ପୁଣି ଉଠିଲା କରୋନା ଗ୍ରାଫ: ୨୭ ଦିନ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ମହାମାରୀ କରୋନା ଭାଇରସର ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ବିଗତ ୨୭ ଦିନ ମଧ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୨୩ ପରଠାରୁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଟପି ନଥିଲା। ଏହା କ୍ରମାଗତ ହ୍ରାସ ପାଉଥିଲା। ହେଲେ ଆଜି ଦୈନି ସଂକ୍ରମଣ ୧୪ ହଜାର ପାର କରିଛି। ମହାରାଷ୍ଟ୍ରରେ ପୂର୍ବଭଳି କରୋନା ଗ୍ରାଫ ଉପର ମୁହାଁ ରହିଥିବା ବେଳେ ମଧ୍ୟପ୍ରଦେଶ ଓ […]

corona

corona

Hemant Lenka
  • Published: Saturday, 20 February 2021
  • Updated: 20 February 2021, 03:18 PM IST

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ମହାମାରୀ କରୋନା ଭାଇରସର ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ବିଗତ ୨୭ ଦିନ ମଧ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୨୩ ପରଠାରୁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଟପି ନଥିଲା। ଏହା କ୍ରମାଗତ ହ୍ରାସ ପାଉଥିଲା। ହେଲେ ଆଜି ଦୈନି ସଂକ୍ରମଣ ୧୪ ହଜାର ପାର କରିଛି।

ମହାରାଷ୍ଟ୍ରରେ ପୂର୍ବଭଳି କରୋନା ଗ୍ରାଫ ଉପର ମୁହାଁ ରହିଥିବା ବେଳେ ମଧ୍ୟପ୍ରଦେଶ ଓ ପଞ୍ଜାବରେ ବି ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ମୋଟ ୧୪,୦୫୯ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମହାରାଷ୍ଟ୍ରରେ ବିଗତ ୮୪ ଦିନ ମଧ୍ୟରେ ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬,୧୧୨ ଛୁଇଁଛି।

ମୁମ୍ବାଇରେ କେବଳ ଗୋଟିଏ ଦିନରେ ୮୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ୭୮ ଦିନ ମଧ୍ୟରେ ସର୍ବାଧିକ। ପୁଣେରେ ୧୦୦୫, ଅମରାବତୀରେ ୭୫୫ ଓ ନାଗପୁରରେ ୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଗୁରୁବାର ୫,୪୨୭ ଜଣ ଓ ବୁଧବାର ୪,୭୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

କେବଳ ମହାରାଷ୍ଟ୍ରରେ ନୁହେଁ ଆଉ ଦୁଇଟି ରାଜ୍ୟରେ ବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ମହାରାଷ୍ଟ୍ର ତୁଳନାରେ ଏଠାରେ ଦୈନିକ ସଂକ୍ରମଣ ବେଶ କମ ରହିଛି। ପଞ୍ଜାବରେ ଗତ ୨୪ ଘଣ୍ଟାରେ ୩୮୫ ଜଣ ଓ ମଧ୍ୟପ୍ରଦେଶରେ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୯,୭୭,୩୮୭ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧,୦୬,୭୮,୦୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୪୩,୧୨୭ ଆକ୍ଟିଭ କେସ୍‌ ରହିଛି। ଗତ ୨୪ ଘଣ୍ଟାରେ କରୋନା ୧୦୧ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୫୬,୨୧୨ରେ ପହଞ୍ଚି ଯାଇଛି।

ଆଇସିଏମଆର କହିଛି ଯେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨୧,୦୨,୬୧,୪୮୦ଟି ନମୁନା ପରୀକ୍ଷା କରାଯାଇଛି। କେବଳ ଗତକାଲି ୭,୮୬,୬୧୮ଟି ନମୁନା ପରୀକ୍ଷା କରାଯାଇଥିଲା।

ଅନ୍ୟପକ୍ଷରେ ଏଯାଏ ଦେଶରେ ମୋଟ ୧,୦୭,୧୫,୨୦୪ ଜଣଙ୍କୁ କରୋନାର ରକ୍ଷାକବଚ କୁହାଯାଉଥିବା ଟିକା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story