ଆର ବର୍ଷ ସେପ୍ଟେମ୍ବରରେ ହେବ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ!

ନୂଆଦିଲ୍ଲୀ: ଆସନ୍ତାବର୍ଷ ସେପ୍ଟେମ୍ବର ମାସ ଯାଏ ସୋନିଆ ଗାନ୍ଧି ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଆଜି ସାଂଗଠନିକ ନିର୍ବାଚନ ଓ ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରିବାକୁ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା। ତେବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ନୂଆ ବରିଷ୍ଠ କାର୍ଯ୍ୟକର୍ତ୍ତା ନିର୍ବାଚନ ମଧ୍ୟ ଆସନ୍ତା ସେପ୍ଟେମ୍ବର ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତେବେ […]

sonia1

sonia1

Hemant Lenka
  • Published: Saturday, 16 October 2021
  • Updated: 16 October 2021, 02:04 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ସେପ୍ଟେମ୍ବର ମାସ ଯାଏ ସୋନିଆ ଗାନ୍ଧି ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଆଜି ସାଂଗଠନିକ ନିର୍ବାଚନ ଓ ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରିବାକୁ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା। ତେବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ନୂଆ ବରିଷ୍ଠ କାର୍ଯ୍ୟକର୍ତ୍ତା ନିର୍ବାଚନ ମଧ୍ୟ ଆସନ୍ତା ସେପ୍ଟେମ୍ବର ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ସିଡବ୍ଲ୍ୟୁଡିସି ବୈଠକରେ ଦଳର ସଦସ୍ୟତା ସଂଗ୍ରହ କାର୍ଯ୍ୟସୂଚୀ ପ୍ରସ୍ତୁତ ଚୂଡ଼ାନ୍ତ ହୋଇଛି। ବୈଠକରେ ଏହା ଉପରେ ବିସ୍ତୃତ ଭାବେ ବିଚାରବିମର୍ଶ ଚାଲିଛି।

ଆସନ୍ତାବର୍ଷ ପ୍ରଥମ ଭାଗରେ ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏହାପୂର୍ବରୁ ଦଳୀୟ ନିର୍ବାଚନ ଉପରେ ଫୋକସ ନ କରିବାକୁ ବୈଠକରେ ବରିଷ୍ଠ ନେତାମାନେ ମତ ଦେଇଥିଲେ। ଶେଷରେ ସେପ୍ଟେମ୍ବର ମାସରେ ଅଧ୍ୟକ୍ଷ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି। କୋଭିଡ-୧୯ ମହାମାରୀ ପରେ କଂଗ୍ରେସ ୱାର୍କିଂ କମିଟିର ସଦସ୍ୟମାନେ ପ୍ରଥମଥର ପାଇଁ ବ୍ୟକ୍ତିଗତ ଭାବେ ହାଜର ହୋଇ ବୈଠକ କରିଛନ୍ତି।

ଏହି ବୈଠକରେ ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମେତ ୫୭ ଜଣ ନେତା ସାମିଲ ଥିଲେ। ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରୁଥିବା ଜି-୨୩ର କିଛି ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ। ବୈଠକରେ ସୋନିଆ ନେତୃତ୍ୱ ସଙ୍କଟ କଥା ଉଠାଇଥିବା ଦଳୀୟ ନେତାଙ୍କୁ ସମାଲୋଚନା କରିବା ସହ ସେ ନିଜେ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story