୮ ମାସର ରେକର୍ଡ ଭାଙ୍ଗିଲା ରାଜଧାନୀର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଗତ ୨୪ ଘଣ୍ଟାର କରୋନା ସଂକ୍ରମଣ ଦୀର୍ଘ ୮ ମାସର ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ଦିଲ୍ଲୀରୁ ୨୭,୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦିଲ୍ଲୀରେ ପଜିଟିଭିଟି ରେଟ ୨୬.୨୨% ଥିବା ବେଳେ ୮୭,୪୪୫ ଜଣ ସକ୍ରିୟ ରୋଗୀ ରହିଛନ୍ତି। ଶେଷଥର ପାଇଁ ଦିଲ୍ଲୀରେ ଗତବର୍ଷ ଏପ୍ରିଲ ୨୦ରେ ସର୍ବାଧିକ ୨୮,୩୯୫ ଜଣ କରୋନା […]

corona1

corona1

Hemant Lenka
  • Published: Wednesday, 12 January 2022
  • Updated: 12 January 2022, 09:09 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଗତ ୨୪ ଘଣ୍ଟାର କରୋନା ସଂକ୍ରମଣ ଦୀର୍ଘ ୮ ମାସର ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ଦିଲ୍ଲୀରୁ ୨୭,୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ଦିଲ୍ଲୀରେ ପଜିଟିଭିଟି ରେଟ ୨୬.୨୨% ଥିବା ବେଳେ ୮୭,୪୪୫ ଜଣ ସକ୍ରିୟ ରୋଗୀ ରହିଛନ୍ତି। ଶେଷଥର ପାଇଁ ଦିଲ୍ଲୀରେ ଗତବର୍ଷ ଏପ୍ରିଲ ୨୦ରେ ସର୍ବାଧିକ ୨୮,୩୯୫ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ମହାମାରୀ ଆରମ୍ଭ ହେବା ଦିନଠାରୁ ଏହି ସଂଖ୍ୟା ସବୁଠାରୁ ଅଧିକ।

ଏପ୍ରିଲ ୨୦ ପରେ ଦିଲ୍ଲୀରେ ସଂକ୍ରମଣ କମିଥିଲା। ଚଳିତ ବର୍ଷ ଆଜି ସର୍ବାଧିକ ୨୭,୫୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଦିଲ୍ଲୀରେ ୨୧,୨୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ଗତବର୍ଷ ମେ ୧ ପରଠାରୁ ସର୍ବାଧିକ ଥିଲା।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୭,୫୬୧ ଜଣ ଆକ୍ରାନ୍ତକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୧୭,୭୧୬ରେ ପହଞ୍ଚିଛି। ଦିନକରେ ୧,୦୫,୧୦୨ଟି ନମୁନା ପରୀକ୍ଷା କରାଯାଇଥିଲା। ଫଳରେ ପଜିଟିଭିଟି ରେଟ୍‌ ୨୬.୨୨%କୁ ବୃଦ୍ଧି ପାଇଛି।

ସେହିପରି କରୋନା ଆଉ ୪୦ ଜଣଙ୍କ ଜୀବନ ନେଇଛି। ୨୪ ଘଣ୍ଟାରେ ୧୪,୯୫୭ ଜଣ କରୋନାରୁ ସୁସ୍ଥ ହୋଇଛି। ଦିଲ୍ଲୀରେ କରୋନା ଏଯାଏ ୨୫,୨୪୦ ଜଣଙ୍କ ଜୀବନ ନେଇଥିବା ବେଳେ ୧୫,୦୫,୦୩୧ ଜଣ ସୁସ୍ଥ ହୋଇଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୭,୪୪୫ ରହିଛି।

ଅନ୍ୟପକ୍ଷରେ ଜାନୁଆରୀ ୧ ଠାରୁ ଇତି ମଧ୍ୟରେ ୧୭୦୦ ଜଣ ଦିଲ୍ଲୀ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେଣି। ଏମାନେ ସମସ୍ତେ ସୁସ୍ଥ ଥିବା ବେଳେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। ସେମାନେ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗଦେବେ। ଏହାବାଦ ପୁଲିସ୍ କର୍ମଚାରୀମାନଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ସ୍ୱତନ୍ତ୍ର କ୍ୟାମ୍ପ ତିଆରି କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବୁଧବାର ଠାରୁ ଦିଲ୍ଲୀ ସରକାର କରୋନା ରୋଗୀଙ୍କ ପାଇଁ ଅନଲାଇନ ଯୋଗ କ୍ଲାସ ଆରମ୍ଭ କରିଛନ୍ତି। ଏହା ସେମାନଙ୍କୁ ମାନସିକ ଓ ଶାରୀରିକ ସ୍ଥରରେ ଫିଟ ରଖିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story