ପ୍ରବାସୀଙ୍କ ହତ୍ୟା: କଶ୍ମୀରରେ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର: କ୍ରମାଗତ ଭାବେ ଆତଙ୍କବାଦୀମାନେ କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁ ହତ୍ୟା କରିବାରେ ଲାଗିଛନ୍ତି। ୨ ଦିନ ମଧ୍ୟରେ ୪ ପ୍ରବାସୀ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଆଗକୁ ଆହୁରି ହମଲା ହେବାର ଆଶଙ୍କା ଥିବାରୁ ସିଆରପିଏଫ, ଆର୍ମି ଓ ଏନଆଇର ଅଧିକାରୀମାନେ କଶ୍ମୀରରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଗୁଇନ୍ଦା ବିଭାଗ ଅଧିକାରୀ ମଧ୍ୟ ଉପତ୍ୟକାରେ ପହଞ୍ଚିଛନ୍ତି। ସିଆରପିଏଫ ଓ ଏନଆଇଏ ଡିଜି କୁଲଦୀପ ସିଂହ କଶ୍ମୀରରେ କ୍ୟାମ୍ପ […]

Kashmir

Kashmir

Hemant Lenka
  • Published: Monday, 18 October 2021
  • Updated: 18 October 2021, 01:28 PM IST

Sports

Latest News

ଶ୍ରୀନଗର: କ୍ରମାଗତ ଭାବେ ଆତଙ୍କବାଦୀମାନେ କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁ ହତ୍ୟା କରିବାରେ ଲାଗିଛନ୍ତି। ୨ ଦିନ ମଧ୍ୟରେ ୪ ପ୍ରବାସୀ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଆଗକୁ ଆହୁରି ହମଲା ହେବାର ଆଶଙ୍କା ଥିବାରୁ ସିଆରପିଏଫ, ଆର୍ମି ଓ ଏନଆଇର ଅଧିକାରୀମାନେ କଶ୍ମୀରରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।

ଗୁଇନ୍ଦା ବିଭାଗ ଅଧିକାରୀ ମଧ୍ୟ ଉପତ୍ୟକାରେ ପହଞ୍ଚିଛନ୍ତି। ସିଆରପିଏଫ ଓ ଏନଆଇଏ ଡିଜି କୁଲଦୀପ ସିଂହ କଶ୍ମୀରରେ କ୍ୟାମ୍ପ କରି ରହିଛନ୍ତି। ସେ ଗୁଇନ୍ଦା ବିଭାଗଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ଯାଞ୍ଚ କରିଛନ୍ତି। ପ୍ରବାସୀଙ୍କ ସୁରକ୍ଷା ସହ ଆତଙ୍କୀଙ୍କ ସବୁ ପ୍ରକାରର ଉଦ୍ୟମକୁ ପଣ୍ଡ କରିବାକୁ ରଣନୀତି ପ୍ରସ୍ତୁତ କରାଯାଉଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ କଶ୍ମୀରରେ ଘଟୁଥିବା ଘଟଣା ଉପରେ ନଜର ରଖିଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେନା ପକ୍ଷରୁ ବଡ଼ ଧରରଣ ଅପରେସନ ପାଇଁ ବର୍ତ୍ତମାନ ଯୋଜନା ଚାଲିଛି। ସୁରକ୍ଷାକର୍ମୀମାନେ କ୍ରମାଗତ ଭାବେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ କରୁଥିବାରୁ ଏହାର ବଦଲା ନେବାକୁ ସେମାନେ ଅଣ କଶ୍ମୀରିଙ୍କୁ ଟାର୍ଗେଟ କରୁଛନ୍ତି।

କଶ୍ମୀରରେ ପୂର୍ବରୁ କେବେ ହେଲେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକ, ବାହାର ରାଜ୍ୟର ପର୍ଯ୍ୟଟକ ଓ ଲୋକଙ୍କୁ ଟାର୍ଗେଟ କରିବାର ନଜିର ନଥିଲା। ହେଲେ ଏବେ ସ୍ଥିତି ବଦଳି ଯାଇଛି। ସେମାନେ ସାଧାରଣ ନାଗରିକଙ୍କ ବ୍ୟତୀତ ପ୍ରବାସୀଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଆତଙ୍କୀଙ୍କ ହମଲାରେ ଚଳିତ ମାସରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି।

ଏହାକୁ କାଉଣ୍ଟର କରିବା ପାଇଁ ସେନା ପକ୍ଷରୁ ରଣନୀତି ବଦଳା ଯାଉଛି। ଏହି ଖାସ ଲକ୍ଷ୍ୟ ନେଇ ବରିଷ୍ଠ ଅଧିକାରୀମାନେ ଉପତ୍ୟକାରେ କ୍ୟାମ୍ପ କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ବିଗତ ୯ ଦିନ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ଜଣ ଆତଙ୍କୀ ନିପାତ ହୋଇଛନ୍ତି। ପୁଞ୍ଚ ଜଙ୍ଗଲରେ ୮ ଦିନ ହେଲା ଏନକାଉଣ୍ଟର ମଧ୍ୟ ଜାରି ରହିଛି। ଏହି ଏନକାଉଣ୍ଟର୍‌ରେ ୯ ଜଣ ଯବାନ ସହିଦ ହୋଇଛନ୍ତି। ତଥାପି ଯବାନମାନେ ଆତଙ୍କୀଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଉଦ୍ୟମ କରୁଛନ୍ତି।

ସେନା ପକ୍ଷରୁ କୁହାଯାଇଛି, ଜାନୁଆରୀରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ଅଲଆଉଟରେ ଏଯାଏ ୧୩୨ ଜଣ ଆତଙ୍କୀ ନିହତ ହେଲେଣି। ସେହିପରି ୨୫୪ ଜଣଙ୍କୁ ଗିରଫ କରାଯାଇଛି। ଆଗକୁ ମଧ୍ୟ ଏହି ଅପରେସନ ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story