ଓକିଲ ବେଶରେ ଆସି କୋର୍ଟ ରୁମରେ ଗ୍ୟାଙ୍ଗଷ୍ଟରକୁ ଗୁଳି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ କୋର୍ଟ ରୁମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓରଫ ଗୋଗିକୁ କୋର୍ଟ ଭିତରେ ଗୁଳି କରି ହତ୍ୟା କରାଯାଇଛି। ଦିଲ୍ଲୀର ରୋହିତ କୋର୍ଟରେ ଏପରି ଘଟଣା ଘଟିଛି। ଆଜି ଜିତେନ୍ଦ୍ରକୁ କୋର୍ଟର ୨ ନଂ ପ୍ରକୋଷ୍ଠରେ ବିଚାରପତିଙ୍କ ଆଗରେ ହାଜର କରାଯାଇଥିଲା। ଏହି ସମୟରେ ୨ ଜଣ ଆକ୍ରମଣକାରୀ ଓକିଲ ବେଶରେ ଆସି ସେଠାରେ ପହଞ୍ଚିଥିଲେ। ଶୁଣାଣି ଆରମ୍ଭ ହେଉଥିବା ବେଳେ […]

delhi

delhi

Hemant Lenka
  • Published: Friday, 24 September 2021
  • Updated: 24 September 2021, 02:15 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ କୋର୍ଟ ରୁମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓରଫ ଗୋଗିକୁ କୋର୍ଟ ଭିତରେ ଗୁଳି କରି ହତ୍ୟା କରାଯାଇଛି। ଦିଲ୍ଲୀର ରୋହିତ କୋର୍ଟରେ ଏପରି ଘଟଣା ଘଟିଛି।

ଆଜି ଜିତେନ୍ଦ୍ରକୁ କୋର୍ଟର ୨ ନଂ ପ୍ରକୋଷ୍ଠରେ ବିଚାରପତିଙ୍କ ଆଗରେ ହାଜର କରାଯାଇଥିଲା। ଏହି ସମୟରେ ୨ ଜଣ ଆକ୍ରମଣକାରୀ ଓକିଲ ବେଶରେ ଆସି ସେଠାରେ ପହଞ୍ଚିଥିଲେ। ଶୁଣାଣି ଆରମ୍ଭ ହେଉଥିବା ବେଳେ ସେମାନେ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଜିତେନ୍ଦ୍ର ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଏଥିରେ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ପୁଲିସ୍‌ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ପୁଲିସ୍‌ ଗୁଳିରେ ୨ ଜଣ ଯାକ ଆକ୍ରମଣକାରୀ କୋର୍ଟ ରୁମରେ ହିଁ ପ୍ରାଣ ହରାଇଛନ୍ତି। ଏହି ଗୁଳିମାଡ଼ ଘଟଣାରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଗୁଳିମାଡ଼ ପରେ ପୂରା କୋର୍ଟ ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଜିତେନ୍ଦ୍ରକୁ ଦୁଇ ବର୍ଷ ତଳେ ଦିଲ୍ଲୀର ସ୍ପେଶାଲ ସେଲ ଗିରଫ କରିଥିଲା। ତା’ରେ ବିଭିନ୍ନ ଥାନରେ ୧୦ରୁ ଅଧିକ ମାମଲା ରହିଛି। ଆଜିର ଗୁଳିକାଣ୍ଡ ପଛରେ ତା’ ବିରୋଧୀ ଗ୍ୟାଙ୍ଗର ସଦସ୍ୟଙ୍କ ହାତ ରହିଥାଇ ପାରେ ବୋଲି କୁହାଯାଉଛି। ତେବେ ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story