ସବୁ ରେକର୍ଡ ଭାଙ୍ଗିଲା ରାଜଧାନୀର କରୋନା: ଦିନକରେ ୧୩,୪୬୮ ପଜିଟିଭ

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି କରୋନାର ଦ୍ୱିତୀୟ ଲହର। ମହାରାଷ୍ଟ୍ର ସହ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ସାଂଘତିକ ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ କରୋନା ସବୁ ରେକର୍ଡ ଭାଙ୍ଗି ଦେଇଛି। ଗୋଟିଏ ଦିନରେ ଦିଲ୍ଲୀରୁ ୧୩,୪୬୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମହାମାରୀ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଦିଲ୍ଲୀରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। କେବଳ ସଂକ୍ରମିତ ନୁହେଁ […]

Delhi

Delhi

Hemant Lenka
  • Published: Tuesday, 13 April 2021
  • Updated: 13 April 2021, 10:15 PM IST

Sports

Latest News

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି କରୋନାର ଦ୍ୱିତୀୟ ଲହର। ମହାରାଷ୍ଟ୍ର ସହ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ସାଂଘତିକ ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ କରୋନା ସବୁ ରେକର୍ଡ ଭାଙ୍ଗି ଦେଇଛି। ଗୋଟିଏ ଦିନରେ ଦିଲ୍ଲୀରୁ ୧୩,୪୬୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମହାମାରୀ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଦିଲ୍ଲୀରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ।

କେବଳ ସଂକ୍ରମିତ ନୁହେଁ ମୃତ୍ୟୁସଂଖ୍ୟା ମଧ୍ୟ ଦିଲ୍ଲୀରେ ଉପର ମୁହାଁ ହୋଇଛି। ଦିନକରେ କରୋନା ୮୧ ଜଣଙ୍କ ଜୀବନ ନେଇଛି ଏହି ପ୍ରାଣଘାତୀ ଭାଇରସ। ଡିସେମ୍ବର ୩ରେ ଶେଷଥର ପାଇଁ ଏଠାରେ ୮୨ ଜଣଙ୍କ ଜୀବନ ଯାଇଥିଲା। ତେଣୁ ଚଳିତ ବର୍ଷ ମୃତ୍ୟୁରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି।

ବର୍ତ୍ତମାନ ଦିଲ୍ଲୀରେ ଆକ୍ଟିଭ କେସ୍ ସଂଖ୍ୟା ୪୫,୫୧୦ ରହିଛି। ପଜିଟିଭ ରେଟ୍ ମଧ୍ୟ ବୃଦ୍ଧି ପାଇ ୧୩.୧୪% ହୋଇଛି। ନଭେମ୍ବର ୧୫ ପରେ ଏହା ସର୍ବାଧିକ। ଗତବର୍ଷ ନଭେମ୍ବର ୧୫ରେ ଦିଲ୍ଲୀର ପଜିଟିଭ ରେଟ୍ ୧୫.୩୩% ରହିଥିଲା।

ଦିଲ୍ଲୀରେ ଆରୋଗ୍ୟ ହାର ହ୍ରାସ ପାଇବାରେ ଲାଗିଛି। ଏବେ ରାଜଧାନୀର ଆରୋଗ୍ୟ ହାର ୯୨.୬୭% ରହିଛି। ଡିସେମ୍ବର ୨ରେ ଶେଷ ଥର ପାଇଁ ଆରୋଗ୍ୟ ହାର ୯୩.୧୪% ରହିଥିଲା। ଅର୍ଥାତ ଡିସେମ୍ବର ୨ ସ୍ଥିତିକୁ ଏହା ବଳି ଯାଇଛି। ସୋମବାର ଦିଲ୍ଲୀରେ ସର୍ବାଧିକ ୧୧,୪୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story