ଦୁର୍ବ୍ୟବହାରର ଅଭିଯୋଗ ଆଣିଲେ ବିଜେପିର ଦିଲୀପ ଘୋଷ, ଜବାବ ଦେଲା ଟିଏମସି

କୋଲକାତା: ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ଭବାନୀପୁରରେ ଉପ ନିର୍ବାଚନ ହେବ। ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ବିଜେପି ପକ୍ଷରୁ ସାଂଘାତିକ ଅଭିଯୋଗ ଆସିଛି। ବିଜେପି ନେତା ଦିଲୀପ ଘୋଷ ଭବାନୀପୁରରେ ପ୍ରଚାର କରୁଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର କରାଯାଇଛି। ସେ ପ୍ରଚାର କରୁଥିବା ବେଳେ ଟିଏମସି କର୍ମୀମାନେ ତାଙ୍କୁ ଠେଲାପେଲା କରିବା ସହ ଗୋ-ବ୍ୟାକ୍‌ ନାରା ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହାର ଜବାବ ଟିଏମସି ପକ୍ଷରୁ ଦିଆଯାଇଛି। ୩୦ ତାରିଖରେ […]

BJP

BJP

Hemant Lenka
  • Published: Monday, 27 September 2021
  • Updated: 27 September 2021, 05:39 PM IST

କୋଲକାତା: ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ଭବାନୀପୁରରେ ଉପ ନିର୍ବାଚନ ହେବ। ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ବିଜେପି ପକ୍ଷରୁ ସାଂଘାତିକ ଅଭିଯୋଗ ଆସିଛି। ବିଜେପି ନେତା ଦିଲୀପ ଘୋଷ ଭବାନୀପୁରରେ ପ୍ରଚାର କରୁଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର କରାଯାଇଛି। ସେ ପ୍ରଚାର କରୁଥିବା ବେଳେ ଟିଏମସି କର୍ମୀମାନେ ତାଙ୍କୁ ଠେଲାପେଲା କରିବା ସହ ଗୋ-ବ୍ୟାକ୍‌ ନାରା ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହାର ଜବାବ ଟିଏମସି ପକ୍ଷରୁ ଦିଆଯାଇଛି।

୩୦ ତାରିଖରେ ଭବାନୀପୁରରେ ମମତା ବାନାର୍ଜୀଙ୍କ ସହ ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କ ଲଢ଼େଇ ହେବ। ପ୍ରିୟଙ୍କାକୁ ଜିତାଇବା ପାଇଁ ବିଜେପି ବେଶ ପରିଶ୍ରମ କରୁଛି। ଆଜି ଶେଷ ଦିନ ଥିବାରୁ ଶତାଧିକ ବରିଷ୍ଠ ନେତା ପ୍ରଚାର କାମରେ ଲାଗିଛନ୍ତି। ଏହିକ୍ରମରେ ଦିଲୀପ ଘୋଷ ମଧ୍ୟ ପ୍ରଚାର କରୁଥିଲେ। ଦିଲୀପ ଆଜି ଗୋଟିଏ ଟିକାକରଣ କ୍ୟାମ୍ପକୁ ଯାଉଥିବା ବେଳେ ତାଙ୍କୁ ଟିଏମସି କର୍ମୀମାନେ ଠେଲାପେଲା କରିଥିଲେ।

ତାଙ୍କ ବିରୋଧରେ ନାରାବାଜୀ କରିବା ସହ ତୁରନ୍ତ ସ୍ଥାନ ଖାଲି କରିବାକୁ ସେମାନେ ଦାବି କରିଥିଲେ ବୋଲି ଖୋଦ୍‌ ଦିଲୀପ ଅଭିଯୋଗ କରିଛନ୍ତି। ଟିଏମସି ପ୍ରଚାର ପାଇଁ ଦେଉ ନଥିବାରୁ ସେ ନିର୍ବାଚନକୁ ସ୍ଥଗତି ରଖିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଟିଏମସି କହିଛି।

ଟିଏମସି ଗୋଟିଏ ଟ୍ୱିଟରେ କହିଛି ଯେ “ବିଜେପି ଆହୁରି ତଳକୁ ଖସିବା ଭଳି କାମ କରିଛି। ସର୍ବସମ୍ମୁଖରେ ଲୋକଙ୍କୁ ବନ୍ଧୁକ ଦେଖାଇବାକୁ ସାହାସ କେଉଁଠୁ ମିଳିଲା? କ’ଣ ଲୋକମାନେ ସେମାନଙ୍କୁ ପସନ୍ଦ ଆସୁ ନଥିବା ନେତାଙ୍କୁ ବିରୋଧ କରିପାରିବେନି? ଏପରି ମାନବାଧିକାର ଉଲ୍ଲଙ୍ଘନ କରିବା ଲଜ୍ଜାଜନକ। ଭବାନୀପୁରବାସୀଙ୍କ ସୁରକ୍ଷା ସହ ବୁଝାମଣା କରାଯାଉଛି ବୋଲି ଟିଏମସି କହିଛି।

କେବଳ ଦିଲୀପ ଘୋଷ ନୁହନ୍ତି ଟିଏମସି କର୍ମୀମାନେ ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ ମଧ୍ୟ ବିରୋଧ କରିଥିବା ଦଳ ଅଭିଯୋଗ କରିଛି। ଏଥିସହ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଏ ପ୍ରସଙ୍ଗ ଉଠାଇବ ବୋଲି ମଧ୍ୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story