୭.୧ ତୀବ୍ରତାର ଭୂକମ୍ପରେ ଥରିଲା ଜାପାନ

ଟୋକିଓ: ଜାପାନର ଏକାଧିକ ସ୍ଥାନରେ ଆଜି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ଏବେ ସୁଦ୍ଧା କେବଳ ଜାପାନର ତୋହୋକୁର ମିୟାଗି ଓ ଫୁକୁଶିମାରୁ କ୍ଷୟକ୍ଷତିର ରିପୋର୍ଟ ଆସିଛି। ସେଠାରେ ଏକାଧିକ କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତା ଉପରେ ଗାଡ଼ି ଗୁଡ଼ିକ ପଡ଼ିଥିବା ଫଟୋ ସାମ୍ନାକୁ ଆସିଛି। ତେବେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ଗତକାଲି ରାତିରେ ତାଜିକିସ୍ତାନରେ […]

japan

japan

Hemant Lenka
  • Published: Saturday, 13 February 2021
  • Updated: 13 February 2021, 09:21 PM IST

Sports

Latest News

ଟୋକିଓ: ଜାପାନର ଏକାଧିକ ସ୍ଥାନରେ ଆଜି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ଏବେ ସୁଦ୍ଧା କେବଳ ଜାପାନର ତୋହୋକୁର ମିୟାଗି ଓ ଫୁକୁଶିମାରୁ କ୍ଷୟକ୍ଷତିର ରିପୋର୍ଟ ଆସିଛି।

ସେଠାରେ ଏକାଧିକ କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତା ଉପରେ ଗାଡ଼ି ଗୁଡ଼ିକ ପଡ଼ିଥିବା ଫଟୋ ସାମ୍ନାକୁ ଆସିଛି। ତେବେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ଗତକାଲି ରାତିରେ ତାଜିକିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଉତ୍ତର ଭାରତରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା।

ଆଜି ଜାପାନର ମେଟ୍ରୋଲଜିକାଲ ଏଜେନ୍ସି କହିଛି, ଆଜି ଅନୁଭୂତ ହୋଇଥିବା ୭.୧ ତୀବ୍ର ଭୂକମ୍ପର ପ୍ରଭାବ ମିୟାଗି ଓ ଫୁକୁଶିମାରୁ ଦେଖିବାକୁ ମିଳିଛି। ସ୍ଥାନୀୟ ସମୟ ରାତି ୧୧.୮ରେ ଟୋକିଓରେ ମଧ୍ୟ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଅନୁଭୂତ ହୋଇଥିଲେ ହେଁ ସୁନାମି ଆଲର୍ଟ ଜାରି କରାଯାଇ ନାହିଁ।

ଅନ୍ୟପକ୍ଷରେ ଭୂକମ୍ପ ଝଟକା ପରେ ଲୋକମାନେ ଖୋଲା ସ୍ଥାନକୁ ଆସି ଆଶ୍ରୟ ନେଇଥିଲେ। ପ୍ରଶାସନ ଏବେ ଝଟକା ଅନୁଭୂତ ହୋଇଥିବା ଅଞ୍ଚଳ ଗୁଡ଼ିକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story