ଟ୍ରକ୍‌ ବମ୍ଫର ଉପରେ ଝୁଲି ୧୦ କିମି ଗଲେ ଟୋଲ୍‌ କର୍ମଚାରୀ, ଜାଣନ୍ତୁ କାରଣ

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ): ଟ୍ରକ୍‌ର ସମ୍ମୁଖ ଭାଗରେ ଲଟକି ଦୀର୍ଘ ୧୦ କିମି ବାଟ ଗଲେ ଜଣେ ଟୋଲ ପ୍ଲାଜା କର୍ମଚାରୀ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତେବେ ବ୍ୟକ୍ତି ଜଣଙ୍କ କାହିଁକି ଏପରି ସ୍ଥିତିର ସମ୍ମୁଖୀନ ହେଲେ ଆସନ୍ତୁ ଜାଣିବା। ବାସ୍ତବରେ ଟୋଲ ଆଦାୟକୁ ନେଇ ଟୋଲ କର୍ମଚାରୀ ଓ ଟ୍ରକ ଚାଳକ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଜଣେ ଟୋଲ କର୍ମଚାରୀ ଟ୍ରକ ଆଗରେ ଛଡ଼ା ହୋଇଥିବା ବେଳେ ଏହାର […]

Truck

Truck

Hemant Lenka
  • Published: Wednesday, 27 April 2022
  • Updated: 27 April 2022, 05:52 PM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ): ଟ୍ରକ୍‌ର ସମ୍ମୁଖ ଭାଗରେ ଲଟକି ଦୀର୍ଘ ୧୦ କିମି ବାଟ ଗଲେ ଜଣେ ଟୋଲ ପ୍ଲାଜା କର୍ମଚାରୀ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତେବେ ବ୍ୟକ୍ତି ଜଣଙ୍କ କାହିଁକି ଏପରି ସ୍ଥିତିର ସମ୍ମୁଖୀନ ହେଲେ ଆସନ୍ତୁ ଜାଣିବା।

ବାସ୍ତବରେ ଟୋଲ ଆଦାୟକୁ ନେଇ ଟୋଲ କର୍ମଚାରୀ ଓ ଟ୍ରକ ଚାଳକ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଜଣେ ଟୋଲ କର୍ମଚାରୀ ଟ୍ରକ ଆଗରେ ଛଡ଼ା ହୋଇଥିବା ବେଳେ ଏହାର ଚାଳକ ଜଣଙ୍କ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ। ଫଳରେ କର୍ମଚାରୀ ଜଣଙ୍କ ଟ୍ରକ୍‌ର ବମ୍ଫର ଉପରେ ଚଢ଼ି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଟ୍ରକ୍‌ ଚାଳକ ଜଣଙ୍କ କିଛି ଶୁଣି କର୍ମଚାରୀଙ୍କୁ ୧୦ କିମି ରାସ୍ତା ଏପରି ଅବସ୍ଥାରେ ବୋହି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଆନ୍ଧ୍ରପ୍ରଦେଶ କୁର୍ନୋଲ ଜିଲ୍ଲାର ଆମକାତାଡୁ ୫ନଂ ଜାତୀୟ ରାଜପଥରେ ଥିବା ଟୋଲ ଗେଟ ନିକଟରେ ଘଟିଛି। ଏହି ଟୋଲ ଗେଟ୍‌ ନିକଟରେ ଗୋଟିଏ ଆଳୁ ବୋଝେଇ ଟ୍ରକ ପହଞ୍ଚିଥିଲା। ଟ୍ରକର ଫାଷ୍ଟ ଟ୍ୟାଗ କାମ ନ କରିବାରୁ ଟୋଲ କର୍ମଚାରୀ ମାନେ ଏହାକୁ ଅନେକ ସମୟ ଧରି ଅଟକାଇ ରଖିଥିଲେ।

ଏଥିସହ ଟୋଲ ଚାର୍ଜ ଠାରୁ ଅଧିକ ଟଙ୍କାର ଫାଇନ ଦେବାକୁ କହିଥିଲେ। ବାସ୍‌ ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ  ହୋଇଥିଲା। ଏହାରି ଭିତରେ ଗାଡ଼ି ଚାଳକ ଜଣଙ୍କ ଟୋଲ ଚାର୍ଜ ଦେବାକୁ ମନାକରି ଟ୍ରକଟି ଆଗକୁ ଗଡ଼ାଇ ଦେଇଥିଲେ। ଏହାକୁ ଅଟକାଇବା ପାଇଁ ଟୋଲ ଗେଟ ସୁପର ଭାଇଜର ଶ୍ରୀନିବାସ ମଧ୍ୟ ଗାଡ଼ିର ବମ୍ଫର ଉପରକୁ ଚଢ଼ିଯାଇଥିଲେ।

ସେ ବମ୍ପର ଉପରେ ଥିଲେ ମଧ୍ୟ ଗାଡ଼ି ଚାଳକ ଜଣଙ୍କ କିଛି ନ ଶୁଣି ଦ୍ରୁତଗତିରେ ଟ୍ରକଟିକୁ ଜାତୀୟ ରାଜପଥରେ ଚଲାଇ ଆଗକୁ ନେଇଯାଇଥିଲେ। ଦୀର୍ଘ ୧୦ କିମି ରାସ୍ତା ଅତିକ୍ରମ କରିବା ପରେ ପୁଲିସ୍‌ ଟ୍ରକ୍‌ଟିକୁ ଅଟକାଇଥିଲା ଓ ଶ୍ରୀନିବସଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ୍‌ ଟ୍ରକ ଚାଳକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story