ଚାଷୀ ଆନ୍ଦୋଳନକୁ ସମର୍ଥନ କରିବାରୁ ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: କିଶୋର ବୟସରେ ଜୟବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରି ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗ୍ରେଟା ଥର୍ଣ୍ଣବର୍ଗ ଏବେ ଚର୍ଚ୍ଚାରେ। କୃଷି ଆଇନକୁ ବିରୋଧ କରି ଭାରତରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ଗ୍ରେଟା ସମର୍ଥନ କରି ଟ୍ୱିଟ କରିଥିଲେ। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେ। ଏବେ ଦିଲ୍ଲୀ ପୁଲିସ୍‌ ଗ୍ରେଟାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ଓ ଧର୍ମ […]

cd

cd

Hemant Lenka
  • Published: Thursday, 04 February 2021
  • Updated: 04 February 2021, 04:39 PM IST

Sports

Latest News

ନୂଆଦିଲ୍ଲୀ: କିଶୋର ବୟସରେ ଜୟବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରି ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗ୍ରେଟା ଥର୍ଣ୍ଣବର୍ଗ ଏବେ ଚର୍ଚ୍ଚାରେ। କୃଷି ଆଇନକୁ ବିରୋଧ କରି ଭାରତରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ଗ୍ରେଟା ସମର୍ଥନ କରି ଟ୍ୱିଟ କରିଥିଲେ।

ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେ। ଏବେ ଦିଲ୍ଲୀ ପୁଲିସ୍‌ ଗ୍ରେଟାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ଓ ଧର୍ମ ନାଁରେ ବିଦ୍ୱେଶ ସୃଷ୍ଟି କରିବା ଭଳି ଦଫା ଲାଗିଛି। ୧୮ ବର୍ଷୀୟ ଗ୍ରେଟା ଫେବୃଆରୀ ୩ରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଥିଲେ। ଏହାପୂର୍ବରୁ ପପ୍‌ ସିଙ୍ଗର ରିହାନା ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ।

ଆଜି ଗ୍ରେଟା ଗୋଟିଏ "toolkit" ଶେୟାର କରି କେମିତି ଲୋକମାନେ ଆନ୍ଦୋଳନକୁ ସମର୍ଥନ କରିବେ, ସେକଥା କହିଛନ୍ତି। ସେ ଗତକାଲି ରାତିରେ ମଧ୍ୟ "toolkit" ଶେୟାର କରିଥିଲେ। ହେଲେ ଏହାକୁ ହଟାଇ ଦେଇ ଅପଡେଟ୍‌ ଭର୍ସନ "toolkit" ଶେୟାର କରିଛନ୍ତି।

ଏହାବାଦ ସେ ଫେବୃଆରୀ ୧୩ ଓ ୧୪ରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଭାରତୀୟ ଦୂତାବାସ ନିକଟରେ ଚାଷୀଙ୍କ ପାଇଁ ବିକ୍ଷୋଭ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଦିଲ୍ଲୀ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି। ମମାଲା ରୁଜୁ ହେବାର ମାତ୍ର କିଛି ସମୟ ପରେ ଗ୍ରେଟା ଟ୍ୱିଟ କରି କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ମୁଁ ଏବି ଚାଷୀଙ୍କ ସହ ଛିଡ଼ା ହୋଇଛି ଓ ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଛି। କୌଣସି ଘୃଣା, ଧମକ ଓ ମାନବାଧିକାର ଉଲ୍ଲଙ୍ଘନର କାର୍ଯ୍ୟ ଏହାକୁ ବଦଳାଇ ପାରିବ ନାହିଁ।

କେବଳ ଗ୍ରେଟା କିମ୍ବା ରିହାନା ନୁହନ୍ତି, ଅନେକ ଅନ୍ତର୍ଜାତୀୟସ୍ତରର ସେଲେବ୍ରିଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରି ଟ୍ୱିଟ କରୁଛନ୍ତି। ଏହାକୁ ଭାରତ ସରକାରଙ୍କ ସମେତ କିଛି ଭାରତୀୟ ସେଲେବ୍ରିଟି ଓ କ୍ରିକେଟର ବିରୋଧ କରିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story