ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ନେଇ ତେଜିଲା ବିବାଦ

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୁଲିସ୍‌ ମୁଖ୍ୟ କରାଯିବା ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାର ଏପରି ନିଯୁକ୍ତିକୁ ବିରୋଧ କରିଛି। ଏଥିସହ ରାକେଶ ଆସ୍ଥାନାଙ୍କୁ ହଟାଇବା ପାଇଁ ବିଧାନସଭାରେ ଗୋଟିଏ ସଂକଳ୍ପ ମଧ୍ୟ ପାରିତ କରାଯାଇଛି। ଏହି ସଂକଳ୍ପରେ ଦିଲ୍ଲୀ ପୁଲିସ୍‌କୁ ନିୟନ୍ତ୍ରଣ କରୁଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଯୁକ୍ତି ସଂକ୍ରାନ୍ତରେ ନେଇଥିବା ନିଷ୍ପତ୍ତିକୁ ବଦଳାଉ ବୋଲି ଦାବି କରାଯାଇଛି। ରାକେଶ ଆସ୍ଥାନାଙ୍କ କାର୍ଯ୍ୟକାଳ ଜୁଲାଇ ୩୧ରେ […]

Rakesh-Asthana

Rakesh-Asthana

Hemant Lenka
  • Published: Thursday, 29 July 2021
  • Updated: 29 July 2021, 05:22 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୁଲିସ୍‌ ମୁଖ୍ୟ କରାଯିବା ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାର ଏପରି ନିଯୁକ୍ତିକୁ ବିରୋଧ କରିଛି। ଏଥିସହ ରାକେଶ ଆସ୍ଥାନାଙ୍କୁ ହଟାଇବା ପାଇଁ ବିଧାନସଭାରେ ଗୋଟିଏ ସଂକଳ୍ପ ମଧ୍ୟ ପାରିତ କରାଯାଇଛି।

ଏହି ସଂକଳ୍ପରେ ଦିଲ୍ଲୀ ପୁଲିସ୍‌କୁ ନିୟନ୍ତ୍ରଣ କରୁଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଯୁକ୍ତି ସଂକ୍ରାନ୍ତରେ ନେଇଥିବା ନିଷ୍ପତ୍ତିକୁ ବଦଳାଉ ବୋଲି ଦାବି କରାଯାଇଛି। ରାକେଶ ଆସ୍ଥାନାଙ୍କ କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବାକୁ ଥିବା ବେଳେ ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ୍ କମିଶନର ଭାବେ ମଙ୍ଗଳବାର ନିଯୁକ୍ତି ଦେଇଥିଲା। ଏଥିସହ ସ୍ୱତନ୍ତ୍ର ପବ୍ଲିକ ଇଣ୍ଟରେଷ୍ଟ ଯୋଗୁ ତାଙ୍କ କାର୍ଯ୍ୟକାଳ ପ୍ରାଥମିକ ଭାବେ ୧ ବର୍ଷ ପାଇଁ ବୃଦ୍ଧି କରାଯାଇଥିବା ମଧ୍ୟ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲା। ରାକେଶ ଆସ୍ଥାନା ହେଉଛନ୍ତି ୧୯୮୪  ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇପିଏସ୍‌ । ତାଙ୍କୁ ଦିଲ୍ଲୀ ପୁଲିସ୍‌ ମୁଖ୍ୟ କରାଯିବାକୁ ଏହାକୁ ବିରୋଧ କରାଯାଉଛି।

ଦିଲ୍ଲୀ ସରକାର ଏହାକୁ ବିରୋଧ କରି ବିଧାନସଭାରେ ସଂକଳ୍ପ ବି ପାରିତ କରିଛନ୍ତି। ବିଧାନସଭାରେ ବରିଷ୍ଠ ଆପ୍ ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ବିଜେପି ଏଠାରେ କହିବାକୁ ଚାହୁଁଛି ଯେ ମୋଦି ସରକାର ଏଯାଏ ଦିଲ୍ଲୀ ପୁଲିସ୍‌ କମିଶନର ଭାବେ ନିଯୁକ୍ତି ଦେଇଥିବା ସମସ୍ତ ଅଫିସର ୟୁସଲେସ୍‌ ଥିଲେ। ଏଥିସହ ସେମାନେ ୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଜଣେ ଭଲ ଅଫିସରଙ୍କୁ ନିଯୁକ୍ତି କଲେ ବୋଲି ବୋଧେ କହିବାକୁ ଚାହୁଁଛନ୍ତି।

ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଥିଲେ ଯେ କାର୍ଯ୍ୟକାଳ ଶେଷ ହେବାକୁ ୬ ମାସରୁ କମ ସମୟ ଥିବା ଅଧିକାରୀମାନଙ୍କୁ ଡିଜି ସ୍ତରୀୟ  ଅଫିସର ଭାବେ ନିଯୁକ୍ତି ମିଳି ପାରିବ ନାହିଁ। ହେଲେ ରାକେଶ ଆସ୍ଥାନାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ମାତ୍ର ୪ ଦିନ ଥିବା ବେଳେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି ବୋଲି ସେ ଜୈନ କହିଛନ୍ତି।

କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏପରି ନିଯୁକ୍ତିକୁ ନେଇ ସମାଲୋଚନା କରିଛନ୍ତି। ରାକେଶ ଆସ୍ଥାନାଙ୍କୁ ନିଯୁକ୍ତି ଦେଇ କେନ୍ଦ୍ର ସରକାର ଖୋଲାଖୋଲି ଭାବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦଳ ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ସିବିଆଇ ମୁଖ୍ୟଙ୍କୁ ଚୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ବେଳେ ସିଜେଆଇ ଜଷ୍ଟିସ ଏନଭି ରମନ୍ନା ମଧ୍ୟ ସମାନ କଥା କହିଥିଲେ। ଅବସର ନେବାକୁ ୬ ମାସରୁ କମ ସମୟ ଥିବା ଅଧିକାରୀଙ୍କୁ କେବେ ହେଲେ ପୁଲିସ୍‌ ମୁଖ୍ୟ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ। ଏହି ଆଧାରରେ ସିବିଆଇ ମୁଖ୍ୟଙ୍କୁ ମଧ୍ୟ ଚୟନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story