ବୋଇଂ ୭୩୭ ମାକ୍ସ ବିମାନ ଚଳାଇବା ପାଇଁ ୯୦ ପାଇଲଟ ଅନଫିଟ୍‌

ନୂଆଦିଲ୍ଲୀ: ସ୍ପାଇସଜେଟ୍‌ର ୯୦ ଜଣ ପାଇଲଟ୍‌ ବୋଇଂ ୭୩୭ ମାକ୍ସ ବିମାନ ଚଳାଇବା ପାଇଁ ଯୋଗ୍ୟ ନୁହନ୍ତି। ଯାଞ୍ଚ ବେଳେ ଡିଜିସିଏ ଏତେ ସଂଖ୍ୟକ ପାଇଲଟଙ୍କୁ ଅନଫିଟ୍ ଘୋଷଣା କରିଛି। ଏଥିସହ ସେମାନଙ୍କୁ ବୋଇଂ ମାକ୍ସ ବିମାନ ଚଳାଇବା ପାଇଁ ଆଉ ଥରେ ଟ୍ରେନିଂ ନେବାକୁ କୁହାଯାଇଛି। ଟ୍ରେନିଂ ଶେଷ ନ ହେବା ଯାଏ ଅଯୋଗ୍ୟ ଘୋଷିତ ହୋଇଥିବା ପାଇଲଟମାନେ ଉକ୍ତ ବିମାନ ଚଲାଇ ପାରିବେ ନାହିଁ ବୋଲି ଡିଜିସିଏ କହିଛି। ଡିଜିସିଏ ମୁଖ୍ୟ ଅରୁଣ କୁମାର […]

aircraft

aircraft

Hemant Lenka
  • Published: Wednesday, 13 April 2022
  • Updated: 13 April 2022, 11:15 AM IST

Sports

Latest News

ନୂଆଦିଲ୍ଲୀ: ସ୍ପାଇସଜେଟ୍‌ର ୯୦ ଜଣ ପାଇଲଟ୍‌ ବୋଇଂ ୭୩୭ ମାକ୍ସ ବିମାନ ଚଳାଇବା ପାଇଁ ଯୋଗ୍ୟ ନୁହନ୍ତି। ଯାଞ୍ଚ ବେଳେ ଡିଜିସିଏ ଏତେ ସଂଖ୍ୟକ ପାଇଲଟଙ୍କୁ ଅନଫିଟ୍ ଘୋଷଣା କରିଛି। ଏଥିସହ ସେମାନଙ୍କୁ ବୋଇଂ ମାକ୍ସ ବିମାନ ଚଳାଇବା ପାଇଁ ଆଉ ଥରେ ଟ୍ରେନିଂ ନେବାକୁ କୁହାଯାଇଛି। ଟ୍ରେନିଂ ଶେଷ ନ ହେବା ଯାଏ ଅଯୋଗ୍ୟ ଘୋଷିତ ହୋଇଥିବା ପାଇଲଟମାନେ ଉକ୍ତ ବିମାନ ଚଲାଇ ପାରିବେ ନାହିଁ ବୋଲି ଡିଜିସିଏ କହିଛି।

ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି, “ବର୍ତ୍ତମାନ ସମୟରେ ଆମେ ଉକ୍ତ ପାଇଲଟମାନଙ୍କୁ ବୋଇଂ ମାକ୍ସ ଏୟାରକ୍ରାଫ୍ଟ ଉଡ଼ାଣ କାମରୁ ବିରତ ରଖିଛୁ। ସେମାନେ ଉଡ଼ାଣ ପାଇଁ ଆଉ ଗୋଟିଏ ରାଉଣ୍ଡ ଟ୍ରେନିଂ ନେବେ। ଟ୍ରେନିଂ ସଫଳତାର ସହ ଶେଷ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସୂଚନାଯୋଗ୍ୟ, ୫ ମାସ ଭିତରେ ଦୁଇଟି ବୋଇଂ ୭୩୭ ମାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ୨୦୧୯ ମାର୍ଚ୍ଚ ମାସରୁ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ବୋଇଂ ବିମାନର ଉଡ଼ାଣକୁ ବନ୍ଦ କରି ଦିଆଯାଇଥିଲା। ୨୦୨୦ ଡିସେମ୍ବର ମାସରେ ବିମାନ ନିର୍ମାଣକାରୀ ସଂସ୍ଥା ଏଥିରେ ଥିବା ତ୍ରୁଟିକୁ ସୁଧାରିଥିବା ପ୍ରମାଣ ଦେବା ପରେ ବୋଇଂ ୭୩୭ ମାକ୍ସ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରାଯାଇଥିଲା।

ଭାରତରେ ୨୦୨୧ ଅଗଷ୍ଟରୁ ବୋଇଂ ବିମାନକୁ ଉଡ଼ାଣ ପାଇଁ ଅନୁମତି ମିଳିଛି। ଭାରତରେ କେବଳ ସ୍ପାଇସ ଜେଟ୍‌ ବି୭୩୭ ମାକ୍ସ ଏୟାରକ୍ରାଫ୍ଟ ସେବା ଯୋଗାଇ ଥାଏ। ଏବେ ଏହାର ଉଡ଼ାଣ କରୁଥିବା ୯୦ ଜଣ ପାଇଲଟଙ୍କୁ ପୁନଃ ଟ୍ରେନିଂ ନେବାକୁ ଡିଜିସିଏ କହିଛି। ତେବେ ଏହି ପାଇଲଟମାନେ ଅନ୍ୟ ବୋଇଂ ୩୩୭ ବିମାନ ଉଡ଼ାଣ ପାଇଁ ଉପଲବ୍ଧ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story