ଏଣିକି ଦହି ହାଣ୍ଡି ପର୍ବରେ ସରକାରୀ ଛୁଟି

ମୁମ୍ବାଇ: ଏଣିକି ଲୋକପ୍ରିୟ ଦହି ହାଣ୍ଡି ପର୍ବକୁ ସରକାରୀ ଛୁଟି ଭାବେ ବିବେଚନା କରିବେ ମହାରାଷ୍ଟ୍ର ସରକାର। ଏନେଇ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଦହି ହାଣ୍ଡି ଗୋଟିଏ ଲୋକପ୍ରିୟ ପର୍ବ। ଏଥିପାଇଁ ସମଗ୍ର ରାଜ୍ୟରେ ଏହି ପର୍ବ ପାଳନ ପାଇଁ ସରକାରୀ ଛୁଟି ଘୋଷଣ କରାଯିବ। ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ବର୍ତ୍ତମାନ ଯାଏ କିଛି ଜିଲ୍ଲାର ଜିଲ୍ଲାପାଳମାନେ ଦହି ହାଣ୍ଡ ପର୍ବରେ ଛୁଟି ନିଷ୍ପତ୍ତି ନେଉଥିଲେ। କିଛି ସୀମତି ଜିଲ୍ଲାରେ […]

Dahi-handi

Dahi-handi

Hemant Lenka
  • Published: Saturday, 30 July 2022
  • Updated: 30 July 2022, 03:26 PM IST

Sports

Latest News

ମୁମ୍ବାଇ: ଏଣିକି ଲୋକପ୍ରିୟ ଦହି ହାଣ୍ଡି ପର୍ବକୁ ସରକାରୀ ଛୁଟି ଭାବେ ବିବେଚନା କରିବେ ମହାରାଷ୍ଟ୍ର ସରକାର। ଏନେଇ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଦହି ହାଣ୍ଡି ଗୋଟିଏ ଲୋକପ୍ରିୟ ପର୍ବ। ଏଥିପାଇଁ ସମଗ୍ର ରାଜ୍ୟରେ ଏହି ପର୍ବ ପାଳନ ପାଇଁ ସରକାରୀ ଛୁଟି ଘୋଷଣ କରାଯିବ।

ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ବର୍ତ୍ତମାନ ଯାଏ କିଛି ଜିଲ୍ଲାର ଜିଲ୍ଲାପାଳମାନେ ଦହି ହାଣ୍ଡ ପର୍ବରେ ଛୁଟି ନିଷ୍ପତ୍ତି ନେଉଥିଲେ। କିଛି ସୀମତି ଜିଲ୍ଲାରେ ହିଁ ଦହି ହାଣ୍ଡି ପର୍ବ ଦିନ ଛୁଟି ଘୋଷଣା କରାଯାଉଥିଲା। ହେଲେ ଏବେ ସେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଏ ସମ୍ପର୍କରେ କଥା ହେବେ। ଏହାପରେ ମୁଖ୍ୟ ଶାସନ ସଚିବ ଦହି ହାଣ୍ଡି ପର୍ବ ଦିନ ସମଗ୍ର ରାଜ୍ୟରେ ସରକାରୀ ଛୁଟି ଘୋଷଣା ପାଇଁ ନୋଟିସ ଜାରି କରିବେ। ରାଜ୍ୟରେ ଦହି ହାଣ୍ଡି ଭଙ୍ଗା ଗୋଟିଏ ଲୋକପ୍ରିୟ ପର୍ବ। ବର୍ତ୍ତମାନ କୋଭିଡ ୧୯ କଟକଣା ହଟି ଯାଇଥିବାରୁ ଚଳିତ ବର୍ଷ ବେଶ ଧୁମଧାମରେ ଏହି ପର୍ବକୁ ପାଳନ କରାଯିବ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜନ୍ମାଷ୍ଟମୀ ଦିନ ମହାରାଷ୍ଟ୍ରରେ ଦହି ହାଣ୍ଡି ପର୍ବ ପାଳନ କରାଯାଏ। ଲୋକମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ମିରାପିଡ ଭଳି ଉପରେ ଟଙ୍ଗା ଯାଇଥିବା ଦହି ହାଣ୍ଡି ଭାଙ୍ଗନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story