#ResignModi: ଫେସବୁକ୍‌ରୁ ହଟାଇବାକୁ କହିଥିଲେ କି ସରକାର?

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲାରେ ବିଫଳ ଅଭିଯୋଗ କରି ଫେସବୁକ ଠାରୁ ଆରମ୍ଭ କରି ବିଭିନ୍ନ ସୋଶାଲ ମିଡିଆରେ #ResignModi ଟ୍ରେଣ୍ଡ କରିଥିଲା। ତେବେ ଭାରତରେ ଏହି ହ୍ୟାଶଟ୍ୟାଗ ଓ ଏ ସମ୍ପର୍କିତ ପୋଷ୍ଟକୁ ସରକାରଙ୍କ ପରମର୍ଶକ୍ରମେ ସୋଶାଲ ମିଡିଆ ବ୍ୟବହାରକାରୀଙ୍କ ଠାରୁ ଫେସବୁକ ଲୁଚାଇ ରଖିଥିଲା ବୋଲି ଅଭିଯୋଗ ହୋଇଛି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ତା’ ରିପୋର୍ଟରେ କହିଥିଲା ଯେ ଜନସାଧାରଣଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ #ResignModiକୁ ଫେସବୁକ ଅସ୍ଥାୟୀ ଭାବେ ବ୍ଲକ କରିଥିଲା। […]

Modi

Modi

Hemant Lenka
  • Published: Thursday, 29 April 2021
  • Updated: 29 April 2021, 03:09 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲାରେ ବିଫଳ ଅଭିଯୋଗ କରି ଫେସବୁକ ଠାରୁ ଆରମ୍ଭ କରି ବିଭିନ୍ନ ସୋଶାଲ ମିଡିଆରେ #ResignModi ଟ୍ରେଣ୍ଡ କରିଥିଲା। ତେବେ ଭାରତରେ ଏହି ହ୍ୟାଶଟ୍ୟାଗ ଓ ଏ ସମ୍ପର୍କିତ ପୋଷ୍ଟକୁ ସରକାରଙ୍କ ପରମର୍ଶକ୍ରମେ ସୋଶାଲ ମିଡିଆ ବ୍ୟବହାରକାରୀଙ୍କ ଠାରୁ ଫେସବୁକ ଲୁଚାଇ ରଖିଥିଲା ବୋଲି ଅଭିଯୋଗ ହୋଇଛି।

ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ତା’ ରିପୋର୍ଟରେ କହିଥିଲା ଯେ ଜନସାଧାରଣଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ #ResignModiକୁ ଫେସବୁକ ଅସ୍ଥାୟୀ ଭାବେ ବ୍ଲକ କରିଥିଲା। ତେବେ ସରକାର ଉକ୍ତ ରିପୋର୍ଟକୁ ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଫେସବୁକକୁ #ResignModi ହ୍ୟାଶଟ୍ୟାଗ ବନ୍ଦ କରିବାକୁ କୌଣସି ପ୍ରକାରର ନିର୍ଦ୍ଦେଶ ଦିଆଯାଇ ନଥିବା ସରକାର ସଫେଇ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି, ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ସରକାରଙ୍କ କଥାରେ ଫେସବୁକ୍ କିଛି ହ୍ୟାଶଟ୍ୟାଗକୁ ନିଜ ଫ୍ଲାଟଫର୍ମରୁ ହଟାଇ ଦେଇଛି। ଜନସାଧାରଣଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଏପରି କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।

ହେଲେ ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ। ଏକଥା ଫେସବୁକ ମଧ୍ୟ ପୂର୍ବରୁ କହି ସାରିଛି। ମାର୍ଚ୍ଚ ୫ରେ ୱାଲ ଷ୍ଟ୍ରିକ ପ୍ରକାଶ କରିଥିବା ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ଉପରେ ଆଧାରିତ ଥିଲା। ମାର୍ଚ୍ଚ ୫ରେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଆଉ ଏକ ମିଥ୍ୟା ରିପୋର୍ଟ ପ୍ରକାଶ ପାଇଥିଲା। ଏହାର ଶୀର୍ଷକ ଥିଲା “ଭାରତ ଫେସବୁକ, ହ୍ୱାଟସଆପ ଓ ଟ୍ୱିଟର କର୍ମଚାରୀଙ୍କୁ ଜେଲ ପଠାଇବାକୁ ଧମକ ଦେଉଛି।”

କିନ୍ତୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ଚିଠି ଲେଖାଯାଇ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ଜଣାଇ ଦିଆଯାଇଛି। ଗଣମାଧ୍ୟମ ସବୁବେଳେ ଓ ସବୁ ପ୍ରସଙ୍ଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏପରି ଏକ ସମ୍ବେଦନଶୀଳ ସମୟରେ ଆମେ ଗଣମାଧ୍ୟମକୁ ନିବେଦନ କରୁଛୁ ଯେ ସେମାନେ ଲକ୍ଷଲକ୍ଷ ସାଧାରଣ ଭାରତୀୟଙ୍କ ସହ ମିଶି ଏହି ମହାମାରୀ ବିରୋଧରେ ଲଢ଼େଇ କରନ୍ତୁ ବୋଲି ସରକାର କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସରକାର ଲୋକଙ୍କୁ ଆବଶ୍ୟକ ମେଡିକାଲ ସୁବିଧା ଯୋଗାଇ ପାରୁନାହାନ୍ତି। କେଉଁଠି ଅକ୍ସିଜେନର ଅଭାବ ଦେଖାଯାଉଛି ତ ଆଉ କେଉଁଠି ବେଡ୍‌ ନାହିଁ। ଏହି ସବୁ ଘଟଣାକୁ କେନ୍ଦ୍ର କରି ସୋଶାଲ ମିଡିଆରେ #ResignModi ହ୍ୟାଶଟ୍ୟାଗ ବ୍ୟବହାର କରି ସରକାରଙ୍କୁ ଲୋକେ ସମାଲୋଚନା କରିଥିଲେ।

ତେବେ କିଛି ଘଣ୍ଟା ପାଇଁ ପେସବୁକ୍‌ ସୁରକ୍ଷା ପ୍ରୋଟକଲର ଆଳ ଦେଖାଇ ଏହି ପୋଷ୍ଟଗୁଡ଼ିକୁ ବ୍ଲକ କରିଦେଇଥିଲା। ଏ ସମ୍ପର୍କରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ଖବର ପ୍ରସାରଣ କରିବାରୁ ଫେସବୁକ ପୁଣି ଏହାକୁ ସାର୍ବଜନୀନ କରିଥିଲା। ସରକାରଙ୍କ ନିର୍ଦ୍ଦେଶରେ ଫେସବୁକ ଏପରି କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଫେସବୁକର ମୁଖପାତ୍ର କହିଥିଲେ ଯେ “ଆମେ ଭୁଲରେ ହ୍ୟାଶଟ୍ୟାଗକୁ ବ୍ଲକ କରିଥିଲୁ। ଏହାପୁଣି ସାର୍ବଜନୀନ ହୋଇଛି। ଭାରତ ସରକାର ଆମକୁ ଏପରି କରିବାକୁ କହି ନଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story