ସୀମାରେ ଉଡ଼ୁଥିବା ଡ୍ରୋନ ଉପରକୁ ଗୁଳିମାଡ଼

ଚଣ୍ଡିଗଡ଼: ପୁଣିଥରେ ସୀମାନ୍ତରେ ଡ୍ରୋନରେ ଉଡ଼ାଇଛି ପାକିସ୍ତାନ। ପୂର୍ବରୁ ଅନେକ ଥୋର ଡ୍ରୋନ ଦ୍ୱାରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣ କରିଥିବା ପାକିସ୍ତାନ ସୁଧୁରିବାର ନାଁ ଧରୁନି। ଆଜି ପାକିସ୍ତାନ ସୀମାନ୍ତରେ ଡ୍ରୋନ ଉଡ଼ାଉଥିଲେ ମଧ୍ୟ ସୁରକ୍ଷାକର୍ମୀଙ୍କ ଛଞ୍ଝାଣ ଆଖିରୁ ବର୍ତ୍ତି ପାରି ନାହିଁ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ଯୋଗୁ ଡ୍ରୋନଟି ପୁଣିଥରେ ପାକିସ୍ତାନ ସୀମାକୁ ଚାଲି ଯାଇଥିବା ଜଣାପଡ଼ିଛି। ଭାରତ-ପାକିସ୍ତାନ ସୀମାନ୍ତ ପଞ୍ଜାବର ଅଟ୍ଟାରୀରେ ନିକଟରେ ଆଜି ଗୋଟିଏ ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବା ସୁରକ୍ଷାକର୍ମୀମାନେ ଦେଖିବାକୁ ପାଇଥିଲେ। […]

Drone

Drone

Hemant Lenka
  • Published: Thursday, 18 August 2022
  • Updated: 18 August 2022, 09:53 PM IST

Sports

Latest News

ଚଣ୍ଡିଗଡ଼: ପୁଣିଥରେ ସୀମାନ୍ତରେ ଡ୍ରୋନରେ ଉଡ଼ାଇଛି ପାକିସ୍ତାନ। ପୂର୍ବରୁ ଅନେକ ଥୋର ଡ୍ରୋନ ଦ୍ୱାରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣ କରିଥିବା ପାକିସ୍ତାନ ସୁଧୁରିବାର ନାଁ ଧରୁନି। ଆଜି ପାକିସ୍ତାନ ସୀମାନ୍ତରେ ଡ୍ରୋନ ଉଡ଼ାଉଥିଲେ ମଧ୍ୟ ସୁରକ୍ଷାକର୍ମୀଙ୍କ ଛଞ୍ଝାଣ ଆଖିରୁ ବର୍ତ୍ତି ପାରି ନାହିଁ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ଯୋଗୁ ଡ୍ରୋନଟି ପୁଣିଥରେ ପାକିସ୍ତାନ ସୀମାକୁ ଚାଲି ଯାଇଥିବା ଜଣାପଡ଼ିଛି।

ଭାରତ-ପାକିସ୍ତାନ ସୀମାନ୍ତ ପଞ୍ଜାବର ଅଟ୍ଟାରୀରେ ନିକଟରେ ଆଜି ଗୋଟିଏ ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବା ସୁରକ୍ଷାକର୍ମୀମାନେ ଦେଖିବାକୁ ପାଇଥିଲେ। ଏହା ଭାରତୀୟ ସୀମାନ୍ତରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ବିଏସ୍ଏଫ ଯବାନମାନେ ଗୁଳିମାଡ଼ କରିଥିଲେ। ଅବିଶ୍ରାନ୍ତ ଗୁଳିମାଡ଼ ଯୋଗୁ ଡ୍ରୋନଟି ପୁଣିଥରେ ପାକିସ୍ତାନ ସୀମାକୁ ଚାଲି ଯାଇଥିଲା।

ଡ୍ରୋନ ଦ୍ୱାରା ପାକିସ୍ତାନ ପୂର୍ବରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଇବାର ନିଜର ରହିଛି। ଏଥର ମଧ୍ୟ ପାକିସ୍ତାନ ସେମିତି କିଛି କରିବାର ଯୋଜନା କରିଥିବା କୁହାଯାଉଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଡ୍ରୋନକୁ ଅପେକ୍ଷା କରିଥିବା ପାକିସ୍ତାନୀ ଦୂତମାନଙ୍କୁ ଖୋଜିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସେହିପରି ସୀମାନ୍ତ ଅଞ୍ଚଳକୁ ପୂରା କର୍ଡନ କରାଯାଇଛି। ତେବେ ଏଯାଏ ଡ୍ରୋନ ଲିଙ୍କରେ କାହାକୁ ବି ଠାବ କରାଯାଇ ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story