ବାର୍ଥ ଡେ’ ପାର୍ଟି ପରେ ଯୁବକଙ୍କୁ ହତ୍ୟା, ପରିବାର ଲୋକ ଆଣିଲେ ଏମିତି ଅଭିଯୋଗ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଜନ୍ମ ଦିନ ପାର୍ଟିରେ ହୋଇଥିବା ଯୁକ୍ତିତର୍କକୁ କେନ୍ଦ୍ର କରି ୨୫ ବର୍ଷୀୟ ରୋହିତ ଶର୍ମା ଓରଫ ରିଙ୍କୁ ଶର୍ମାଙ୍କୁ ହତ୍ୟା କରାଯାଇଥିବା ଦିଲ୍ଲୀ ପୁଲିସ୍‌ ସ୍ପଷ୍ଟ କରିଛି। ତେବେ ରୋହିତଙ୍କ ପରିବାର ଲୋକ ହତ୍ୟାକାଣ୍ଡ ପଛରେ ସାଂପ୍ରଦାୟିକ ଭେଦଭାବ ଥିବା ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହାକୁ ଅଗ୍ରାହ୍ୟ କରିବା ସହ ସବୁ ଦିଗରୁ ତଦନ୍ତ ଆରମ୍ଭ କରାଯାଇଥିବା ଦିଲ୍ଲୀ […]

Rohit

Rohit

Hemant Lenka
  • Published: Friday, 12 February 2021
  • Updated: 12 February 2021, 05:48 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଜନ୍ମ ଦିନ ପାର୍ଟିରେ ହୋଇଥିବା ଯୁକ୍ତିତର୍କକୁ କେନ୍ଦ୍ର କରି ୨୫ ବର୍ଷୀୟ ରୋହିତ ଶର୍ମା ଓରଫ ରିଙ୍କୁ ଶର୍ମାଙ୍କୁ ହତ୍ୟା କରାଯାଇଥିବା ଦିଲ୍ଲୀ ପୁଲିସ୍‌ ସ୍ପଷ୍ଟ କରିଛି। ତେବେ ରୋହିତଙ୍କ ପରିବାର ଲୋକ ହତ୍ୟାକାଣ୍ଡ ପଛରେ ସାଂପ୍ରଦାୟିକ ଭେଦଭାବ ଥିବା ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହାକୁ ଅଗ୍ରାହ୍ୟ କରିବା ସହ ସବୁ ଦିଗରୁ ତଦନ୍ତ ଆରମ୍ଭ କରାଯାଇଥିବା ଦିଲ୍ଲୀ ପୁଲିସ୍‌ ମୁଖପାତ୍ର ଚିନ୍ମୟ ବିଶ୍ୱାଳ କହିଛନ୍ତି।

ଘଟଣାରେ ପୁଲିସ ଜାହିଦ, ମେହେତାବ, ଡ୍ୟାନିଶ, ଇସଲାମ ଓ ତୌଜୀନ ନାମକ ୪ ଯୁବକଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି, ଦିଲ୍ଲୀର ମଙ୍ଗୋଲପୁରୀରେ ପ୍ରାଣ ହରାଇଥିବା ରୋହିତ ଓରଫ ରିଙ୍କୁ ରହୁଥିଲେ। ସେ ବୁଧବାର ଦିନ ତାଙ୍କ ଘର ପାଖରେ ରହୁଥିବା ବାବୁଙ୍କ ଜନ୍ମଦିନ ପାର୍ଟିକୁ ଯାଇଥିଲେ। ସମସ୍ତ ୪ ଅଭିଯୁକ୍ତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ରୋହିତ ଓ ୪ ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ। ସେହିପରି ସେମାନେ ଗୋଟିଏ ଅଞ୍ଚଳରେ ରହୁଥିଲେ। ତେବେ ଜନ୍ମ ଦିନ ପାର୍ଟିରେ ରିଙ୍କୁଙ୍କ ସହ ୪ ଅଭିଯୁକ୍ତଙ୍କ ପାଟିତୁଣ୍ଡ ହୋଇଥିଲା। ଶେଷରେ ରୋହିତ ଘରକୁ ବାହାରିଥିଲେ। ସେ ଘର ନିକଟରେ ପହଞ୍ଚିବା ବେଳକୁ ୪ ଅଭିଯୁକ୍ତ ମଧ୍ୟ ସେଠାରେ ପହଞ୍ଚି ତାଙ୍କୁ ପଛରୁ ଛୁରା ମାଡ଼ କରିଥିଲେ।

ସ୍ଥାନୀୟ ସିସିଟିଭିରୁ ଜଣାପଡ଼ିଛି ଯେ ରୋହିତ ଓ ୪ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ହୋଇଥିଲା। ସେଠାରେ ଲୋକମାନେ ଲାଠି ଓ ହତିଆର ଧରି ଛିଡ଼ା ମଧ୍ୟ ହୋଇଥିଲେ। ଆକ୍ରମଣରେ ଆହତ ରୋହିତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଗୋଟିଏ ରେଷ୍ଟୁରାଣ୍ଟ ବନ୍ଦକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା। ହତ୍ୟାକାଣ୍ଡ ପଛରେ ଆଉ ଯେଉଁ ଉଦ୍ଦେଶ୍ୟ କଥା କୁହାଯାଉଛି, ସେଥିରେ କୌଣସି ସତ୍ୟତା ନାହିଁ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ଭାଇ ମନୁ ଶର୍ମା କହିଛନ୍ତି, “ମୋ ଭାଇର ଲିଙ୍କ ବଜରଙ୍ଗ ଦଳ ସହ ରହିଥିଲା। ଅଗଷ୍ଟ ୫ରେ ଆମେ ରାମ ମନ୍ଦିର ନିର୍ମାଣ ଉପଲକ୍ଷେ ଶୋଭାଯାତ୍ରା କରିଥିଲୁ। ସେହି ସମୟରେ ମଧ୍ୟ ଆମକୁ ହଇରାଣ କରାଯାଇଥିଲା। ସେମାନେ ଆମକୁ ଧମକ ଦେଇଥିଲେ। ଏବେ ମୋ ଭାଇକୁ ହତ୍ୟା କରାଯାଇଛି। ସେମାନେ ଜୟ ଶ୍ରୀରାମ ନାରାକୁ ମଧ୍ୟ ବିରୋଧ କରୁଥିଲେ।”

ରୋହିତ ଶର୍ମାଙ୍କ ବାପା ଓ ମା’ କହିଛନ୍ତି, ଆମ ପୁଅ ବଜରଙ୍ଗ ଦଳ ସହ ରହିଥିବାରୁ ତାକୁ ବାରମ୍ବାର ଧମକ ମିଳୁଥିଲା। ଆମ ପୁଅକୁ ହତ୍ୟା କରିବା ବେଳେ ମଧ୍ୟ ସେ ଜୟ ଶ୍ରୀରାମ ନାରା ଦେଉଥିଲା। ୩୦ରୁ ୪୦ ଜଣ ଲୋକ ଲାଠି, କାଠ ଫାଳିଆ ଓ ଛୁରୀରେ ତା’କୁ ଆକ୍ରମଣ କରିଥିଲେ। ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ କାମ ମଧ୍ୟ ଆମ ପୁଅ କରୁଥିଲା। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story