ବ୍ୟବଚ୍ଛେଦର ଠିକ୍‌ ପୂର୍ବରୁ ବଞ୍ଚି ଉଠିଲେ ‘ମୃତ ଯୁବକ’

ନୂଆଦିଲ୍ଲୀ: ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏପରି କି ବବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ଶବାଗାରକୁ ମଧ୍ୟ ନିଆଯାଇଥିଲା। ତେବେ ଡାକ୍ତରୀ ଟିମ୍‌ ବ୍ୟବଚ୍ଛେଦ କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍‌ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। କର୍ଣ୍ଣାଟକାର ମହାଲିଙ୍ଗାପୁରର ଜଣେ ୨୭ ବର୍ଷୀୟ ଯୁବକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଗୋଟିଏ ଘରୋଇ ହସ୍ପିଟାଲକୁ […]

Dead Body

Dead Body

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 10:09 PM IST

Sports

Latest News

ନୂଆଦିଲ୍ଲୀ: ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏପରି କି ବବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ଶବାଗାରକୁ ମଧ୍ୟ ନିଆଯାଇଥିଲା। ତେବେ ଡାକ୍ତରୀ ଟିମ୍‌ ବ୍ୟବଚ୍ଛେଦ କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍‌ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।

କର୍ଣ୍ଣାଟକାର ମହାଲିଙ୍ଗାପୁରର ଜଣେ ୨୭ ବର୍ଷୀୟ ଯୁବକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଗୋଟିଏ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କୁ ଏଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଏହାପରେ ଘରୋଇ ହସ୍ପିଟାଲରୁ ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ନେଇଥିଲେ।

ସୋମବାର ତାଙ୍କର ବ୍ୟବଚ୍ଛେଦ ହେବାର ଥିଲା। ତେବେ ଶବାଗାର ଟେବୁଲରେ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ୍‌ ଯୁବକ ଜଣଙ୍କ ହାତ ଓ ଗୋଡ଼ ହଲାଇବା ଆରମ୍ଭ କରିଥିଲେ। ଜଣେ ସରକାରୀ ଅଧିକାରୀ କହିଛନ୍ତି, ଘଟଣା ପରେ ଯୁବକଙ୍କୁ ତୁରନ୍ତ ଆଉ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ମଧ୍ୟ ଘଟିବା ଆରମ୍ଭ କରିଛି।

ଘରୋଇ ହସ୍ପିଟାଲର ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରୁ କାଢ଼ିବା ପରେ ଭୁଲବଶତଃ ମୃତ ଘୋଷଣା କରିଥିଲେ। ଏବେ ବି ଯୁବକ ଜଣଙ୍କ ଜୀବିତ ରହିଥିବା ଅଧିକାରୀ ଜଣଙ୍କ କହିଛନ୍ତି। ଅନ୍ୟପକ୍ଷରେ ଯୁବକଙ୍କ ପରିବାର ଲୋକ ଏଯାଏ ଘରୋଇ ହସ୍ପିଟାଲ ବିରୋଧରେ କୌଣସି ପ୍ରକାରର ବିଧିବଦ୍ଧ ଅଭିଯୋଗ କରି ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story