ଦଳିତ ଯୁବକଙ୍କୁ ଉଠବସ କରାଇଲେ, ଛେପ ଚଟାଇଲେ

ପାଟନା: ସର୍ବସମ୍ମୁଖରେ ଉଚ୍ଚ ଜାତିର ଜଣେ ଲୋକ ୨ ଜଣ ଦଳିତ ଯୁବକଙ୍କୁ ସାଂଘାତିକ ନିର୍ଯାତନା ଦେଇଛନ୍ତି। ଯୁବକ ଦ୍ୱୟଙ୍କୁ ସେ ଉଠବସ କରାଇଛନ୍ତି। ଏଥିସହ ରାସ୍ତାରେ ପଡ଼ିଥିବା ଛେପକୁ ଚାଟିବାକୁ ବାଧ୍ୟ କରାଇଛନ୍ତି। ବିହାରର ଔରଙ୍ଗାବାଦ ଜିଲ୍ଲାରେ ଘଟିଥିବା ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି। ନିର୍ଯାତନା ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବଳବନ୍ତ ସିଂହ। ସେ ପଞ୍ଚାୟତର ମୁଖିଆ ପଦ ପାଇଁ […]

Dalita

Dalita

Hemant Lenka
  • Published: Monday, 13 December 2021
  • Updated: 13 December 2021, 10:34 AM IST

Sports

Latest News

ପାଟନା: ସର୍ବସମ୍ମୁଖରେ ଉଚ୍ଚ ଜାତିର ଜଣେ ଲୋକ ୨ ଜଣ ଦଳିତ ଯୁବକଙ୍କୁ ସାଂଘାତିକ ନିର୍ଯାତନା ଦେଇଛନ୍ତି। ଯୁବକ ଦ୍ୱୟଙ୍କୁ ସେ ଉଠବସ କରାଇଛନ୍ତି। ଏଥିସହ ରାସ୍ତାରେ ପଡ଼ିଥିବା ଛେପକୁ ଚାଟିବାକୁ ବାଧ୍ୟ କରାଇଛନ୍ତି। ବିହାରର ଔରଙ୍ଗାବାଦ ଜିଲ୍ଲାରେ ଘଟିଥିବା ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି।

ନିର୍ଯାତନା ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବଳବନ୍ତ ସିଂହ। ସେ ପଞ୍ଚାୟତର ମୁଖିଆ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିର୍ବାଚନରେ ହାରିଯିବାରୁ ସେ ଦଳିତଙ୍କ ଉପରେ ତାଙ୍କ ରାଗ ସାରିଛନ୍ତି। ତାଙ୍କ କହିବା କଥା ଯେ ଦଳିତ ସଂପ୍ରଦାୟ ପାଇଁ ସେ ନିର୍ବାଚନ ହାରିଲେ। ଏଥିପାଇଁ ତାଙ୍କୁ ଭୋଟ ଦେଇ ନଥିବା ଦୁଇ ଜଣ ଦଳିତ ଯୁବକଙ୍କୁ ସେ ମାଡ଼ ମାରିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ବଳବନ୍ତ ଦୁଇ ଯୁବକଙ୍କୁ ମାଡ଼ ମାରୁଛନ୍ତି। ଏଥିସହ ଟଙ୍କା ନେଇ କାହିଁକି ଭୋଟ ଦେଲ ନାହିଁ ବୋଲି ପଚାରୁଛନ୍ତି। ଏହାପରେ ସେମାନଙ୍କୁ କାନଧନି ବସ ଉଠ ହେବାକୁ ସେ ନିର୍ଦ୍ଦେଶ ଦେଉଥିବା ଶୁଣିବାକୁ ମିଳୁଛି। ବଳବନ୍ତ ସିଂହ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ତଳେ ଛେପ ପକାଇ ଏହାକୁ ଚାଟିବାକୁ କହୁଛନ୍ତି। ଯୁବକ ଜଣଙ୍କ ରାସ୍ତାରେ ଆଣ୍ଠେଇ ବସିଥିବା ବେଳେ ତାଙ୍କ ବେକକୁ ବଳବନ୍ତ ଧରିଛନ୍ତି। ଏଥିସହ ତାଙ୍କୁ ରାସ୍ତାରେ ପଡ଼ିଥିବା ଛେପକୁ ଚାଟିବାକୁ ବାଧ୍ୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଭିଡିଓ ଭାଇରାଲ ହେବା ପରେ ପୁଲିସ ବଳବନ୍ତ ସିଂହଙ୍କୁ ଗିରଫ କରିଛି। ହେଲେ ସେ ଯୁବକ ଦ୍ୱୟ ମଦ ପିଇ ହଙ୍ଗାମା କରୁଥିବାରୁ ଦଣ୍ଡ ଦେଇଥିବା ସଫେଇ ଦେଇଛନ୍ତି। ହେଲେ ଭିଡିଓରେ ସେ ଭୋଟ କଥା କହୁଥିବା ସ୍ପଷ୍ଟ ଶୁଣିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story