ଚାଷୀ ଆନ୍ଦୋଳନ: ପୁଣି ଗାଜିପୁର ସୀମା ସିଲ୍‌ କଲା ପୁଲିସ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଗାଜିପୁର ସୀମାରେ ଚଳାଇଥିବା ରାସ୍ତାକୁ ପୁଣିଥରେ ସିଲ୍‌ କରିଛି ଦିଲ୍ଲୀ ପୁଲିସ୍‌। କିଛି ଘଣ୍ଟା ପୂର୍ବରୁ ଟ୍ରାଫିକ ମୁଭମେଣ୍ଟ ପାଇଁ ପୁଲିସ୍‌ ଜାତୀୟ ରାଜପଥ-୯ର କିଛି ଅଂଶକୁ ଖୋଲିଥିଲା। ତେବେ ମଙ୍ଗଳବାର ମଧ୍ୟାହ୍ନରେ ପୁଣିଥରେ ଏହାକୁ ସିଲ୍‌ କରିଦିଆଯାଇଛି। ରାସ୍ତାର ଏହି ଅଂଶକୁ ଜାନୁଆରୀ ୨୬ ଠାରୁ ବନ୍ଦ କରାଯାଇଥିଲା। ଜାନୁଆରୀ ୨୬ରେ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ପ୍ରବଳ ହିଂସାକାଣ୍ଡ ଘଟିବାରୁ ପୁଲିସ୍‌ ଏହି ରାସ୍ତାକୁ […]

Ghazipur

Ghazipur

Hemant Lenka
  • Published: Tuesday, 02 March 2021
  • Updated: 02 March 2021, 05:08 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଗାଜିପୁର ସୀମାରେ ଚଳାଇଥିବା ରାସ୍ତାକୁ ପୁଣିଥରେ ସିଲ୍‌ କରିଛି ଦିଲ୍ଲୀ ପୁଲିସ୍‌। କିଛି ଘଣ୍ଟା ପୂର୍ବରୁ ଟ୍ରାଫିକ ମୁଭମେଣ୍ଟ ପାଇଁ ପୁଲିସ୍‌ ଜାତୀୟ ରାଜପଥ-୯ର କିଛି ଅଂଶକୁ ଖୋଲିଥିଲା। ତେବେ ମଙ୍ଗଳବାର ମଧ୍ୟାହ୍ନରେ ପୁଣିଥରେ ଏହାକୁ ସିଲ୍‌ କରିଦିଆଯାଇଛି।

ରାସ୍ତାର ଏହି ଅଂଶକୁ ଜାନୁଆରୀ ୨୬ ଠାରୁ ବନ୍ଦ କରାଯାଇଥିଲା। ଜାନୁଆରୀ ୨୬ରେ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ପ୍ରବଳ ହିଂସାକାଣ୍ଡ ଘଟିବାରୁ ପୁଲିସ୍‌ ଏହି ରାସ୍ତାକୁ ସିଲ୍‌ କରିଦେଇଥିଲା। ଆଜି ସକାଳେ ଗାଜିପୁରରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ୱକୁ ପୁଲିସ୍‌ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା। ଲୋକମାନେ ମଧ୍ୟ ଏହାଦ୍ୱାରା ଆଶ୍ୱସ୍ତ ଲାଭ କରି ସହଜରେ ଯିବା ଆସିବା ଆରମ୍ଭ କରିଥିଲେ। ତେବେ ହଠାତ୍‌ ପୁଲିସ୍‌ ତା’ର ନିଷ୍ପତ୍ତି ବଦଳାଇ ରାସ୍ତାକୁ ସିଲ୍‌ କରି ଦେଇଛି।

ସୂଚନାଯୋଗ୍ୟ, ଦୀର୍ଘ ୩ ମାସରୁ ଅଧିକ ଦିନ ହେଲାଣି ହଜାର ହଜାର ଚାଷୀ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀର ସିଙ୍ଘୁ, ଟିକରି ଓ ଗାଜିପୁର ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। କେନ୍ଦ୍ର ସରକାର ଏମାନଙ୍କୁ ବୁଝାଇବା ପାଇଁ ୧୧ଥର ବୈଠକ କରିଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। ଚାଷୀମାନେ କୃଷି ଆଇନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ ଜିଦ୍‌ ଧରି ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story