ରାଜଧାନୀରୁ ପୁଣି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, କାଲିଠାରୁ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରିଚାଲିଛି। ୨୪ ଘଣ୍ଟାରେ ରେକର୍ଡ ୧୯ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେବା ପରେ ସବୁ ରେକର୍ଡ ଭାଙ୍ଗି ଯାଇଛି। କରୋନା ଦେଶରେ ପ୍ରବେଶ କରିବା ଦିନଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ କେବେ ହେଲେ ଚିହ୍ନଟ ହୋଇ ନଥିଲେ। କରୋନା ସଂକ୍ରମଣ ବଢ଼ୁଥିବାରୁ କାଲିଠାରୁ ଦିଲ୍ଲୀରେ ୱିକେଏଣ୍ଡ କର୍ଫ୍ୟୁ ବା ସପ୍ତାହାନ୍ତ ଶଟଡାଉନ କାର୍ଯ୍ୟକାରୀ ହେବ। ଶନି ଓ […]

Delhi

Delhi

Hemant Lenka
  • Published: Friday, 16 April 2021
  • Updated: 16 April 2021, 09:52 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରିଚାଲିଛି। ୨୪ ଘଣ୍ଟାରେ ରେକର୍ଡ ୧୯ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେବା ପରେ ସବୁ ରେକର୍ଡ ଭାଙ୍ଗି ଯାଇଛି। କରୋନା ଦେଶରେ ପ୍ରବେଶ କରିବା ଦିନଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ କେବେ ହେଲେ ଚିହ୍ନଟ ହୋଇ ନଥିଲେ।

କରୋନା ସଂକ୍ରମଣ ବଢ଼ୁଥିବାରୁ କାଲିଠାରୁ ଦିଲ୍ଲୀରେ ୱିକେଏଣ୍ଡ କର୍ଫ୍ୟୁ ବା ସପ୍ତାହାନ୍ତ ଶଟଡାଉନ କାର୍ଯ୍ୟକାରୀ ହେବ। ଶନି ଓ ରବିବାର କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଚଳିତ ବର୍ଷର ସର୍ବାଧିକ ଦୈନିକ କରୋନା ଆକ୍ରାନ୍ତ ଦିଲ୍ଲୀରେ ଚିହ୍ନଟ ହୋଇଥିଲେ। ହେଲେ ଶୁକ୍ରବାର ତା’ଠାରୁ ୨ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ୧୭,୨୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଶୁକ୍ରବାର ୧୯,୪୮୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ନୂଆ ଆକ୍ରାନ୍ତଙ୍କ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୦୩, ୬୨୩ରେ ପହଞ୍ଚି ଯାଇଛି। ସେହିପରି ଆକ୍ଟିଭ କେସ୍‌ ସଂଖ୍ୟା ୬୧,୦୦୫କୁ ବୃଦ୍ଧି ପାଇଛି। ସେହିପରି ରେକର୍ଡ ସଂଖ୍ୟକ ଲୋକ ମଧ୍ୟ କରୋନାରୁ ଆଜି ଆରୋଗ୍ୟ ଲାଭ କରିଛନ୍ତି। ଦିନକରେ ୧୨,୬୪୯ ଜଣ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ଏବେ ଦିଲ୍ଲୀରେ ପଜିଟିଭ ହାର ୧୯.୬୯% ରହିଛି। ବୁଧବାର ଦିଲ୍ଲୀରେ ୧୬,୬୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜଧାନୀରେ ଗତ ୨୪ ଘଣ୍ଟାରେ କରୋନା ୧୪୧ ଜଣଙ୍କ ମୁଣ୍ଡ ନେଇଛି। ଏହା ମଧ୍ୟ କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ ଦିନକରେ ସର୍ବାଧିକ। ନଭେମ୍ବର ୧୮ରେ ଦିଲ୍ଲୀରେ ସର୍ବାଧିକ ଗୋଟିଏ ଦିନରେ ୧୩୧ ଜଣଙ୍କ ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story