ବିରଳ ଘଟଣା, ନାବାଳିକାଙ୍କ ପେଟରୁ ବାହାରିଲା ୨ କେଜିର ଚୁଟି

ଲକ୍ଷ୍ନୌ: ଏକ ବିରଳ ଘଟଣାକ୍ରମରେ ଲକ୍ଷ୍ନୌରେ ଥିବା ବଳରାମପୁର ହସ୍ପିଟାଲର ଡାକ୍ତରମାନେ ଅସ୍ତ୍ରୋପଚାର କରି ଜଣେ ୧୭ ବର୍ଷୀୟ ଝିଅର ପେଟରୁ ୨କେଜି ଓଜନର ଚୁଟି ବାହାର କରିଛନ୍ତି। ଏହି ଚୁଟି ଗୁଡ଼ିକ ନାବଳିକାଙ୍କ ପେଟରେ ଗୋଲାକାର ଅବସ୍ଥାରେ ରହିଥିଲା। ସେ ଏକ ବିରଳ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ନିଜର ଚୁଟିକୁ ଛିଣ୍ଡାଇ ଦୀର୍ଘ ବର୍ଷ ହେଲାଣି ଖାଉଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାବ ହେବାରୁ ଏବେ ଅସ୍ତ୍ରୋପଚାର ଦ୍ୱାରା ୨କେଜି ଓଜନର ଚୁଟି ପେଟରୁ […]

Hair

Hair

Hemant Lenka
  • Published: Friday, 03 September 2021
  • Updated: 03 September 2021, 03:55 PM IST

Sports

Latest News

ଲକ୍ଷ୍ନୌ: ଏକ ବିରଳ ଘଟଣାକ୍ରମରେ ଲକ୍ଷ୍ନୌରେ ଥିବା ବଳରାମପୁର ହସ୍ପିଟାଲର ଡାକ୍ତରମାନେ ଅସ୍ତ୍ରୋପଚାର କରି ଜଣେ ୧୭ ବର୍ଷୀୟ ଝିଅର ପେଟରୁ ୨କେଜି ଓଜନର ଚୁଟି ବାହାର କରିଛନ୍ତି। ଏହି ଚୁଟି ଗୁଡ଼ିକ ନାବଳିକାଙ୍କ ପେଟରେ ଗୋଲାକାର ଅବସ୍ଥାରେ ରହିଥିଲା। ସେ ଏକ ବିରଳ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ନିଜର ଚୁଟିକୁ ଛିଣ୍ଡାଇ ଦୀର୍ଘ ବର୍ଷ ହେଲାଣି ଖାଉଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାବ ହେବାରୁ ଏବେ ଅସ୍ତ୍ରୋପଚାର ଦ୍ୱାରା ୨କେଜି ଓଜନର ଚୁଟି ପେଟରୁ ବାହାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଗତ ୨ ବର୍ଷ ହେଲାଣି ନାବାଳିକା ଜଣଙ୍କ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଥିଲେ। ଏଥିସହ ପରିବାର ଲୋକ ତାଙ୍କର ହେୟାରପଲ ହେଉଥିବା ନୋଟିସ କରିଥିଲେ। ୧୦ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ।

ଏପରି କି ତାଙ୍କର ବାନ୍ତି ମଧ୍ୟ ହୋଇଥିଲା। ଶେଷରେ ପରିବାର ଲୋକ ତାଙ୍କୁ ବଳରାମପୁର ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡା ଏସ୍ଆର ସାମଦର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ନାବାଳିକାକଙ୍କ ଅଲ୍ଟ୍ରାସାଉଣ୍ଡ ବେଳେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ତାଙ୍କ ତଳି ପେଟରେ ଗୋଟିଏ ଗୋଲାକାର ମାଂସପିଣ୍ଡୁଳା ଚିହ୍ନଟ ହୋଇଥିଲା।

ଏହାପରେ ସିଟି ସ୍କାନ ହେବାରୁ ବିଶାଳ ଗୋଲାକାର ବସ୍ତୁ ପେଟ ମଧ୍ୟରେ ରହିଥିବା ଜଣାପଡ଼ିଥିଲା। ଡାକ୍ତରମାନେ ଏହା ଉପରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଏଣ୍ଡୋସ୍କୋପି କରିଥିଲେ। ଶେଷରେ ଉକ୍ତ ଗୋଲାକାର ଜିନିଷଟି ଚୁଟିରେ ତିଆରି ହୋଇଥିବା ସମସ୍ତେ ଜାଣିଥିଲେ। ପେଟରେ ୨୦ସେମିର ଗୋଲାକାର ଜିନିଷ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।

ଏହାପରେ ଆରମ୍ଭ ହୋଇଥିବା ଅପରେସନ। ଦୀର୍ଘ ୧.୫ ଘଣ୍ଟାର ପରିଶ୍ରମ ପରେ ଡାକ୍ତରମାନେ ବେଶ ସଫଳତାର ସହ ନାବାଳିକାଙ୍କ ପେଟରୁ ୨ କେଜି ଓଜନର ଚୁଟି ବାହାର କରିଥିଲେ। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି।

ଡାକ୍ତରମାନେ କହିଛନ୍ତି ଯେ ନାବାଳିକ ଜଣଙ୍କ ଜନ୍ମରୁ ମାନସିକ ରୋଗରେ ପୀଡ଼ିତ। ସେ ବିରଳ trichobezoa ରୋଗରେ ଆକ୍ରାନ୍ତ। ଏହି ରୋଗରେ ପଡ଼ୁଥିବା ଲୋକମାନେ ନିଜ ଶରୀରରେ ଥିବା ଚୁଟିକୁ ଛିଣ୍ଡାଇ ଖାଆନ୍ତି। ତେଣୁ ନାବାଳିକା ଜଣଙ୍କ ମଧ୍ୟ ସମାନ କାମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story