କ୍ରିପ୍ଟୋକରେନ୍ସି ବିଲ୍‌ ସମ୍ପର୍କରେ ଏମିତି କହିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବ୍ୟବହାର ହେଉଥିବା କ୍ରିପ୍ଟୋକରେନ୍ସି ବା ଡିଜିଟାଲ ମୁଦ୍ରାକୁ ବ୍ୟାନ କରିବାକୁ ସରକାର ଚଳିତ ଶୀତ ଅଧିବେଶନରେ ବିଲ ଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପିରି କି ସରକାରୀ ବ୍ୟାନ କରିବାକୁ ବିଲ୍‌ ପ୍ରସ୍ତୁତ କରି ସାରିଥିବା ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେଣୁ ଡିଜିଟାଲ ମାର୍କେଟରେ ଟଙ୍କା ଲଗାଇଥିବା ଲୋକମାନେ ଚିନ୍ତାରେ ରହିଛନ୍ତି। କ୍ରିପ୍ଟୋକରେନ୍ସିରେ ଭାରତୀୟମାନେ ପ୍ରାୟ ୪୦ ହଜାର କୋଟି ଟଙ୍କା ନିବେଶ କରିଥିବା ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି। […]

Crypto

Crypto

Hemant Lenka
  • Published: Tuesday, 30 November 2021
  • Updated: 30 November 2021, 02:07 PM IST

ନୂଆଦିଲ୍ଲୀ: ଦେଶରେ ବ୍ୟବହାର ହେଉଥିବା କ୍ରିପ୍ଟୋକରେନ୍ସି ବା ଡିଜିଟାଲ ମୁଦ୍ରାକୁ ବ୍ୟାନ କରିବାକୁ ସରକାର ଚଳିତ ଶୀତ ଅଧିବେଶନରେ ବିଲ ଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପିରି କି ସରକାରୀ ବ୍ୟାନ କରିବାକୁ ବିଲ୍‌ ପ୍ରସ୍ତୁତ କରି ସାରିଥିବା ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେଣୁ ଡିଜିଟାଲ ମାର୍କେଟରେ ଟଙ୍କା ଲଗାଇଥିବା ଲୋକମାନେ ଚିନ୍ତାରେ ରହିଛନ୍ତି।

କ୍ରିପ୍ଟୋକରେନ୍ସିରେ ଭାରତୀୟମାନେ ପ୍ରାୟ ୪୦ ହଜାର କୋଟି ଟଙ୍କା ନିବେଶ କରିଥିବା ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି। ଏସବୁ ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “କ୍ରିପ୍ଟୋକରେନ୍ସି ଯେମିତି ଭୁଲ ଲୋକଙ୍କୁ ହାତ ନ ଯିବ, ତା’ ଉପରେ ଏବେ ସମୀକ୍ଷା କରାଯାଉଛି। ସେହିପରି ଡିଜିଟାଲ କରେନ୍ସିକୁ ନେଇ ଚାଲିଥିବା ବିଜ୍ଞାପନ ଉପରେ ମଧ୍ୟ ରୋକ ଲଗାଇବାକୁ କୌଣସି ପ୍ରକାରର ଯୋଜନା ହୋଇନି।”

କିଛି ଲୋକ ସରକାର କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେଇ ନଥିବାରୁ ଟିଭି ଓ ଖବରକାଗଜରେ ଏସଂକ୍ରାନ୍ତ ବିଜ୍ଞାପନ ଉପରେ ରୋକ ଲଗାନ୍ତୁ ବୋଲି କହିଥିଲେ। ହେଲେ ଏହା ଉପରେ ବ୍ୟାନ ଲାଗିବ ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି, “କ୍ରିପ୍ଟୋକରେନ୍ସିର ରେଗୁଲେଟୋରି ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା କରାଯାଉଛି। ଆମେ ସମସ୍ତେ ବିଲ୍‌ ଆସିବା ଯାଏ ଅପେକ୍ଷା କରିବା। ଏହାବାଦ ଆହୁରି ଅନେକ ଦିଗ ରହିଛି। ପୁରୁଣା ବିଲ୍‌ ଉପରେ ଅଧିକ କାମ କରାଯାଉଛି। ଆମେ ଏବେ ଗୋଟିଏ ନୂଆ ବିଲ୍‌ ଉପରେ କାମ କରୁଛୁ।

ବର୍ତ୍ତମାନ ସାମ୍ନାକୁ ଆସିଥିବା କ୍ରିପ୍ଟୋ ବିଲଟି ପୁରୁଣା। ଆମେ ନୂଆ ବିଲ୍‌ ଉପସ୍ଥାପନ କରିବୁ। ତେଣୁ ନୂଆ ବିଲ୍‌ ଆସିବା ପରେ ସବୁ କିଛି ସମସ୍ତେ ଜାଣିପାରିବେ। କ୍ରିପ୍ଟୋ ମାର୍କେଟ ଆଜିକା ଦିନରେ ବହୁତ ବଢ଼ିଗଲାଣି। ଭାରତରେ ମଧ୍ୟ କ୍ରିପ୍ଟୋର ମାର୍କେଟ ବୃଦ୍ଧି ପାଇଛି। ଆମେ ଏଗୁଡ଼ିକ ଉପରେ ଆଲୋଚନା କରିଛୁ। ଆମେ ପ୍ରଥମେ ବିଲ୍ ଆଣିବୁ ଓ ତା’ ପରେ ହିଁ ଏହା ଉପରେ ଆଲୋଚନା କରାଯିବ। ସେ ଯାଏ ମୁଁ ଅଧିକ କିଛି କହିପାରିବି ନାହିଁ।”

ସୋମବାର ସୀତାରମଣ କହିଥିଲେ ଯେ ସରକାର ବିଟ-କଏନକୁ ଦେଶରେ ମୁଦ୍ରାର ମାନ୍ୟତା ଦେବାକୁ କୌଣସି ଯୋଜନା କରିନାହାନ୍ତି। ସେହିପରି ସରକାର କେବେ ହେଲେ ବି ବିଟ-କଏନର ନେଣଦେଣ ତଥ୍ୟକୁ ରେକର୍ଡ କରି ନଥିବା ଅର୍ଥମନ୍ତ୍ରୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story