ମତଭେଦ ଏବେ ଦେଶରେ ଅପରାଧ ହୋଇଯାଇଛି: ମେହବୁବା ମୁଫତି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ସରକାରଙ୍କ ସହ ମତ ପାର୍ଥକ୍ୟ ଅପରାଧ ହୋଇ ଯାଇଛି। ମତଭେଦକୁ ଅପରାଧ ଭାବେ ଟେଷ୍ଟ କରିବା ପାଇଁ ଜମ୍ମୁ-କଶ୍ମୀରକୁ ଲ୍ୟାବ ଭାବେ ବ୍ୟବହାର କରାଯାଇଥିଲା। ଏବେ ସମଗ୍ର ଦେଶରେ ମତ ପାର୍ଥକ୍ୟ ଅପରାଧ ଭାବେ ବିବେଚନା ହେବାରେ ଲାଗିଛି। ଏଭଳି ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି। କିଛି ଦିନ ତଳେ ମୁଫତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ଏବେ […]

Mufti

Mufti

Hemant Lenka
  • Published: Saturday, 26 June 2021
  • Updated: 26 June 2021, 07:59 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ସରକାରଙ୍କ ସହ ମତ ପାର୍ଥକ୍ୟ ଅପରାଧ ହୋଇ ଯାଇଛି। ମତଭେଦକୁ ଅପରାଧ ଭାବେ ଟେଷ୍ଟ କରିବା ପାଇଁ ଜମ୍ମୁ-କଶ୍ମୀରକୁ ଲ୍ୟାବ ଭାବେ ବ୍ୟବହାର କରାଯାଇଥିଲା। ଏବେ ସମଗ୍ର ଦେଶରେ ମତ ପାର୍ଥକ୍ୟ ଅପରାଧ ଭାବେ ବିବେଚନା ହେବାରେ ଲାଗିଛି। ଏଭଳି ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି।

କିଛି ଦିନ ତଳେ ମୁଫତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ଏବେ ସେ ଏପରି ବୟାନ ଦେଇଛନ୍ତି। ଏଥିସହ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫ ଏ ଲାଗୁ ନ ହେବା ଯାଏ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ କହିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁଫତି କହିଛନ୍ତି, ଆମେ ନେତାମାନେ ଜମ୍ମୁ-କଶ୍ମୀରରେ ଅପରାଧୀ ଭାବେ ରହିଥିଲୁ। ଏହି କାରଣ ପାଇଁ ଆମକୁ ବନ୍ଦୀ କରାଯାଇଥିଲା। କିନ୍ତୁ ଏବେ ଏହା କେବଳ ମେହମବୁବା ମୁଫତି କିମ୍ବା ଜମ୍ମୁ-କଶ୍ମୀରରେ ସୀମିତ ହୋଇନାହିଁ। ସେମାନେ ସମଗ୍ର ଦେଶର ଯୁବ ଶିକ୍ଷାର୍ଥୀଙ୍କୁ ଜେଲରେ ଭର୍ତ୍ତି କରିବାରେ ଲାଗିଛନ୍ତି।

ଜାମିନ ବର୍ତ୍ତମାନ ଗୋଟିଏ ବ୍ୟତିକ୍ରମ ହୋଇଗଲାଣି। ଏହା ଆଉ ନିୟମ ଭିତରେ ନାହିଁ। ହଁ ଏହା ସତ ଯେ ଜମ୍ମୁ-କଶ୍ମୀରବାସୀ ଅନ୍ୟମାନଙ୍କ ତୁଳନାରେ ଅତ୍ୟନ୍ତ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଜମ୍ମୁ-କଶ୍ମୀରରେ ଲୋକଙ୍କୁ ମୁହଁ ଖୋଲିବା ମାତ୍ରେ ଦଣ୍ଡ ଦିଆଯାଉଛି। ଯଦି ମୁଁ ଧାରା ୩୭୦ ବିଷୟରେ କହୁଛି, ତା’ହେଲେ ମୋ ସହ କ’ଣ କହୁଛି ଆପଣ ଦେଖି ପାରୁଥିବେ।

ଏପରି ସ୍ଥିତିରେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେଉଥିବ ଥରେ ଚିନ୍ତା କରନ୍ତୁ। ଗୋଟିଏ ଟ୍ୱିଟ ପାଇଁ ଜଣେ ୧୫ ବର୍ଷୀୟ ପିଲାକୁ ଜେଲରେ ଭର୍ତ୍ତି କରିଦିଆଯାଇଛି। ଭୟରେ ଲୋକମାନେ ନିଜ ଘରର ଚାରିକାନ୍ଥ ମଧ୍ୟରେ ରହୁଛନ୍ତି। ସେମାନେ ମୁହଁ ଖୋଲିବାକୁ ଡରୁଛନ୍ତି। ଜମ୍ମୁ-କଶ୍ମୀର ଏବେ ମୁକ୍ତାକାଶ ଜେଲରେ ପରିଣତ ହୋଇ ଯାଇଛି ବୋଲି ସେ କହିଛନ୍ତି।

ପାକିସ୍ତାନ ସହ ଭାରତ ସରକାର ଆଲୋଚନା କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, “ଜମ୍ମୁ-କଶ୍ମୀରବାସୀ ପାକିସ୍ତାନ ସହ ତିକ୍ତତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ସେମାନେ ପାକିସ୍ତାନ ସହ ଭାରତ ସରକାର କଥା ହୁଅନ୍ତୁ ବୋଲି ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ବେଳେ ମୁଁ ମଧ୍ୟ ପାକିସ୍ତାନ ସହ କଥା ହେବାକୁ କହିଛି। କାରଣ ଆପଣ ଯଦି ଚାଇନା ସହ କଥା ହେଉଛନ୍ତି, ତା’ହେଲେ ପାକିସ୍ତାନ ସହ କାହିଁକି କଥା ହୋଇପାରିବେନି? ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲି ଯେ ଆପଣ ଚାଇନା ସହ କଥା ହେବା ଭଲ ବିଷୟ। କିନ୍ତୁ ଜମ୍ମୁ-କଶ୍ମୀରବାସୀଙ୍କ ଅସୁବିଧା ଦୂର କରିବାକୁ ଦୟା କରି ପାକିସ୍ତାନ ସହ ମଧ୍ୟ କଥା ହୁଅନ୍ତୁ।

ଆମେ ପାକିସ୍ତାନ ସହ ଅସ୍ତ୍ର ବିରତି ଚୁକ୍ତି କରିବା ଭଲ କଥା। ଏହା ଦ୍ୱାରା ଲୋକମାନେ ରାତିରେ ଶୋଇ ପାରୁଛନ୍ତି। ଅନୁପ୍ରବେଶ କମିଛି ଓ ହିଂସା ହ୍ରାସ ପାଇଛି। କିନ୍ତୁ ଏହାକୁ ଆଉ ଗୋଟିଏ ସ୍ତରକୁ ନେବା ଦରକାର। ମୁଜାଫରବାଦ ରାସ୍ତାରେ ବ୍ୟବସାୟ ବନ୍ଦ ହୋଇ ପଡ଼ିଛି। ଏହା ଆରମ୍ଭ ହେବା ଉଚିତ। ଏଥିପାଇଁ ଆମକୁ ପାକିସ୍ତାନ ସହ କଥା ହେବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story