ଆୟକର ରିଟର୍ଣ୍ଣସର ଅବଧି ପୁଣି ବଢ଼ିଲା

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟସୀମାକୁ କେନ୍ଦ୍ର ସରକାର ଆଜି ପୁଣିଥରେ ବୃଦ୍ଧି କରିଛନ୍ତି। ଏବେ ଲୋକମାନେ  ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କର ଆୟକର ରିଟର୍ଣ୍ଣସ ଦାଖଲ କରିପାରିବେ ବୋଲି ସରକାର କହିଛନ୍ତି। ସାଧାରଣତଃ ଜୁଲାଇ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଟିକସ ଦାଖଲ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ। ଏବେ ଏହାକୁ ଡିସେମ୍ବର ୩୧ ଯାଏ ପୁଣିଥରେ […]

IT

IT

Hemant Lenka
  • Published: Thursday, 09 September 2021
  • Updated: 09 September 2021, 08:10 PM IST

Sports

Latest News

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟସୀମାକୁ କେନ୍ଦ୍ର ସରକାର ଆଜି ପୁଣିଥରେ ବୃଦ୍ଧି କରିଛନ୍ତି। ଏବେ ଲୋକମାନେ  ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କର ଆୟକର ରିଟର୍ଣ୍ଣସ ଦାଖଲ କରିପାରିବେ ବୋଲି ସରକାର କହିଛନ୍ତି। ସାଧାରଣତଃ ଜୁଲାଇ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯାଇଥାଏ।

କିନ୍ତୁ ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଟିକସ ଦାଖଲ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ। ଏବେ ଏହାକୁ ଡିସେମ୍ବର ୩୧ ଯାଏ ପୁଣିଥରେ ବୃଦ୍ଧି କରାଯାଇଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା କୁହାଯାଉଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “କରଦାତା ଓ ବିଭିନ୍ନ ଅଂଶୀଦାରଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟ ସମୀକୁ ସିବିଡିସି ଡିସେମ୍ବର ୩୧ ଯାଏ ବୃଦ୍ଧି କରିଛି। ଏହି ସମୟସୀମା ମଧ୍ୟରେ ଟିକସ ଦାତା ଓ କମ୍ପାନୀମାନେ ସେମାନଙ୍କର ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story