ଟିକାର ୨ୟ ଡୋଜ୍‌ ନେବାରେ ଡେରି ହେଲେ କୌଣସି ଅସୁବିଧା ନାହିଁ!

ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ଦେଖା ଦେଉଥିବାରୁ ଲକ୍ଷାଧିକ ଲୋକ ଠିକ୍‌ ସମୟରେ ଦ୍ୱିତୀୟ ଡୋଜ୍‌ ନେଇପାରୁନାହାନ୍ତି। ଦ୍ୱିତୀୟ ଡୋଜ୍‌ ନେଇ ପାରୁ ନଥିବା ଲୋକମାନେ ଏହାକୁ ନେଇ ଚିନ୍ତିତ ରହିଛନ୍ତି। ଏସବୁ ଭିତରେ ସେମାନଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ବିଶେଷଜ୍ଞମାନେ ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ଦ୍ୱିତୀୟ ଡୋଜ୍‌ ଟିକା ନେବାରେ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ। ଦ୍ୱିତୀୟ ଡୋଜ୍‌ ଟିକା ନେବାରେ ବିଳମ୍ବ ହେଲେ, ପୁଣିଥରେ ପ୍ରଥମ ଡୋଜ୍‌ରୁ ଟିକାକରଣ ଆରମ୍ଭ କରିବାର […]

Vaccine

Vaccine

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 04:12 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ଦେଖା ଦେଉଥିବାରୁ ଲକ୍ଷାଧିକ ଲୋକ ଠିକ୍‌ ସମୟରେ ଦ୍ୱିତୀୟ ଡୋଜ୍‌ ନେଇପାରୁନାହାନ୍ତି। ଦ୍ୱିତୀୟ ଡୋଜ୍‌ ନେଇ ପାରୁ ନଥିବା ଲୋକମାନେ ଏହାକୁ ନେଇ ଚିନ୍ତିତ ରହିଛନ୍ତି। ଏସବୁ ଭିତରେ ସେମାନଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ବିଶେଷଜ୍ଞମାନେ ଦେଇଛନ୍ତି।

ବିଶେଷଜ୍ଞଙ୍କ ମତରେ ଦ୍ୱିତୀୟ ଡୋଜ୍‌ ଟିକା ନେବାରେ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ। ଦ୍ୱିତୀୟ ଡୋଜ୍‌ ଟିକା ନେବାରେ ବିଳମ୍ବ ହେଲେ, ପୁଣିଥରେ ପ୍ରଥମ ଡୋଜ୍‌ରୁ ଟିକାକରଣ ଆରମ୍ଭ କରିବାର ଆବଶ୍ୟକ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଟିକାକରଣର ପରବର୍ତ୍ତୀ ବିଲକ୍ଷଣ ଉପରେ ନଜର ରଖିବାକୁ ଗଠିତ ଜାତୀୟ କମିଟିର ସଦସ୍ୟ ଡା ଏନକେ ଅରୋରା କହିଛନ୍ତି, ହିତାଧିକାରୀମାନେ ଦ୍ୱିତୀୟ ଡୋଜ୍‌ ନେବାକୁ ଧାର୍ଯ୍ୟ ସମୟ ୪ରୁ ୬ ସପ୍ତାହ ବିତିଗଲେ ମଧ୍ୟ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ଜାଣିଛୁ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦ୍ୱିତୀୟ ଡୋଜ୍‌ ନେବାକୁ ଅପେକ୍ଷା କରିଛନ୍ତି।

କିନ୍ତୁ ସେମାନେ ଦ୍ୱିତୀୟ ଡୋଜ୍‌ ବିଳମ୍ବ ହେଉଥିଲେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି ପ୍ରଥମ ଡୋଜ୍‌ ଟିକା ନେବାର ୮ରୁ ୧୦ ସପ୍ତାହ ମଧ୍ୟ ବିତି ଯାଉଛି, ତା’ହେଲେ ହିତାଧିକାରୀମାନେ ଏହାପରେ ମଧ୍ୟ ଦ୍ୱିତୀୟ ଡୋଜ୍‌ ନେଇପାବେ। ଏହା ପୂର୍ବଭଳି ନିଜର ପ୍ରଭାବ ଦେଖାଇବ।ଦ୍ୱିତୀୟ ଡୋଜ୍‌ର ବିଳମ୍ବ ହେଲେ, ପୁଣି ମୂଳରୁ ଟିକାକରଣ ଆରମ୍ଭ କରିବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ଡା ବୀନିତା ବଲ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, ପ୍ରଥମ ଡୋଜ୍‌ ନେବା ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଦ୍ୱିତୀୟ ଡୋଜ୍‌ ନେବାରେ ବିଳମ୍ବ ହେଲେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡ଼େନାହିଁ। ଦ୍ୱିତୀୟ ଡୋଜ୍‌କୁ ବୁଷ୍ଟର ଭାବେ ପ୍ରଥମ ଡୋଜ୍‌ର ଗୁଣବତ୍ତା ଓ କ୍ଷମତାକୁ ବୃଦ୍ଧି କରିବାକୁ ଦିଆଯାଉଛି। ତେଣୁ ଲୋକମାନେ ଦ୍ୱିତୀୟ ଡୋଜ୍‌କୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story