ସରକାର ବିଲ୍‌ ପାସ କରୁଛନ୍ତି ନା ପାପଡ଼ି ଚାଟ୍‌ ତିଆରି କରୁଛନ୍ତି? ପ୍ରଶ୍ନ କଲେ ଡେରେକ୍‌

ନୂଆଦିଲ୍ଲୀ: ପେଗାସସ୍‌ ଓ ଚାଷୀଙ୍କ ସମସ୍ୟାକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ବିଲ୍‌ ପାସ୍‌ କରିବାରେ ଲାଗିଛନ୍ତି। ସରକାର ଗୋଟିଏ ବିଲ୍‌କୁ ପାସ୍‌ କରାଇବା ପାଇଁ ହାରାହାରି ୭ ମିନିଟ୍‌ରୁ କମ ସମୟ ନେଉଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଟିଏମସିର ବରିଷ୍ଠ ସାଂସଦ ଡେରେକ ଓ’ବ୍ରେନ। ସେ କହିଛନ୍ତି, ସରକାର ଆଇନ ପାସ୍‌ କରଛନ୍ତି ନା ପାପଡ଼ି ଚାଟ୍‌ ତିଆରି କରୁଛନ୍ତି? ସରକାର […]

Derek

Derek

Hemant Lenka
  • Published: Monday, 02 August 2021
  • Updated: 02 August 2021, 04:19 PM IST

ନୂଆଦିଲ୍ଲୀ: ପେଗାସସ୍‌ ଓ ଚାଷୀଙ୍କ ସମସ୍ୟାକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ବିଲ୍‌ ପାସ୍‌ କରିବାରେ ଲାଗିଛନ୍ତି। ସରକାର ଗୋଟିଏ ବିଲ୍‌କୁ ପାସ୍‌ କରାଇବା ପାଇଁ ହାରାହାରି ୭ ମିନିଟ୍‌ରୁ କମ ସମୟ ନେଉଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଟିଏମସିର ବରିଷ୍ଠ ସାଂସଦ ଡେରେକ ଓ’ବ୍ରେନ।

ସେ କହିଛନ୍ତି, ସରକାର ଆଇନ ପାସ୍‌ କରଛନ୍ତି ନା ପାପଡ଼ି ଚାଟ୍‌ ତିଆରି କରୁଛନ୍ତି? ସରକାର ଏପରି ସଂସଦର ଗାରିମାକୁ କ୍ଷୁଣ୍ଣ କରୁଛନ୍ତି ବୋଲି ମଧ୍ୟ ଡେରେକ ଅଭିଯୋଗ କରିଛନ୍ତି। ଆଜି ସକାଳେ ସାଂସଦ ଡେରେକ ଟ୍ୱିଟ କରି କହିଛନ୍ତି, “ପ୍ରଥମ ୧୦ ଦିନରେ ମୋଦି-ଶାହ ତରବରିଆ ଭାବେ ୧୨ଟି ବଲ୍‌ ପାସ୍‌ କରାଇଛନ୍ତି।

ଗୋଟିଏ ବିଲ୍‌କୁ ପାସ୍‌ କରାଇବାର ସମୟ ସୀମା ୭ ମିନିଟ୍‌ରୁ କମ ରହିଛି। ସେମାନେ ଆଇନ ପାସ୍‌ କରୁଛନ୍ତି ନା ପାପଡ଼ି ଚାଟ୍‌ ତିଆରି କରୁଛନ୍ତି।”

ଡେରେକ ସଂସଦର ଉଭୟ ସଦନରେ ପାସ୍‌ ହୋଇଥିବା ବିଲ୍‌ ଗୁଡ଼ିକର ତଥ୍ୟ ଦେବା, ସହ ‌ଏଗୁଡ଼ିକ ଉପସ୍ଥାନ ହେବାର କେତେ ମିନିଟ୍‌ରେ ପାସ୍‌ ହୋଇଛି, ତା’ର ସୂଚନା ମଧ୍ୟ ଉଲ୍ଲେଖ କରିଛନ୍ତି।

୧୨ଟି ବିଲ୍‌ ମଧ୍ୟରୁ କୋକନଟ ଡେଭଲପମେଣ୍ଟ ବୋର୍ଡ ବିଲ୍ ସବୁ କମ ସମୟ ଅର୍ଥାତ ଉପସ୍ଥାପନ ହେବାର ୧ ମିନିଟ୍‌ ମଧ୍ୟରେ ପାସ୍‌ ହୋଇଥିବା ବେଳେ ଏୟାରପୋର୍ଟସ ଇକୋନୋମିକ ରେଗୁଲେଟର ଅଥୋରିଟି ଅଫ ଇଣ୍ଡିଆ ବିଲ୍ ସବୁଠାରୁ ଅଧିକ ଅର୍ଥାତ ୧୪ ମିନିଟ୍‌ ମଧ୍ୟରେ ଗୃହୀତ ହୋଇଥିଲା।

ପ୍ରଥମଥର ଡେରେକ କେନ୍ଦ୍ର ସରକାରଙ୍କ ତରବରିଆ ବିଲ୍‌ ପାସ୍‌ କାର୍ଯ୍ୟକୁ ବିରୋଧ କରି ନାହାନ୍ତି। ୨୦୧୯ରେ ସରକାର ତରବରିଆ ଭାବେ ଟ୍ରିପଲ ତଲାକ ବିଲ ପାସ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ସେ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଆପଣ ବିଲ୍ ପାସ୍ କରୁଛନ୍ତି ନା ପିଜା ଡେଲିଭରୀ କରୁଛନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story