ମୋଦିଙ୍କ ଜନ୍ମଦିନରେ ଟିକାକରଣରେ ଭାରତର ନୂଆ ରେକର୍ଡ

ନୂଆଦିଲ୍ଲୀ: ପୁଣିଥରେ ଦୈନିକ ଟିକାକରଣରରେ ରେକର୍ଡ କରିଛି ଭାରତ। ୪ର୍ଥ ଥର ପାଇଁ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଛି। ଏହାକୁ ମିଶାଇ ଦେଶରେ ଏଯାଏ ୭୮ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ଚାଲିଛି। ଏବେ ବି ବିଭିନ୍ନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିବାରୁ ରାତି ୯ଟା ସୁଦ୍ଧା ଟିକାକରଣର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଜିର ଦିନରେ ରେକର୍ଡ ସଂଖ୍ୟକ ଟିକାକରଣର […]

Vaccine

Vaccine

Hemant Lenka
  • Published: Friday, 17 September 2021
  • Updated: 17 September 2021, 04:51 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଦୈନିକ ଟିକାକରଣରରେ ରେକର୍ଡ କରିଛି ଭାରତ। ୪ର୍ଥ ଥର ପାଇଁ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଛି। ଏହାକୁ ମିଶାଇ ଦେଶରେ ଏଯାଏ ୭୮ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ଚାଲିଛି। ଏବେ ବି ବିଭିନ୍ନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିବାରୁ ରାତି ୯ଟା ସୁଦ୍ଧା ଟିକାକରଣର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଜିର ଦିନରେ ରେକର୍ଡ ସଂଖ୍ୟକ ଟିକାକରଣର ଡୋଜ୍‌ ଦେଇ ସରକାରୀ କଳ ଓ ଦଳ ପକ୍ଷରୁ ମୋଦିଙ୍କୁ ଉପହାର ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାରଣରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଚାଲିଛି। ଗୋଟିଏ ଆକଳନ ଅନୁଯାୟୀ, ସମଗ୍ର ଦେଶରେ ପ୍ରତି ମିନିଟ୍‌ରେ ୪୨ ହଜାର ଡୋଜ୍‌ ଓ ପ୍ରତି ସେକେଣ୍ଡକୁ ୭୦୦ ଡୋଜ୍‌ ଟିକାକରଣ ହେଉଛି।

ଏହି କାରଣରୁ ମଧ୍ୟାହ୍ନ ସୁଦ୍ଧା ଡୋଜ୍‌ ସଂଖ୍ୟା ୧ କୋଟି ଟପିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଶା କରିଛି ଯେ ସନ୍ଧ୍ୟା ସୁଦ୍ଧା ୨.୫ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ହେବ। ଏପରି ହେଲେ ଏହା ସମଗ୍ର ବିଶ୍ୱରେ ରେକର୍ଡ ସୃଷ୍ଟି କରିବ। କାରଣ କେଉଁଠି ବି ଆଜି ଯାଏ ଗୋଟିଏ ଦିନରେ ଏତେ ଲୋକଙ୍କୁ ଟିକାର ଡୋଜ୍‌ ଦିଆଯାଇ ନାହିଁ।

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଟିକାକରଣରେ ପୁଣି ନୂଆ ରେକର୍ଡ ସୃଷ୍ଟି ହୋଇଛି। ଦିନ ୧.୩୦ ସୁଦ୍ଧା ଦେଶରେ ୧ କୋଟିରୁ ଅଧିକ ଡୋଜ୍‌ ଟିକାକକରଣ ହୋଇଛି। ସବୁଠାରୁ କମ ସମୟରେ ଆଜି ୧ କୋଟିରୁ ଅଧିକ ଟିକାକରଣ ହୋଇପାରିଛି।

ଏବେ ବି ବିଭିନ୍ନ ସ୍ଥାନରେ ଟିକାକରଣ ଚାଲିଛି। ତେଣୁ ସବୁ ପୂର୍ବ ରେକର୍ଡ ଆଜି ଭାଙ୍ଗିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ରେକର୍ଡ ପରେ ଭାଙ୍ଗି ଚାଲିଛି। ଭାରତ ତା’ର ପୂର୍ବ ୧ କୋଟି ୩୩ ଲକ୍ଷ ଟିକାକରଣର ରେକର୍ଡ ଭାଙ୍ଗି ଦେଇଛି। ମୋର ଆଶା ଆଜି ଆମେ ସବୁ ରେକର୍ଡ ଭାଙ୍ଗିବା ଓ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଭେଟିଦେବା। ଏଥିସହ ସେ ସମସ୍ତଙ୍କୁ ଟିକା ନେବାକୁ ମଧ୍ୟ ପୁଣିଥରେ ନିବେଦନ କରିଛନ୍ତି।

ଏହାପୂର୍ବରୁ ସେପ୍ଟେମ୍ବର ୬, ଅଗଷ୍ଟ ୩୧ ଓ ଅଗଷ୍ଟ ୨୭ରେ ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story