଓ ସିରିଆରେ ହେଉଥିବା ଲଢ଼େଇ ସିଧାସଳଖ ଆମେରିକା ଫୋର୍ସର ସହନଶୀଳତା ଉପରେ ନିର୍ଭର କରୁଛି। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story