ରାଜଧାନୀରେ ଜୁନ୍‌ ୭ ଯାଏ ବଢ଼ିଲା ଲକଡାଉନ, ଏହି ସବୁ କାମକୁ ଅନୁମତି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଲାଗୁ ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। ପୂର୍ବରୁ ଲାଗିଥିବା ଲକଡାଉନ ସୋମବାର ଶେଷ ହେବାର ଥିଲା। ହେଲେ ଆଜି କେଜ୍ରିୱାଲ ସରକାର ଜୁନ୍‌ ୭ ଯାଏ ଏହାକୁ ବୃଦ୍ଧି କରିଛନ୍ତି। ତେବେ ଜୁନ୍ ୭ ତାରିଖ ଯାଏ ଲାଗୁ ହେବାକୁ ଥିବା ଲକଡାଉନ ବେଳେ କିଛି କ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରାଯାଇଛି। ପୂର୍ବଭଳି ଲକଡାଉନ ବେଳେ ଜରୁରୀ ସେବା ଓ କାର୍ଯ୍ୟକଳାପ […]

Delhi

Delhi

Hemant Lenka
  • Published: Saturday, 29 May 2021
  • Updated: 29 May 2021, 10:04 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଲାଗୁ ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। ପୂର୍ବରୁ ଲାଗିଥିବା ଲକଡାଉନ ସୋମବାର ଶେଷ ହେବାର ଥିଲା। ହେଲେ ଆଜି କେଜ୍ରିୱାଲ ସରକାର ଜୁନ୍‌ ୭ ଯାଏ ଏହାକୁ ବୃଦ୍ଧି କରିଛନ୍ତି।

ତେବେ ଜୁନ୍ ୭ ତାରିଖ ଯାଏ ଲାଗୁ ହେବାକୁ ଥିବା ଲକଡାଉନ ବେଳେ କିଛି କ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରାଯାଇଛି।
ପୂର୍ବଭଳି ଲକଡାଉନ ବେଳେ ଜରୁରୀ ସେବା ଓ କାର୍ଯ୍ୟକଳାପ ଜାରି ରହିବ। ଏହାବାଦ୍ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଶିଳ୍ପାଞ୍ଚଳରେ ମ୍ୟାନୁଫାକଚରିଂ/ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହେବ। ନିର୍ମାଣ କାମକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି।

ଏହି ଉତ୍ପାଦନ ଓ ନିର୍ମାଣ କାମରେ କେବଳ ଲକ୍ଷଣହୀନ ଲୋକ ଯୋଗ ଦେଇପାରିବେ। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ କାମ କରିବାର ସମୟ ନିର୍ଘଣ୍ଟ କରାଯିବ। କର୍ମକ୍ଷେତ୍ରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାରର ନିୟମ ପାଳନ କରିବାକୁ ସମସ୍ତେ ବାଧ୍ୟ। ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସରକାର କହିଛନ୍ତି।

ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ଟଚ୍‌ ଫ୍ରି ବ୍ୟବସ୍ଥା ହେବ। ସେହିପରି ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। ନିୟମିତ ଭାବେ କାମ ହେଉଥିବା ଓ ବ୍ୟବହାର ହେଉଥିବା ସ୍ଥାନଗୁଡ଼ିକ ସାନିଟାଇଜ କରାଯିବ ବୋଲି ସରକାର କହିଛନ୍ତି। ଏହାବାଦ୍‌ ଆଉ କୌଣସି କାମକୁ ଅନୁମତି ମିଳିନି।

ଯେଉଁ କମ୍ପାନୀ ଓ ନିର୍ମାଣକାରୀ ସଂସ୍ଥା ଏହାକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ଏଗୁଡ଼ିକୁ ବନ୍ଦ କରିଦିଆଯିବ। ସେହିପରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇ-ପାସ୍‌ ଜରିଆରେ ହିଁ କର୍ମଚାରୀ ଓ ଶ୍ରମିକମାନେ ଯିବା ଆସିବା କରିପାରିବେ। ଏହି ପାସ୍‌ କମ୍ପାନୀ ପକ୍ଷରୁ www.delhi.gov.in ଜରିଆରେ ହାସଲ କରିପାରିବେ।

ଉତ୍ପାଦନ ଶିଳ୍ପ ଓ ନିର୍ମାଣ କାମ ଚାଲିଥିବା ଅଞ୍ଚଳରେ ରାଡମ ଟେଷ୍ଟିଂ କରିବାକୁ ଦିଲ୍ଲୀ ସରକାର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମାନଙ୍କୁ କହିଛନ୍ତି। ଲୋକମାନେ ଯେମିତି ଅଯଥାରେ ରାସ୍ତାରେ ନ ବୁଲିବେ, ସେକଥା ନିଶ୍ଚିତ କରିବାକୁ ସରକାର ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଚେକିଂ ପୋଷ୍ଟ କରି ଲୋକଙ୍କର ଯାଞ୍ଚ କରାଯିବ।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୯୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨୨ ଜଣଙ୍କ ଜୀବନ ଯାଇଛି। ପଜିଟିଭିଟି ରେଟ୍ ୧/୧୯% ଥିବା ବେଳେ ପୂର୍ବରୁ ଏହା ୩୬% ରହିଥିଲା। ଏହି କାରଣରୁ ଦିଲ୍ଲୀରେ ଲକଡାଉନ ଲାଗୁ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story