ଆସିଲା ସୀମା ପୁନଃ ନିର୍ଦ୍ଧାରଣ କମିଶନ ରିପୋର୍ଟ, ବିଧାନସଭା ପାଇଁ କଶ୍ମୀର ପଣ୍ଡିତଙ୍କୁ ଗୁରୁତ୍ୱ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ପ୍ରାୟ ଅଢ଼େଇ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ-କଶ୍ମୀରର ରାଜନୈତିକ ମ୍ୟାପ ବାବଦରେ ଚୂଡ଼ାନ୍ତ ରୂପରେଖ ତିଆରି କରିଛନ୍ତି। ଏହି ରିପୋର୍ଟକୁ  ଆଧାର କରି ସେଠାରେ ବିଧାନସଭା ନିର୍ବାଚନ ହୋଇପାରେ। ୨୦୧୯ରେ ଜମ୍ମୁ-କଶ୍ମୀରିରୁ ଧାରା ୩୭୦ ଉଚ୍ଛେଦ କରାଯିବା ସହ ରାଜ୍ୟମାନ୍ୟତାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ଫଳରେ ଜମ୍ମୁ-କଶ୍ମୀରେ କେନ୍ଦ୍ରଶାସିତ ଅଧୀନକୁ ଚାଲିଯାଇଥିବା ବେଳେ ସେବେଠାରୁ […]

iop

iop

Tapas Behera
  • Published: Thursday, 05 May 2022
  • Updated: 05 May 2022, 06:55 PM IST

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ପ୍ରାୟ ଅଢ଼େଇ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ-କଶ୍ମୀରର ରାଜନୈତିକ ମ୍ୟାପ ବାବଦରେ ଚୂଡ଼ାନ୍ତ ରୂପରେଖ ତିଆରି କରିଛନ୍ତି। ଏହି ରିପୋର୍ଟକୁ  ଆଧାର କରି ସେଠାରେ ବିଧାନସଭା ନିର୍ବାଚନ ହୋଇପାରେ। ୨୦୧୯ରେ ଜମ୍ମୁ-କଶ୍ମୀରିରୁ ଧାରା ୩୭୦ ଉଚ୍ଛେଦ କରାଯିବା ସହ ରାଜ୍ୟମାନ୍ୟତାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ଫଳରେ ଜମ୍ମୁ-କଶ୍ମୀରେ କେନ୍ଦ୍ରଶାସିତ ଅଧୀନକୁ ଚାଲିଯାଇଥିବା ବେଳେ ସେବେଠାରୁ ବିଧାନସଭା ନିର୍ବାଚନ ବନ୍ଦ ରହିଛି।

ଏବେ ସୀମା ପୁନଃ ନିର୍ଦ୍ଧାରଣ କମିଶନ ରିପୋର୍ଟ ଉପସ୍ଥାପନ ପରେ ନିର୍ବାଚନ ପାଇଁ ପଥ ପରିସ୍କାର ହେବା ନେଇ ଆଶା ଦେଖାଇଛି । ସୀମା ପୁନଃ ନିର୍ଦ୍ଧାରଣ କମିଶନ ଦେଇଥିବା ରିପୋର୍ଟ ଅନୁଯାୟୀ, କାଶ୍ମୀର ପଣ୍ଡିତ ଏବଂ ପାକ ଅଧିକୃତ କଶ୍ମୀରରୁ(ପିଓକେ)ରୁ ବିସ୍ଥାପିତ ଲୋକଙ୍କୁ ଜମ୍ମୁ କଶ୍ମୀର ବିଧାନସଭାକୁ ପ୍ରତିନିଧିତ୍ୱ ଲାଗି ମନୋନୟନ ପଦ୍ଧତି ପ୍ରସ୍ତାବ ଦିଆଯାଇଛି। ସେହିପରି ଜମ୍ମୁ-କଶ୍ମୀର ବିଧାନସଭାରେ ୯ଟି ଆସନ ଅନୁସୂଚିତ ଉପଜାତି ଲାଗି ସଂରକ୍ଷଣ ପାଇଁ ପ୍ରସ୍ତାବ ଅଛି।  ସେହିପରି ୫ଟି ଲୋକସଭା କ୍ଷେତ୍ରରୁ ପ୍ରତ୍ୟେକ ଗୋଟିଏ ବିଧାନସଭା କ୍ଷେତ୍ର ରଖାଯିବାକୁ ସୁପାରିସ କରାଯାଇଛି। କଶ୍ମୀର ପାଇଁ ୪୬ଟି ଆସନରୁ ୪୭ଟି ଆସନକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଛି। ଜମ୍ମୁ ଅଞ୍ଚଳରେ ୩୭ଟି ବଦଳରେ ୪୩ଟି ଆସନ ରଖାଯିବାକୁ ରିପୋର୍ଟରେ ଦର୍ଶାଯାଇଛି। ଜମ୍ମୁ-କଶ୍ମୀରରେ ମୋଟ ୯୦ଟି ବିଧାନସଭା ଆସନ ରହିଛି।

ଏଥିସହ ଜମ୍ମୁ ଏବଂ କଶ୍ମୀରକର ଅସ୍ତିତ୍ୱକୁ ଗୋଟିଏ  ଅଞ୍ଚଳ ଭାବେ ପରିଗଣିତ କରିବାକୁ ପ୍ରସ୍ତାବ ଦିଆଯାଇଛି। ୯ଟି ବିଧାନସଭା କ୍ଷେତ୍ର ପାଇଁ ଅନୁସୂଚିତ ଉପଜାତି ଲାଗି ୯ଟି ଆସନ ସଂରକ୍ଷଣ ରଖିବାବୁ ପ୍ରସ୍ତାବ ଦିଆଯାଇଛି। ସେଥିରେ ଜମ୍ମୁ ପାଇଁ ୬ ଏବଂ କଷ୍ମୀର ପାଇଁ ୩ଟି ରଖିବାକୁ ପ୍ରସ୍ତାବ ଦିଆଯାଇଛି। ସବୁ ବିଧାନସଭା କ୍ଷେତ୍ରରେ ଜିଲ୍ଲାର ସୀମା ବଜାୟ ରହିବ। ଏହି ପୁନଃ ନିର୍ଦ୍ଧାରଣ କମିଟି ଗତ ବର୍ଷ ଜୁଲାଇ ମାସରେ ଜମ୍ମୁ-କଶ୍ମୀର ପରିଦର୍ଶନରେ ଯାଇଥିଲା। ସେମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ଓ ସିଭିଲ ସୋସାଇଟି ସଙ୍ଗଠନର ସଦସ୍ୟ ସାମିଲ ଥିଲେ । ସମସ୍ତଙ୍କ ସହ ଆଲୋଚନା କରି କମିଶନ ରୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁର କରିଛନ୍ତି। ଗତ ଜୁନ୍ ମାସରେ କେନ୍ଦ୍ର ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଏହି ପୁନଃ ନିର୍ନ୍ଧାରଣ କମିଶନ ଗଠନ କରାଯାଇଥିଲା। ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁ-କଶ୍ମୀର ଓ ଲଦାଖ)ରେ ବିଭକ୍ତ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story